Browsing Category

Top Stories

ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ED ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ହୋଇଛି ରେଡ୍ । କୋଲକାତା ଭିତ୍ତିକ କମ୍ପାନି ସହ ହାୱାଲା କାରବାର ମାମଲାରେ ଏହି ରେଡ୍ ହୋଇଥିବା ଜଣାପଡିଛି । ବେଆଇନ୍ ଅର୍ଥ କାରବାର ମାମଲାରେ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୩ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଅନେକ ଦେଶ ଭାରତର ଗହମକୁ କଲେ ପ୍ରତ୍ୟାଖ୍ୟାନ, ଏବେ ସରକାର ନେଲେ ଏହି ନିଷ୍ପତ୍ତି

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): କିଛିଦିନ ତଳେ ଦେଶରେ ଗହମ ଦର ନିୟନ୍ତ୍ରଣ କରିବାକୁ ଭାରତ ସରକାର ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ପରେ କିଛି ଦେଶ ଭାରତ ସରକାରଙ୍କୁ ଗହମ ପାଇଁ ଅନୁରୋଧ କରିଥିଲେ। ତେବେ…

ଉତ୍ତର କୋରିଆକୁ ଜବାବ ଦେଲା ଦକ୍ଷିଣ କୋରିଆ, ଆମେରିକା ସହ ମିଶି କଲା ୮ କ୍ଷେପଣାସ୍ତ୍ର ପରୀକ୍ଷା

ସିଓଲ୍(ଓଡ଼ିଶା ଭାସ୍କର): ରବିବାର ଉତ୍ତର କୋରିଆ ଏକା ଥରକେ ୮ଟି ସ୍ୱଳ୍ପ ଦୂରଗାମୀ ମିସାଇଲ୍ ପରୀକ୍ଷା କରିଥିଲା। ଏହାର ପ୍ରତି ଉତ୍ତରରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଦକ୍ଷିଣ କୋରିଆ ୮ଟି କ୍ଷେପଣାସ୍ତ୍ର ପରୀକ୍ଷା…

ଟାର୍ଗେଟ୍ କିଲିଂ ଉପରେ ଲାଗିବ ରୋକ୍, ଶାହା ଓ ଡୋଭାଲ୍‌ଙ୍କ ସୁଚିନ୍ତିତ ରଣନୀତି ଉପରେ କାର୍ଯ୍ୟ ଆରମ୍ଭ

ଶ୍ରୀନଗର(ଓଡିଶା ଭାସ୍କର): କାଶ୍ମୀରରେ ଟାର୍ଗେଟ୍ କିଲିଂ ଘଟଣାକୁ ରୋକିବା ତଥା ସେଠାରେ ଶାନ୍ତି, ସୁରକ୍ଷା ଓ ବିଶ୍ୱାସର ମାହୋଲ ସୃଷ୍ଟି କରିବା ପାଇଁ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ୍ ଶାହା ଓ ଏନ୍ଏସ୍ଏ ଅଜିତ୍…

ଚର୍ଚ୍ଚାରେ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା, ୨୦୧୯ ଟିକେଟ୍ ଘୋଷଣାଠୁ ପ୍ରଥମେ ଶପଥ ଗ୍ରହଣ ପର୍ଯ୍ୟନ୍ତ

ଭୁବନେଶ୍ୱର(ଓଡିଶା ଭାସ୍କର) :ରାଜ୍ୟ କ୍ୟାବିନେଟ ପୁନଃଗଠନ ହୋଇଥିବା ବେଳେ ଚର୍ଚ୍ଚାରେ ରହିଛନ୍ତି ରାୟଗଡା ଜିଲ୍ଳାରୁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ଜଗନ୍ନାଥ ସାରକା। ଶପଥ ଗ୍ରହଣ ସମାରୋହରେ କ୍ୟାବିନେଟ…

୫ଟି ରେ ଆଉ ଏକ ଟି ଯୋଡ଼ିଲେ ମୁଖ୍ୟମନ୍ତ୍ରୀ, ସ୍ବଚ୍ଛତା ରଖିବା ଏବଂ ବିବାଦରେ ନ ପଡ଼ିବାକୁ ମନ୍ତ୍ରୀଙ୍କୁ ପରାମର୍ଶ

ଭୁବନେଶ୍ୱର(ଓଡିଶା ଭାସ୍କର): ‘ମୋ ସରକାର’ ଅଧୀନରେ ଚାଲିଥିବା ୫-ଟି ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଆଉ ଏକ ‘ଟି’ ଯୋଡ଼ିଛନ୍ତି। ଆଉ ଏହି ନୂତନ ‘ଟି’ ହେଉଛି ‘ଟୁର’। ଅର୍ଥାତ୍ ବିଭିନ୍ନ ଅଞ୍ଚଳକୁ ଯାଇ…

ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି; ଆଜି ପାଇଁ ୪ ଜିଲ୍ଲାକୁ ହିଟ ୱେବ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡିଶା ଭାସ୍କର): ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା। ଏପଟେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ସ୍ଥିତି ବିଗାଡ଼ୁଛି ଗୁଳୁଗୁଳି। ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଉଛି। ପଶ୍ଚିମର…

ରାଶିଫଳ(ସୋମବାର,୦୬ ଜୁନ,୨୦୨୨)

ମେଷ - ଆଜି କୌଣସି ବିବାଦୀୟ ଘଟଣାରେ ହସ୍ତକ୍ଷେପ ଆପଣଙ୍କୁ ମହଙ୍ଗା ପଡିପାରେ। ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଅସ୍ଥିରତା ସକାଶେ ମନ ଭଲ ରହିବ ନାହିଁ । ପରିସ୍ଥିତିବଶତଃ ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ…

ସିଆରଓ ଫାର୍ମାଟ୍ରେଣ୍ଡଜ୍ ପ୍ରାଇଭେଟ୍ ଲିମିଟେଡର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର କ୍ଲିନିକାଲ ରିସର୍ଚ୍ଚ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସିଆରଓ ଫାର୍ମାଟ୍ରେଣ୍ଡଜ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହାର ପଞ୍ଚମ ବାର୍ଷିକୋତ୍ସବ ପିପୁଲ ପଦ୍ମଜା ହୋଟେଲ…