Browsing Category
Top Stories
ପାକିସ୍ତାନରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ମୂର୍ତ୍ତି ଭାଙ୍ଗିଲେ ଦୁର୍ବୁତ୍ତ
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ପ୍ରଫେଟ୍ ମହମ୍ମଦଙ୍କ ଉପରେ ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଭାରତକୁ ଶିକ୍ଷା ଦେବାକୁ ଚେଷ୍ଟା କରୁଥିବା ପାକିସ୍ତାନରେ ପୁଣି ଅଳ୍ପ ସଂଖ୍ୟକଙ୍କ ଆସ୍ଥା ଉପରେ ଆକ୍ରମଣ ହୋଇଛି।…
ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ହେବ ତାରିଖ ଘୋଷଣା
ନୂଆଦିଲ୍ଲୀ: ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଆଜି ଅପରାହ୍ନ ୩ଟାରେ ଭାରତୀୟ ନିର୍ବାଚନ କମିଶନ ପ୍ରେସମିଟ୍ କରିବେ, ଯେଉଁଥିରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରାଯିବ । ତେବେ…
ଖେଳ ହେଲା କାଳ, ମାଟି ଅତଡ଼ା ଖସି ଦୁଇ ନାବାଳକ ମୃତ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦରଥାନା ମାଗୁରାଗଣ୍ଡ ପାଟଣା ଆଦିବାସୀ ବସ୍ତିରେ ଅଭାବନୀୟ ଘଟଣା ଘଟିଯାଇଛି। ଖନନ ହେଉଥିବା ପୋଖରୀ ଭିତରେ ପଶି ଖେଳୁଥିବା ସମୟରେ ମାଟି ଧସି ଯିବାରୁ ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଛି।…
ଭାରତ ଇତିହାସରେ ପ୍ରଥମ; ନିଜେ ନିଜକୁ ବିବାହ କଲେ ଯୁବତୀ, ଦେଖନ୍ତୁ ଫଟୋ
ଅହମଦାବାଦ(ଓଡ଼ିଶା ଭାସ୍କର):ନିଜେ ନିଜକୁ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିବା କ୍ଷମା ବିନ୍ଦୁ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିଜେ ନିଜକୁ ବାହା ହେବା ପାଇଁ କିଛିଦିନ ଧରି ଚର୍ଚ୍ଚାରେ ଅଛନ୍ତି କ୍ଷମା।…
ଡାଇବେଟିସ୍ ରୋଗୀଙ୍କ ପାଇଁ ‘ବିଷ’ ହୋଇଥାଏ ୪ ପରିବା: ଯାହାକୁ ଖାଇଲେ ବଢ଼ିଯାଏ ବ୍ଲଡ ସୁଗାର ସ୍ତର
ଡାଇବେଟିସ୍ ଏପରି ଏକ ରୋଗ, ଯାହାକି ଥରେ ହେବା ମାତ୍ରେ ମରିବା ପର୍ଯ୍ୟନ୍ତ ପିଛା ଛାଡ ନାହିଁ । ରୋଗୀଙ୍କୁ ଏହି ସମୟରେ ଅଧିକ ଯତ୍ନ ନେବାକୁ ପଡେ, ନହେଲେ ବ୍ଲଡ ସୁଗାର ସ୍ତର ଅନିୟନ୍ତ୍ରିତ ହେବାର ସମସ୍ୟା ସୃଷ୍ଟି…
ପୋପ୍ଙ୍କୁ ଭେଟିବେ ନବୀନ, ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସୁଯୋଗ ପାଇବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୧୨ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ଶେଷ ସପ୍ତାହରେ ସମ୍ଭବତଃ ୨୨ ତାରିଖରେ ଇଟାଲୀ ଏବଂ ସାଉଦି ଆରବ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ ଭାଟିକାନ୍-ସିଟିରେ…
(Video) ଉଦଘାଟନ ବେଳେ ଭୁଶୁଡ଼ିଲା ଝୁଲା ବ୍ରିଜ୍: ପତ୍ନୀଙ୍କ ସହ ନାଳରେ ପଡ଼ିଲେ ମେୟର ସାହେବ୍
ଭ୍ରଷ୍ଟାଚାର ଅନେକ ମାମଲା ଦେଖିବାକୁ ମିଳୁଛି, ଯାହାର ଶିକାର କେବଳ ସାଧାରଣ ଜନତା ହେଉଛନ୍ତି । ସରକାରୀ ବିଭାଗ ଦ୍ୱାରା ସଡ଼କ ନିର୍ମାଣ ହେଉ ବା ବ୍ରିଜ ନିର୍ମାଣରେ ଦୁର୍ନୀତି ହେଉଛି । ଭାରତରେ ଏହା ଅତି ସାଧାରଣ କଥା ।…
୩ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେବେଠୁ ଓ ଏହାର କାରଣ କଣ?
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଜୁନ୍ ମାସର ବିଭିନ୍ନ ବ୍ୟାଙ୍କ୍ ସଂଗଠନର ଧର୍ମଘଟ କାରଣରୁ ପ୍ରାୟ ତିନି ଦିନ ବ୍ୟାଙ୍କ୍ ବନ୍ଦ ରହିପାରେ। ମାସର ଶେଷ ସପ୍ତାହରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କ୍ କର୍ମଚାରୀମାନେ ଧର୍ମଘଟ କରିବେ…
ପୁଣି ଡରାଉଛି କରୋନା: କଟକର ଏକ ଘରୋଇ ହଷ୍ଟେଲରୁ ୧୩ ଛାତ୍ର ପଜିଟିଭ୍
କଟକ(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ହାର କମିଥିଲେ ଏହା ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇନି । ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା…
ଦେଶରେ କରୋନା ମାମଲାର ଭୟାନକ ବୃଦ୍ଧି; ଆଜି ୭ ହଜାରରୁ ଅଧିକ ନୂତନ ମାମଲା, ୩୨ ହଜାର ଅତିକ୍ରମ କଲା ସକ୍ରିୟ ମାମଲା
କଟକ(ଓଡ଼ିଶା ଭାସ୍କର): ଦେଶରେ କରୋନା ସଂକ୍ରମଣ ପୁଣି ତିବ୍ରଗତିରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୭ ହଜାର ୨୪୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ କରୋନାରେ ଭାରତରେ ୫,୨୪,୭୨୩ ମୃତ୍ୟୁ…