Browsing Category

Top Stories

ଅଖଣ୍ଡ ସୌଭାଗ୍ୟ ପାଇଁ କାଲି ପାଳନ୍ତୁ ବଟ ପୂର୍ଣ୍ଣିମା ବ୍ରତ: ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ବିଧି

ନୂଆଦିଲ୍ଲ: ଚଳିତବର୍ଷ ବଟ ପୂର୍ଣ୍ଣିମା ବ୍ରତ ୧୪ ଜୁନ୍ ୨୦୨୨ ମଙ୍ଗଳବାର ଦିନ ପାଳନ କରାଯିବ । ଏହି ଦିନ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ବରଗଛ ମୂଳରେ ପୂଜା କରନ୍ତି । ବରଗଛ ମୂଳରେ ତ୍ରିଦେବ ଅର୍ଥାତ୍…

ବିଧାନସଭାର ନୂଆ ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ଶେଷରେ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ । ସ୍ୱତନ୍ତ୍ର ଅଧିବେଶନରେ ନିଦ୍ୱର୍ନ୍ଦ୍ୱରେ ବିକ୍ରମ କେଶରୀ ଆରୁଖ…

ଚଢା ଦରରେ ବିକ୍ରି ହେଲା ଖାଇବା, ପାଣି ପାଇଁ ହନ୍ତସନ୍ତ

କଟକ,ଓଡ଼ିଶା ଭାସ୍କର:ସୁରକ୍ଷା ଲାଗି ଷ୍ଟାଡିୟମ ଭିତରକୁ ଖାଇବା କିମ୍ବା ପାଣି ବୋତଲ ଛାଡିଲେନି। ଭିତରେ ଯେଉଁ ଖାଦ୍ୟ ପାଣି ବିକ୍ରି ହେଲା ସିଏ ପୁଣି ଦୁଇ/ତିନି ଗୁଣା ଅଧିକା ଚଢା ଦରରେ। ଏଭଳି ସ୍ଥିତିରେ ଲୋକେ ନାହିଁ…

ଶ୍ରଦ୍ଧା କପୁରଙ୍କ ଭାଇଙ୍କୁ ଅଟକ ରଖିଲା ବେଙ୍ଗାଲୁରୁ ପୋଲିସ, ଡ୍ରଗ୍ସ ସେବନ ଅଭିଯୋଗ

ବେଙ୍ଗାଲୁରୁ (ଓଡ଼ିଶା ଭାସ୍କର): ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇକୁ ବେଙ୍ଗାଲୁରୁ ପୋଲିସ ଅଟକ ରଖିଛି । ସିଦ୍ଧାନ୍ତ କପୁରଙ୍କ ଉପରେ ଡ୍ରଗ୍ସ ନେବାର ଅଭିଯୋଗ ଲାଗିଛି । ପୋଲିସ ଚଢାଉ କରିବା ପରେ ତାଙ୍କୁ…

ଏଣିକି ସରକାରୀ ସ୍କୁଲରେ ପାଠ ପଢ଼ାଇବେ ପ୍ରାଇଭେଟ୍ ଶିକ୍ଷକ

ନୂଆଦିଲ୍ଲୀ: ବେସରକାରୀ ଶିକ୍ଷକଙ୍କ ପାଇଁ ଆସିଛି ବଡ଼ ଖୁସିଖବର । ଏଣିକି ବେସରକାରୀ ଶିକ୍ଷକମାନେ ମଧ୍ୟ ସରକାରୀ ଇଂରାଜୀ ବିଦ୍ୟାଳୟରେ ଗେଷ୍ଟ ଫେକଲ୍ଟୀ ଭାବରେ ପାଠ ପଢ଼ାଇପାରିବେ । ସେହି ହିସାବରେ ତାଙ୍କୁ ଘଣ୍ଟା ପ୍ରତି…

ପୁଣି ବଢ଼ିଲା କରୋନା ଚିନ୍ତା: ୨୪ ଘଣ୍ଟାରେ ବାହାରିଲେ ୮୦୮୪ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି । ଉପରମୁହାଁ ହେଉଛି କରୋନା ଗ୍ରାଫ୍‌ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ…

ତେଲେଙ୍ଗାନାରେ ଓଲଟିଲା ଯାତ୍ରୀବାହୀ ବସ୍: ୫ ଓଡ଼ିଆ ମୃତ

ମାଲକାନଗିରି(ଓଡ଼ିଶା ଭାସ୍କର): ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୩ ଓ ମେଡିକାଲରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ ନିକଟରେ ଯାତ୍ରୀବାହୀ…

ବାରବାଟୀରେ ନୂଆ ପରମ୍ପରା, ଘଣ୍ଟି ବଜାଇ ମ୍ୟାଚ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଭାସ୍କର: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହୋଇଛି। ବାରବାଟୀ ମ୍ୟାଚ୍ ଅବସରରେ ଅନେକ ନୂଆ କଥା ଦେଖିବାକୁ ମିଳିଛି। କ୍ରିକେଟ୍‌ର…

ବୃଦ୍ଧ ନିଜ ଲିଙ୍ଗରେ ପୂରାଇଦେଲେ ୧୮ ସେମି ଲମ୍ବା ଇଲେକ୍ଟ୍ରିକ୍ କେବୁଲ: କାରଣ ଜାଣି ଡାକ୍ତର ବେହୋସ୍

ଇସଲାମାବାଦ: ପାକିସ୍ତାନରେ ଜଣେ ବୃଦ୍ଧଙ୍କ ଅଜବ କାର୍ଯ୍ୟକଳାପ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବୃଦ୍ଧ ଜଣକ ପରିସ୍ରାରେ ଆସୁଥିବା ସମସ୍ୟାକୁ ଦୂର କରିବା ପାଇଁ ଏଭଳି ଉପାୟ ଅବଲମ୍ବନ କରିଥିଲେ,…

ମାଗଣା WiFi ବ୍ୟବହାର କରୁଛନ୍ତି କି? ମୋବାଇଲ୍‌ରୁ ଉଡିଯିବ ଡାଟା, ଜାଣନ୍ତୁ କିପରି କରିବେ ସୁରକ୍ଷା

ଓଡ଼ିଶା ଭାସ୍କର: ଆଜିର ସମୟରେ ଇଣ୍ଟରନେଟ୍ ବିନା ଆମ ଜୀବନ ବିଷୟରେ ଚିନ୍ତା କରିବା ଅତ୍ୟନ୍ତ ଭୟାନକ। ଆମେ ସାଧାରଣତ ରିଚାର୍ଜ ପ୍ଲାନ କ୍ରୟ କରୁ ଯେଉଁଥିରେ ହାଇ ସ୍ପୀଡ଼ ଡାଟା ଥାଏ ଏବଂ ଟଙ୍କା ସଞ୍ଚୟ ପାଇଁ ଆମେ WiFi…