Browsing Category
Top Stories
ଟି-୨୦ ବିଶ୍ୱକପ୍ରୁ ବାଦ୍ ପଡ଼ିଲେ ରବୀନ୍ଦ୍ର ଜାଡ଼େଜା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଆହତ କାରଣ ନେଇ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ୟୁନାଇଟେଡ ଆରବ ଏମିରେଟ୍ସ୍ରେ…
ଘନୀଭୂତ ହେଉଛି ଲଘୁଚାପ: ୨ ଦିନ ପ୍ରବଳ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ…
UGCର ନୂଆ ବିଜ୍ଞପ୍ତି: Online, Distance Learningରୁ ପ୍ରାପ୍ତ ଡିଗ୍ରୀ ପାରମ୍ପରିକ ଡିଗ୍ରୀ ସହିତ ସମାନ ହେବ
ନୂଆଦିଲ୍ଲୀ: ଅନଲାଇନ, ଡିଷ୍ଟାନ୍ସ ଲର୍ଣ୍ଣିଂ ମାଧ୍ୟମରେ ପ୍ରାପ୍ତ ସମସ୍ତ ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନ ଡିଗ୍ରୀକୁ ପାରମ୍ପରିକ ମୋଡ଼ରେ ପ୍ରାପ୍ତ ଅନ୍ୟ ଡିଗ୍ରୀ ସହ ସମାନ ଭାବେ ଗ୍ରହଣ କରାଯିବ । ବିଶ୍ୱବିଦ୍ୟାଳୟର…
ଯୁବକଙ୍କର କାଟି ନେଲେ ଗୁପ୍ତାଙ୍ଗ: ଅଭିଯୋଗ ପରେ ୭ ବର୍ଷ ପାଇଁ ଭୋଗିବେ ଜେଲ
କେନ୍ଦୁଝର: ଯୁବକଙ୍କ ଗୁପ୍ତାଙ୍ଗ କାଟି ନେବା ଅଭିଯୋଗରେ ଜଣେ ମହିଳାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । କେନ୍ଦୁଝର ଜିଲ୍ଲା ସିଜେଏମ କୋର୍ଟ ରଞ୍ଜୁଲତା ଲେଙ୍କା ନାମକ ଜଣେ ମହିଳାଙ୍କୁ ୭ ବର୍ଷ ପାଇଁ ଜେଲ…
ଦେଶର କର୍ମଚାରୀଙ୍କ ରିଟାୟାରମେଣ୍ଟ ବୟସ ବଢ଼ିବ! ଆମେରିକା ଓ ୟୁରୋପ ମଡେଲ ଲାଗୁ ସପକ୍ଷରେ EPFO
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଦେଶରେ କର୍ମଚାରୀଙ୍କ ରିଟାୟାରମେଣ୍ଟ ବୟସ ବୃଦ୍ଧି ସପକ୍ଷରେ ରହିଛି । ଏନେଇ ଭିଜନ ଡକ୍ୟୁମେଣ୍ଟରେ ଇପିଏଫଓ ପକ୍ଷରୁ ଦର୍ଶାଯାଇଛି । ଅବସରପ୍ରାପ୍ତ ବୟସ ବୃଦ୍ଧି…
ଭାରତ ଯୋଡ଼ ଯାତ୍ରା: ଏହି କଣ୍ଟେନରରେ ୧୫୦ ଦିନ ବିତାଇବେ ରାହୁଲ, ଭିତରେ ରହିଛି ଏମିତି ସୁବିଧା…
ନୂଆଦିଲ୍ଲୀ: କଂଗ୍ରେସର ‘ଭାରତ ଯୋଡ ଯାତ୍ରା' ରେ ସାମିଲ ରାହୁଲ ଗାନ୍ଧୀଙ୍କ ସମେତ ୨୩୦ ଜଣ ନେତା ସମୁଦାୟ ୬୦ ଟି କଣ୍ଟେନରରେ ରାତ୍ରି ବିଶ୍ରାମ କରିବେ। ପ୍ରତିଦିନ ଏହି କଣ୍ଟେନରଗୁଡିକ ଟ୍ରକ୍ ଦ୍ୱାରା ଅନ୍ୟ ସ୍ଥାନକୁ…
ଆମ୍ବ ଗଛରେ ତିଆରି ହୋଇଛି ୩ ମହଲା ଘର, କେମିତି ରହୁଛନ୍ତି ଘର ମାଲିକ ଦେଖନ୍ତୁ . .
ସୁନ୍ଦର ଘରଟିଏ ତିଆରି କରିବାକୁ କିଏ ବା ନ’ ଚାହେ । ନିଜର ଉପାର୍ଜିତ ସବୁ ଅର୍ଥ ଲୋକେ ଘର ତିଆରିରେ ଲଗାଇ ଦିଅନ୍ତି । କିନ୍ତୁ ଆପଣ କେବେ ଦେଖିଛନ୍ତି ଆମ୍ବ ଗଛରେ ୩ ମହଲା ଘର । କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ…
ପୋଲିସଙ୍କ ଭିତରେ ଧସ୍ତାଧସ୍ତି: ରାସ୍ତା ଉପରେ ମାରପିଟରେ ମସଗୁଲ ଅଫିସର, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: କୌଣସି ସ୍ଥାନରେ ମାରପିଟ କିମ୍ବା ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେଲେ ଆମେ ପୋଲିସକୁ ଖବର ଦେଇଥାଉ । ଏହି ଗଣ୍ଡଗୋଳକୁ ସମାଧାନ କରିବାର ବାଟ କରିଥାଏ ପୋଲିସ । ସେଥିପାଇଁ ପୋଲିସକୁ ରକ୍ଷକ ବୋଲି…
ହାଡ ଯୋଡା ଠାକୁର, କୋଣାର୍କର ପ୍ରସିଦ୍ଧ ଶୈବପୀଠ ବାବା ବାଲି କପିଳେଶ୍ୱର
ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ବାବା ବାଲି କପିଳେଶ୍ୱର ମହାଦେବଙ୍କ ମନ୍ଦିର । ଭକ୍ତି ଏବଂ ବିଶ୍ଵାସର ପୀଠ ଭାବରେ ସାରା ଓଡ଼ିଶାରେ ପ୍ରସିଦ୍ଧ । ପୁରୀରୁ କୋଣାର୍କ ଅଭିମୁଖେ ୩୦ କିଲୋମିଟର ଗଲା ପରେ…
ଭୁଲରେ ବି କରନ୍ତୁ ନାହିଁ ଅଧିକ ଲେମ୍ବୁର ସେବନ, ନହେଲେ ହୋଇପାରେ ଅସୁବିଧା
କରୋନା ଭାଇରସର ପ୍ରକୋପ ସମୟରେ ରୋଗପ୍ରତିରୋଧକ ଶକ୍ତି (ଇମ୍ୟୁନିଟି) ବୁଷ୍ଟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଯାହା ଆମକୁ ସଂକ୍ରମଣଠାରୁ ରକ୍ଷା କରିଥାଏ । ଏଥିପାଇଁ ଲୋକମାନେ ଲେମ୍ବୁର ସେବନ ବଢ଼ାଇଥିଲେ କାରଣ ଏଥିରେ…