Browsing Category

Top Stories

ବୋରଓ୍ବେଲ ଭିତରେ ଅନ୍ଧାରରେ 10 ଦିନ…ନୂଆ ବର୍ଷରେ ଉଦ୍ଧାର ହେଲା ଚେତନା, ଜାଣନ୍ତୁ କିପରି ଅଛି ସ୍ଥିତି

ନୂଆଦିଲ୍ଲୀ : ବୋରଓ୍ବେଲରେ ଖସିପଡିବାର 10 ଦିନ ପରେ ଉଦ୍ଧାର ହେଲା 3 ବର୍ଷର ଶିଶୁ ଚେଚନା । କିନ୍ତୁ ଜୀବନ୍ତ ଅବସ୍ଥାରେ ନୁହେଁ ବରଂ ମୃତ ଅବସ୍ଥାରେ । ରାଜସ୍ଥାନ କୋଟପୁତଲୀରେ ବୋରୱେଲକୁ ଖସିପଡିଥିବା ୩ ବର୍ଷର ଝିଅ…

ବିଳମ୍ବିତ ରାତିରେ ଖୁସି ଖବର ଦେଲେ ମୋହନ ସରକାର, ବଢିଲା ଗ୍ରାଚ୍ୟୁଇଟି ରାଶି

ଭୁବନେଶ୍ବର: ନୂଆ ବର୍ଷର ପ୍ରଥମ ଦିନ ସରିବା ପାଇଁ ଆଉ ମାତ୍ର କେଇ ଘଣ୍ଟା ବାକି ରହିଥିବା ବେଳେ ବିଳମ୍ବିତ ରାତିରେ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗ୍ରାଚ୍ୟୁଇଟି ରାଶି ବଢାଇଲେ ମୋହନ ସରକାର ।…

ରାଜ୍ୟ ଭିଜିଲାନ୍ସରେ ନୂଆ ପଦବୀ ସୃଷ୍ଟି ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟ ଭିଜିଲାନ୍ସରେ ନୂଆ ପଦବୀ ସୃଷ୍ଟି ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । ୮ ଅତିରିକ୍ତ ଏସ୍‌ପି, ୨୪ ଡିଏସ୍‌ପି ଓ ୧୬ ଏସ୍‌ଆଇ ପଦବୀ ସୃଷ୍ଟି । ନୂଆ ପଦବୀ ସୃଷ୍ଟିକୁ ଅନୁମୋଦନ…

ନୂଆବର୍ଷରେ କାନ୍ଦିଲେ ଗ୍ରାମବାସୀ! ଝଗଡ଼ା କରି କୂଅକୁ ଡେଇଁଲେ ଯୁବକ, ବଞ୍ଚାଇବାକୁ ଯାଇ ମରିଗଲେ 5

ନୂଆଦିଲ୍ଲୀ: ନୂଆ ବର୍ଷରେ ଦୁଃଖଦ ଘଟଣା । ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା 5ଜଣଙ୍କ ଜୀବନ । ଝାଡଖଣ୍ଡରୁ ସାମ୍ନାକୁ ଆସିଛି ଏହି ଦୁଃଖଦ ଘଟଣା । ଜଣ ବ୍ୟକ୍ତି କୂଅକୁ ଡେଇଁପଡିଥିବା ବେଳେ ତାକୁ ବଞ୍ଚାଇବାକୁ ଯାଇ ଜଣ ଜଣ…

ରିଲିଜ ହେଲା ଶାହିଦଙ୍କ ଫିଲ୍ମ ‘ଦେବା’ର ପ୍ରଥମ ପୋଷ୍ଟର: ପାଟିରେ ସିଗାରେଟ୍ ଧରି ଦେଖାଇଲେ କିଲର ଲୁକ୍

ମୁମ୍ୱାଇ: ଶାହିଦ କପୁର ନୂଆ ବର୍ଷର ପ୍ରଥମ ଦିନରେ ପ୍ରଶଂସକଙ୍କୁ ଚକିତ କରିଦେଇଛନ୍ତି । ଅଭିନେତା ତାଙ୍କ ଆକ୍ସନ ଡ୍ରାମା ଫିଲ୍ମ 'ଦେବା'ର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି । ଏହି ପୋଷ୍ଟରରେ ଶାହିଦ କପୁର ମୁହଁରେ…

୩ ଦିନ ପରେ କୁମ୍ଭ ରାଶିରେ ପ୍ରବେଶ କରିବେ ବୁଧ; ବଦଳିବାକୁ ଯାଉଛି ଏହି ୪ ଟି ରାଶିର ଭାଗ୍ୟ 

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ଗ୍ରହମାନଙ୍କର ରାଜକୁମାର କୁହାଯାଏ । ଏଗୁଡ଼ିକ ବୁଦ୍ଧି, ବାଣୀ ଓ ଯୁକ୍ତିର କାରକ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ବୁଧଙ୍କ ଆଶୀର୍ବାଦ ନ ହେବା ପର୍ଯ୍ୟନ୍ତ କୌଣସି…

ମୋହନ ସରକାର ଦେଲେ ଖୁସି ଖବର, ୫ ବର୍ଷରେ ପୂରଣ ହେବ ଦେଢ଼ଲକ୍ଷ ପଦବୀ

ଭୁବନେଶ୍ବର: ଓଡିଶାରେ କିଛି ମାତ୍ରାରେ ହଟିବ ଗରିବି ସମସ୍ୟା । ଆସନ୍ତା 5 ବର୍ଷ ମଧ୍ୟରେ ଦେଢ଼ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ଦେବା ନେଇ ଲକ୍ଷ୍ୟ ରଖାଯାଇଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…

ସିଡନୀ ଟେଷ୍ଟରୁ ବାଦ୍ ପଡ଼ିବେ କି ଋଷଭ ପନ୍ତ? ଜାଣନ୍ତୁ ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ୍ ଇଲେଭେନ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ଟେଷ୍ଟ ମ୍ୟାଚ୍ ଜାନୁଆରି ୩ରୁ ଖେଳାଯିବ।…

Breaking: ୨୫ଟି ପ୍ରକଳ୍ପକୁ ମିଳିଲା ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ, ସୃଷ୍ଟି ହୋଇପାରେ ୧୪ ହଜାର ୪୯୭ ନିଯୁକ୍ତି

ଭୁବନେଶ୍ବର: 25 ପ୍ରକଳ୍ପକୁ ମିଳିଲା ସିଙ୍ଗଲ ଓ୍ବିଣ୍ଡୋ ମଞ୍ଜୁରୀ । ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସରେ ୨୫ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ…

ChatGPTକୁ ଏହା ପଚାରୁଥିଲେ ହୋଇଯାଆନ୍ତୁ ସାବଧାନ ! ଚାଲିଯାଇପାରେ ଜୀବନ

ନୂଆଦିଲ୍ଲୀ: ଆଜିକା ସମୟରେ ପ୍ରାୟ ସମସ୍ତେ ଚାଟଜିପିଟିର ସାହାଯ୍ୟ ନେଇଥାନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଲୋକେ ସାଥି ଭାବେ ଭାବିବା ଆରମ୍ଭ କରିଦେଲେଣି । ଯିଏ ସେମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇଥାଏ ।…