Browsing Category
Top Stories
(Video) ବିମାନ ଚକା ତଳକୁ ଚାଲି ଆସିଲା କାର୍, ଅଳ୍ପକେ ବର୍ତ୍ତିଗଲା ବଡ଼ ଦୁର୍ଘଟଣା
ଟଳିଲା ବଡ଼ ବିପଦ । ଏୟାରପୋର୍ଟରେ ବିମାନ ଚକ ତଳେ ଚାପି ହେବାରୁ ଅଳ୍ପକେ ବର୍ତ୍ତିଲା କାର୍ । ଦିଲ୍ଲୀ ଏୟାରପୋର୍ଟରେ ଏକ ବଡ଼ ବେପରୁଆ ଘଟଣା ଦେଖିବାକୁ ମିଳିଛି । ମଙ୍ଗଳବାର ଏକ କାର୍ ଇଣ୍ଡିଗୋ ପ୍ଲେନ୍ ତଳେ ଆସିଯାଇଥିଲା ।…
OPS ସ୍ତରରେ ଅଦଳବଦଳ: ସୁଦାମ ସାହୁ ହେଲେ ଭୁବନେଶ୍ୱର-କଟକ କ୍ରାଇମ୍ DCP
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସ ସେବା (ଓପିଏସ୍) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ବୌଦ୍ଧ ଓ ଦେବଗଡ଼ ଜିଲ୍ଲାର ଏସପିଙ୍କୁ ପରିବର୍ତ୍ତନ କରାଯାଇଛି । ପ୍ରହ୍ଲାଦ ସହାଇ ମୀନା ହେଲେ ବୌଦ୍ଧ ଜିଲ୍ଲାର…
ପୁଣି ଭାରତ-ପାକିସ୍ତାନ ମଧ୍ୟରେ ହେବ ମହା ଲଢେଇ: ଜାରି ହେଲା ‘ଏସିଆ କପ’ର Schedule
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ କେବଳ ଉଭୟ ଦେଶ ନୁହେଁ ସାରା ବିଶ୍ୱବାସୀଙ୍କ ପାଇଁ ରୋମାଞ୍ଚ ଆଣି ଦିଏ । ଯେବେ ବି ଉଭୟ ଦଳ ମଧ୍ୟରେ ମ୍ୟାଚ ଆୟୋଜନ ହୋଇଛି, ଦର୍ଶକଙ୍କର କ୍ରେଜ ଏବଂ ଏକ୍ସାଇଟମେଣ୍ଟ…
ଶ୍ୱଶୁର ଘରେ ବୋହୂର ଝୁଲନ୍ତା ମୃତଦେହ, ବିବାହକୁ ପୂରିନି ୨ ମାସ
ଯୌତୁକ ପାଇଁ ବଧୂ ହତ୍ୟା ମାମଲାର ଅନେକ ସମୟରେ ସାମ୍ନାକୁ ଆସୁଥିବାବେଳେ, ଏବେ ପୁଣି ଏକ ବଧୂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ବିବାହାର ଦୁଇ ମାସ ନପୁରୁଣୁ ଶ୍ୱଶୁର ଘରୁ ବୋହୂ ଅପରାଜିତାଙ୍କ ଶବ ଉଠିଛି ।…
ଖୁବଶୀଘ୍ର ବିଶ୍ୱ ଦେଖିବ ଚୀନ-ତାଇୱାନ ଯୁଦ୍ଧ! କାହାର ମିଲିଟାରୀ କେତେ ପାୱାରଫୁଲ, ଆସନ୍ତୁ ଜାଣିବା ଡିଟେଲ୍ସ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଚୀନ ଓ ତାଇୱାନ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଛି । ତେବେ ଶକ୍ତିଶାଳୀ ଚୀନ ତୁଳନାରେ ନଗଣ୍ୟ ହୋଇଥିଲେ ହେଁ ତାଇୱାନର ସାହସକୁ ସଲାମ କରିବାକୁ ପଡ଼ିବ । ଯଦି ସତରେ ଦୁଇ ଦେଶ ମୁହାଁମୁହିଁ…
