Browsing Category
Top Stories
୪ ବର୍ଷ ପରେ ଅଗ୍ନିବୀର କ’ଣ ସବୁ ବେନିଫିଟ୍ ପାଇବେ, ଜାଣନ୍ତୁ ଏହି ୧୦ଟି ପଏଣ୍ଟ ବିସ୍ତୃତରେ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି । ତେବେ ଯୁବବର୍ଗ ସେନାରେ ସାମିଲ ହେଲେ ୪ ବର୍ଷ ପରେ ସେମାନେ ଚାକିରି ହରାଇବେ, ସେମାନଙ୍କୁ ଆଉ ନିଯୁକ୍ତି ମିଳିବ ନାହିଁ…
ଏଣିକି ଘରେ ବସି ପ୍ରସ୍ତୁତ କରିପାରିବେ ଆଧାର କାର୍ଡ, ଆଉ ଯିବାକୁ ପଡ଼ିବନି ଆଧାର ସେବା କେନ୍ଦ୍ର
ନୂଆଦିଲ୍ଲୀ: ଆଧାରକାର୍ଡ଼ ଆଜିର ଦିନରେ ପ୍ରତ୍ୟେକ ଭାରତୀୟଙ୍କ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମ ଭାରତୀୟଙ୍କ ଜୀବନରେ ଆଧାର କାର୍ଡ କେତେ ଗୁରୁତ୍ୱପୂର୍ଣ୍ଣ, ଆପଣ ଏଥିରୁ ଅନୁମାନ କରିପାରିବେ ଯେ ଏକ ବ୍ୟାଙ୍କରେ…
ଆମେରିକା ପାକିସ୍ତାନକୁ ସହଯୋଗ କରିବା କାରଣରୁ ଭାରତ-ପାକ୍ ସମସ୍ୟା ବୃଦ୍ଧି ପାଉଛି: ଜୟଶଙ୍କର
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ୍ ଜୟଶଙ୍କର ନିଜର ମତାମତ ପ୍ରକାଶ କରିଛନ୍ତି । ଭାରତ-ପାକ୍ ମଧ୍ୟରେ ସୃଷ୍ଟି ହେଉଥିବା ଅନେକ ସମସ୍ୟା ପଛରେ ସିଧାସଳଖ ଆମେରିକାର ହାତ ରହିଛି…
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସାଇକେଲରୁ ତଳେ ପଡ଼ିଗଲେ, ଦେଖନ୍ତୁ Video
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶଂସକଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି । ସାଇକେଲ ଚଳାଉଥିବା ସମୟରେ ତଳେ ପଡ଼ିଯାଇଛନ୍ତି ବାଇଡେନ୍ । ତେବେ ଏହି ଘଟଣା ପରେ ତାଙ୍କଠାରେ କୌଣସି ଆଘାତ ଲାଗି…
ରାଜଧାନୀରେ ଗୋଡ଼ାଇ ଗୋଡ଼ାଇ ହାଣିଲେ, ପୋଲିସ ସାଜିଲା ଦର୍ଶକ
ଭୁବନେଶ୍ୱର: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଡ୍ରାଇଭର ଓ କଣ୍ଡକ୍ଟରକୁ ଆକ୍ରମଣ। ଧାରୁଆ ଅସ୍ତ୍ରରେ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି। ବସ୍ ଆଗପଛକୁ ନେଇ ଦୁଇପକ୍ଷ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଘଟଣା ହିଂସକ…
ପ୍ରେମିକ ବିବାହ କରି ଘର ସଂସାର କଲେଣି, ଏବେ ବି ପ୍ରେମ ନିଆଁରେ ଜଳୁଛନ୍ତି ପ୍ରେମିକା
ବେଗୁନିଆ: ବାଘମାରୀ ଥାନା ଅନ୍ତର୍ଗତ ସଂପୁରଠାରେ ରାସ୍ତା ଉପରେ ଥୁଆ ହୋଇଥିବା ପ୍ରେମିକର ଏକ ବାଇକକୁ ଶୁକ୍ରବାର ରାତିରେ ପ୍ରେମିକା ପେଟ୍ରୋଲ ଢାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ…
ପ୍ରାକ୍ ମୌସୁମୀ ପ୍ରଭାବରେ ୧୫ଟି ରାଜ୍ୟରେ ହେବ ବର୍ଷା: IMD ଜାରି କଲା ସୂଚନା
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର କିଛି ରାଜ୍ୟରେ ତାପମାତ୍ରା ଅଧିକ ରହିଥିବା ବେଳେ ଆଉ କିଛି ରାଜ୍ୟରେ ପ୍ରବଳ ବର୍ଷା ଅନୁଭୂତ ହେଉଛି । ବିଶେଷ କରି ଉତ୍ତର ଭାରତର କିଛି ରାଜ୍ୟରେ ପ୍ରାକ୍ ମୌସୁମୀର ଗତିବିଧି…
ଆଜି ନିର୍ଣ୍ଣାୟକ ମୁକାବିଲା, ଟ୍ରଫି ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଲଢ଼େଇ
ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଲଗାତାର ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ପ୍ରଭାବି ପ୍ରଦର୍ଶନ କରି ଯୁବ ଭାରତୀୟ ଟିମ୍ ସିରିଜରେ ପ୍ରତ୍ୟାବର୍ତ୍ତନ କରିଛି। ଭାରତ ବିପକ୍ଷରେ ପ୍ରଥମ ମୁକାବିଲାରେ ୨୧୨…
ରାଶିଫଳ(ରବିବାର,୧୯ ଜୁନ,୨୦୨୨)
ମେଷ - ଆଜି ମନ ଚାହୁଁଥିବା କାମ କରିବାରେ ପ୍ରତିବନ୍ଧକ ସୃଷ୍ଟିହେବ। ଅବଶ୍ୟ ନିକଟ ସମ୍ପର୍କୀୟ୍ରିୟଜନଙ୍କ ଆଶ୍ୱାସନା ମନକୁ ଲାଘବ କରିଦେଇପାରେ। ବ୍ୟବସାୟ, ପରିବହନରେ ଉନ୍ନତି ଘଟିବ। ଶ୍ରବଣା ନକ୍ଷତ୍ର ଅନ୍ୟର ବିନା…
ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି, ପୁଣି ଲାଗୁହେଲା ମହାମାରୀ ଆଇନ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ପୁଣିଥରେ ମହାମାରୀ ଆଇନ ଶନିବାର ଲାଗୁ କରିଛନ୍ତି। କୋଭିଡ୍ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ…