Browsing Category

Top Stories

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ: କିଏ ମାରିବ ବାଜି ?

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଓ ଭିିଭିପାଟ ଗଣତି ଆରମ୍ଭ ହୋଇଛି । ସକାଳ ୮ଟା ୩୦ରୁ ଇଭିଏମରେ ହୋଇଥିବା ଭୋଟ ଗଣତି ହେବ । ୧୪ଟି…

ମନ୍ଦିର ପାଇଁ ଆନ୍ଦୋଳନ କରିବ ନାହିଁ ଆର୍‌ଏସ୍ଏସ୍-ମୋହନ ଭାଗତ୍

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍ଏସ୍)ଆଗକୁ କୌଣସି ମନ୍ଦିର ପାଇଁ ଆନ୍ଦୋଳନ କରିବ ନାହିଁ। ସଂଘ ନିଜ ମୂଳ ପ୍ରବୃତ୍ତିର ବିରୋଧରେ ଯାଇ ଆର୍‌ଏସ୍ଏସ୍ ରାମମନ୍ଦିର ଆନ୍ଦୋଳନରେ ଭାଗ ନେଇଥିଲା । ଭବିଷ୍ୟତରେ ଏଭଳି…

ଓଡ଼ିଶାରେ ଅନଲାଇନ୍ କ୍ଲାସର କୁପରିଣାମ! ୧୭ ହଜାରରୁ ଉର୍ଦ୍ଧ୍ୱ ସ୍କୁଲ୍ ପିଲାଙ୍କ ଆଖିରେ ଚଷମା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ୫ ବର୍ଷରୁ ୧୩ ବର୍ଷ ମଧ୍ୟରେ ଅଧିକ ପିଲାଙ୍କୁ ଦେଖିବାରେ ସମସ୍ୟା ଉପୁଜୁଛି । ଅତ୍ୟଧିକ ସମୟ ଟିଭି ଦେଖିବା, ମୋବାଇଲ୍ ଚଳାଇବା ହେଉ ଅବା ଅନ୍ୟକାରଣରୁ ସ୍କୁଲ ପିଲାଙ୍କ ଆଖି ଉପରେ ଏହାରକୁ…

ମଙ୍କିପକ୍ସ ମୁକାବିଲା ନେଇ୨ ପ୍ରକାରର ସର୍ଭିଲାନ୍ସ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ବ୍ୟାପିବାରେ ଲାଗିଛି । ଅବଶ୍ୟ ଭାରତରେ ମଙ୍କିପକ୍ସ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇନି । କିନ୍ତୁ ଏଥିପାଇଁ ସରକାର ସଜାଗ ଅଛନ୍ତି । ଯଦି ମଙ୍କି ପକ୍ସ…

ସାବିତ୍ରୀ ପାଇଁ ବିଧବା ହେଲେ ପତ୍ନୀ! ରସି ଲଗାଇ ଝୁଲିପଡିଲେ ସ୍ୱାମୀ

ଢେଙ୍କାନାଳ (ଓଡ଼ିଶା ଭାସ୍କର): ପତ୍ନୀର ଚରିତ୍ରକୁ ନେଇ ପତି ପତ୍ନୀ ମଧ୍ୟରେ ମତଭେଦ ଯୋଗୁଁ ଘଟିଛି ଅଭାବନୀୟ ଘଟଣା । ଏପରିକି ସାବିତ୍ରୀ ବ୍ରତରେ ଓଡିଆଣୀମାନେ ନିଜର ସ୍ୱାମୀର ଦୀର୍ଘ ଜୀବନ କାମନାରେ ବ୍ରତ କରୁଥିଲେ ମଧ୍ୟ…

ଆଜି ବ୍ରଜରାଜନଗର ଉପନିର୍ବାଚନ ରେଜଲ୍ଟ: ୮ଟାରୁ ଭୋଟ ଗଣତି ଆରମ୍ଭ

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ଆଜି ଆସିବ ବ୍ରଜରାଜନଗର ଉପନିର୍ବାଚନ ରେଜଲ୍ଟ । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟର ଭୋଟ ଗଣତି ଆରମ୍ଭ ହେବ । ସକାଳ ୮ଟା ୩୦ରୁ ଇଭିଏମରେ ହୋଇଥିବା ଭୋଟ ଗଣତି ହେବ । ୧୪ଟି ଟେବୁଲରେ ୨୦…

ରାଶିଫଳ(ଶୁକ୍ରବାର,୦୩ ଜୁନ,୨୦୨୨)

ମେଷ - ଚାକିରି ବ୍ୟବସାୟ ଉଭୟ କ୍ଷେତ୍ରରେ ଶୁଭ ପରିବେଷ ମିଳିବ, ପିଲାମାନେ ମହିଳାମାନେ ଆଶା ଠାରୁ ଅଧିକ ଖୁସିରେ ରହିବେ, ମନମୁତାବକ ଆୟ କରିବାର ସୁଯୋଗ ଷୃଷ୍ଟି ହେବ, ଶିକ୍ଷାବିଭାଗ, ଠିକାଦାରି, କଳକବଜା, ପୁସ୍ତକ…

ମୁମ୍ବାଇରେ ବଢିପାରେ କରୋନା ସଂକ୍ରମଣ: ମୌସୁମୀ ପୂର୍ବରୁ ଚେତାବନୀ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ବଢୁଛି ମହାମାରୀ କରୋନା । ସେପଟେ ମୌସୁମୀର ଆଗମନରେ ସଂକ୍ରମଣ ଆହୁରି ବଢିପାରେ । ଏ ନେଇ ରାଜ୍ୟର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଆଶଙ୍କା କରିଛନ୍ତି । ମେ ୧ ତାରିଖରେ ୧୬୯ ଟି ନୂଆ ମାମଲା…

ଜାମ୍ମୁ କାଶ୍ମୀରରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ;ଦୁଇଜଣ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଲେ, ଜଣେ ମୃତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର କୁଲଗାମରେ ବ୍ୟାଙ୍କର ବିଜୟ କୁମାରଙ୍କ ହତ୍ୟା ପରେ ଆଜି ଆତଙ୍କବାଦୀମାନେ ବୁଦ୍ଧଗାମର ଚାଡୋରା ଅଞ୍ଚଳରେ ଦୁଇଜଣ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଉଭୟ ଶ୍ରମିକଙ୍କୁ ଡାକ୍ତରଖାନାରେ…

ପେଟ୍ରୋଲ-ଡିଜେଲ ଦାମକୁ ନେଇ ଚିନ୍ତାରେ ତୈଳ କମ୍ପାନୀ: କଲେ ଏମିତି ଦାବି

ନୂଆଦିଲ୍ଲୀ: ତୈଳଦର ବୃଦ୍ଧି ପରେ ମଧ୍ୟ ଇନ୍ଧନର ମୂଲ୍ୟ ସ୍ତିର ରହିବା ଏବେ ପେଟ୍ରୋଲିୟମ କମ୍ପାନୀଗୁଡିକ ପାଇଁ ଚିନ୍ତାର କାରଣ ପାଲଟିଛି । ଯାହା ଫଳରେ ଏମାନେ କ୍ଷତି ହେଉଥିବା ନେଇ ଦାବି ମଧ୍ୟ କରିବା ଆରମ୍ଭ କଲେଣି ।…