Browsing Category

Top Stories

ବିକ୍ରି ହୋଇଯିବ Bharat Petroleum! ଅପେକ୍ଷା କେବଳ ଆଉ ମାସ, ବହୁତ ଲାଭରେ ରହିଥିଲା ଏହି ସରକାରୀ କମ୍ପାନୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)କୁ ଘରୋଇକରଣ କରିବା ନେଇ ନିଷ୍ପତ୍ତି ଗ୍ରହଣ କରିସାରିଛନ୍ତି । ତେବେ ଆସନ୍ତା ଛଅ ମାସ ମଧ୍ୟରେ ଏହି ପ୍ରକ୍ରିୟା ସମାପ୍ତ ହୋଇଯିବ ବୋଲି…

ଗଳା କାଟି ଫିଙ୍ଗିଦେଲେ ସାଙ୍ଗ: ୬ ମାସ ପରେ ଫେରି କହିଲେ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: କୌଣସି କାରଣରୁ ସାଙ୍ଗମାନେ ମିଶି ଏକ ଧାରୁଆ ହତିଆରରେ ଗଳା କାଟି ଫିଙ୍ଗି ଦେଇଥିଲେ । ଏହାପରେ ମରିଯାଇଥିବା ଭାବି ଡ୍ୟାମରେ ଫିଙ୍ଗି ଦେବା ସହ ଚାଲିଯାଇଥିଲେ ନୃସଂସ ସାଙ୍ଗ । କିନ୍ତୁ କିଛି ସମୟ ପରେ ଜଣେ…

ଜଳୁଛି ସମଗ୍ର ଓଡ଼ିଶା: ୪୦ ଡିଗ୍ରୀ ଡେଇଁଲା ରାଜ୍ୟର ୧୯ଟି ସହରର ତାପମାତ୍ରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରାଜ୍ୟବାସୀଙ୍କୁ ନିସ୍ତାର ମିଳୁ ନାହିଁ । ପ୍ରବଳ ତାତିର ପ୍ରଭାବରେ ଜନସାଧାରଣ ଖାଲି କଲବଲ ହେଉଥିବା ବେଳେ ଏଥିରୁ ମୁକୁଳିବାର ବାଟ ଖୋଜୁଛନ୍ତି । ଅଧିକାଂଶ…

କାହିଁକି ପାରା ହିଁ ଥିଲା ଚିଠି ପଠାଇବାର ମାଧ୍ୟମ?: ଜାଣନ୍ତୁ ଅନ୍ୟ ପକ୍ଷୀଙ୍କୁ କାହିଁକି ମିଳିଲା ନାହିଁ ଗୁରୁତ୍ୱ

ଏବେ ସମୟ ବଦଳି ଯାଇଛି ସବୁ ଡିଜିଟାଲ ହୋଇଛି । କିନ୍ତୁ ଏମିତି ବି ଦିନ ଥିଲା, ଦୂର ଦୂରାନ୍ତକୁ ଚିଠି ପଠାଇବା ପାଇଁ ପାରା ହିଁ ଥିଲା ଏକମାତ୍ର ମାଧ୍ୟମ । ତେବେ ଏହା ଏକ ଲମ୍ବା ପ୍ରକ୍ରିୟା ହେଉଥିଲା । ତେବେ ଯେତେ…

ହୋମୱାର୍କ ନ କରିବାର ଏମିତି ଦଣ୍ଡ: ଭିଡିଓ ଦେଖିଲେ ଆଖିରେ ଲୁହ ଆସିଯିବ

ନୂଆଦିଲ୍ଲୀ: ପିଲାବେଳେ ହୋମୱାର୍କ ନ କରି ସ୍କୁଲ, ଟିଉସନ ଏମିତିକି ଘରେ ବାପା ମା'ଙ୍କ ନିକଟରୁ ଅନେକ ଶାସ୍ତି ମିଳିଥାଏ । କିନ୍ତୁ ଏହି କାରଣ ପାଇଁ ଶାସ୍ତି ଏତେ ବି ବଡ ହୋଇପାରେ, ଯାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ…

ମୁସେୱାଲା ମର୍ଡର କେସ୍: ଦିଲ୍ଲୀ ପୋଲିସର ବଡ଼ ଖୁଲାସା, ଜାଣନ୍ତୁ କିଏ ଥିଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ 

ନୂଆଦିଲ୍ଲୀ: ଗାୟକ ତଥା ରାଜନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଦିଲ୍ଳୀ ପୋଲିସ ଏକ ବଡ଼ ଖୁଲାସା କରିଛି । ପୋଲିସ ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ବେଳେ ଆଗକୁ ତଦନ୍ତ ପ୍ରକ୍ରିୟା ଜାରି…

ଗଞ୍ଜାର ଏହି କାମରେ ବିଭୋର ହୋଇଗଲେ ଆନନ୍ଦ ମହିନ୍ଦ୍ରା: କରିଦେଲେ ଏମିତି ଟ୍ୱିଟ

ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରାଙ୍କର ଏକ ଟ୍ୱିଟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଅପଲୋଡ ହେବାର କିିଛି ସମୟ ଭିତରେ ହିଁ ସବୁଆଡେ ବ୍ୟାପି ଯାଇଛି । ତେବେ ତାଙ୍କର ଏହି ଭିଡିଓ ଏକ…

ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟ: ପଞ୍ଚମ ଦିନରେ ୪୪୫ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟ ଇତିମଧ୍ୟରେ ପଞ୍ଚମ ଦିନରେ ପହଞ୍ଚିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୪୪୫ ରୂପାନ୍ତରିତ ସ୍କୁଲକୁ…

ଥୋମାସ କପ ବିଜେତା ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିକଟରେ ଥୋମାସ କପ ଉପରେ ବିଜୟ ହାସଲ କରିଛି ଭାରତୀୟ ଦଳ । ତେଣୁ ଏହି ବିଜେତା ଦଳକୁ ସମ୍ବର୍ଦ୍ଧନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚମ୍ପିଆନ ଟିମର ସମସ୍ତ ସଦସ୍ୟଙ୍କୁ ଲୋକସେବା ଭବନରେ ସେ…

ମାଙ୍କଡ଼ଟିଏ ତା’ର ଆହତ ଛୁଆକୁ ଧରି ପହଞ୍ଚିଲା କ୍ଲିନିକରେ, ଡାକ୍ତରବାବୁ ମାଙ୍କଡ଼ ଛୁଆର ଘା’ ସଫା କରି ଲଗାଇଦେଲେ ମଲମ, ଦେଖନ୍ତୁ Video

ନୂଆଦିଲ୍ଲୀ: ଆମେମାନେ ସାଧାରଣତଃ ଦେହ ଖରାପ ହେଲେ ଡାକ୍ତରଙ୍କ ପାଖକୁ ଯାଇଥାଉ । ଯଦି ଆମର କୌଣସି ଗୃହପାଳିତ ପଶୁ, ପକ୍ଷୀଙ୍କର ସ୍ୱାସ୍ଥ୍ୟ ଖରାପ ହୁଏ, ତେବେ ସେମାମାନଙ୍କୁ ଆମେ ପଶୁ ଚିକିତ୍ସାଳୟକୁ ନେଇଥାଉ । ଯଦି…