ଶାର୍କ ମାଛକୁ ଖାଇଗଲେ ଚୀନ୍ ର ମହିଳା: ଭିଡିଓ ଦେଖି ଲୋକ ପାଗଳ
ନୂଆଦିଲ୍ଲୀ: ପ୍ରାୟତଃ ସାମୁଦ୍ରିକ ଜୀବମାନଙ୍କୁ ଦେଖିଲେ ଖୁବ ଭୟ ଲାଗେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଜୀବ ନରଭକ୍ଷୀ ହୋଇଥାନ୍ତି । ତେଣୁ ଏମାନଙ୍କ ନିକଟରୁ ଯଥେଷ୍ଟ ଦୂରତା ଅବଲମ୍ବନ କରିବା ପାଇଁ ସମସ୍ତଙ୍କୁ ସତର୍କ…
ସୁନ୍ଦରୀଙ୍କ ପ୍ରେମରେ ପଡ଼ି ହରାଇଲେ ଲକ୍ଷ ଲକ୍ଷ ଟଙ୍କା, ମ୍ୟାଟ୍ରିମୋନିରେ ସ୍ୱପ୍ନର ସୁନ୍ଦରୀ ଖୋଜି ଫସିଗଲେ
କଟକ: ସବୁ ପୁରୁଷ ଚାହିଥାନ୍ତି ତାଙ୍କୁ ମନ ପସନ୍ଦର ସାଥୀ ଜଣେ ମିଳନ୍ତୁ । ଝିଅ ଟିଏ ମଧ୍ୟ ମନର ମଣିଷ ପାଇଁ ବେଶ୍ ଆଶାବାଦୀ ଥାନ୍ତି । କିନ୍ତୁ ହୁଏତ ଏହା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୋଇପାରେନାହିଁ । ବର୍ତ୍ତମାନର…
ରାଜଧାନୀରେ ମଙ୍କିପକ୍ସର ତୃତୀୟ ସଂକ୍ରମିତ: ଆଫ୍ରିକା ନାଗରିକଙ୍କ ଦେହରେ ଭାଇରସ ଚିହ୍ନଟ
ନୂଆଦିଲ୍ଲୀ: ଦେଶର ରାଜଧାନୀରେ କାୟା ବିସ୍ତାର କରୁଛି ମଙ୍କିପକ୍ସ ଭାଇରସ । ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ଭାଇରସ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀର ତୃତୀୟ ସଂକ୍ରମିତ ଭାବେ ଜଣେ ଆଫ୍ରିକାର ନାଗରିକ ଚିହ୍ନଟ ହୋଇଛନ୍ତି ।…
ରାଜଧାନୀରେ ଫୁଟିଲା ଗୁଳି: ୬ ଜଣଙ୍କ ଉପରେ ଆକ୍ରମଣ କଲେ ଦୁର୍ବୃତ୍ତ
ଓଡିଶା ଭାସ୍କର: ଆମେରିକାରେ ଗୁଳିବାଜୀର ବିପଦ କମିବାର ନାଁ ନେଉନାହିଁ । ବର୍ତ୍ତମାନ ଦେଶର ରାଜଧାନୀ ୱାସିଙ୍ଗଟନ୍ ଡିସିରେ ଆଉ ଏକ ଆକ୍ରମଣ ମାମଲା ଦେଖିବାକୁ ମିଳିଛି । ଏହି ଫାୟାରିଙ୍ଗରେ ୬ ଜଣ ଲୋକ ଗୁରୁତର ଆହତ…
ଚଳିତ ମାସରେ ଆସିବ ନାକରେ ଦିଆଯାଉଥିବା କୋଭିଡ୍ ଭ୍ୟାକ୍ସିନ! ଭାରତ ବାୟୋଟୋକକୁ ମିଳିପାରେ ମଞ୍ଜୁରୀ
ନୂଆଦିଲ୍ଲୀ: ଚଳିତ ମାସରେ ଭାରତ ବାୟୋଟୋକକୁ ଏକ ନୂଆ ଭ୍ୟାକ୍ସିନ ପାଇଁ ମଞ୍ଜୁରୀ ମିଳିପାରେ । ନାକରେ ଦିଆଯାଉଥିବା (ନାଜାଲ) ଭ୍ୟାକ୍ସିନକୁ ଲାଇସେନ୍ସ ମିଳିବାର ସମ୍ଭାବନା ରହିଛି । ଯଦି ସବୁକିଛି ଠିକଠାକ ରୁହେ, ତେବେ…