Browsing Category

Top Stories

ଆଜିଠୁ ଏହି ରାଶିମାନଙ୍କର ଚମକିବ ଭାଗ୍ୟ: ବୁଦ୍ଧଦେବଙ୍କ କୃପାରୁ ମିଳିବ ଅପୂର୍ବ ସଫଳତା

ଓଡିଶା ଭାସ୍କର: ଗ୍ରହମାନଙ୍କର ରାଜକୁମାର ବୁଦ୍ଧଦେବ ଅଗଷ୍ଟ ୧ ତାରିଖ ମଧ୍ୟରାତ୍ରି ୩.୫୫ରୁ ରାଶି ପରିବର୍ତ୍ତନ କରିବେ । କର୍କଟ ରାଶିରୁ ସିଂହ ରାଶିରେ ପାଦ ରକିବେ ବୁଦ୍ଧଦେବ । ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ସିଂହ…

ଶୋଇବା ସମୟରେ ଅତ୍ୟଧିକ ଝାଳ ବହିଲେ ହୋଇପାରେ କ୍ୟାନ୍ସର, ଯକ୍ଷ୍ମା ଭଳି ରୋଗ, ରିପୋର୍ଟରୁ ହେଲା ବଡ ଖୁଲାସା

ନୂଆଦିଲ୍ଲୀ: ଅନେକ ଲୋକ ଅଛନ୍ତି ଯେଉଁମାନେ ସାମାନ୍ୟତମ ଗରମ ମଧ୍ୟ ସମ୍ଭାଳି ପାରନ୍ତି ନାହିଁ। ସେହିପରି କିଛି ଲୋକଙ୍କର ରାତିରେ ଶୋଇବା ସମୟରେ ମଧ୍ୟ ପ୍ରବଳ ଝାଳ ବହିଥାଏ। ବେଳେ ବେଳେ ବର୍ଷା ଏବଂ ଶୀତ ଦିନରେ ମଧ୍ୟ ଏହି…

ରାସ୍ତା ଉପରେ ଜଳିଗଲେ ୧୦ କାଉଡିଆ: ପିକଅପରେ କରେଣ୍ଟ ଲାଗିଯିବାରୁ ମୃତ୍ୟୁ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର କୁଚବିହାର ଅଞ୍ଚଳରେ ଘଟିଯାଇଛି ଏକ ବିରାଟ ଅଘଟଣ । ପିକଅପ ଭ୍ୟାନରେ କରେଣ୍ଟ ଲାଗିଯିବାରୁ ୧୦ ଜଣ କାଉଡିଆଙ୍କର ମୃତ୍ୟୁ ହୋଇଛି । ଏହାବ୍ୟତୀତ ୧୬ ଜଣ ଆହତ ମଧ୍ୟ ହୋଇଛନ୍ତି । ତେବେ ସମସ୍ତଙ୍କୁ…

ଶସ୍ତା ହୋଇଗଲା ଏଲପିଜି ଗ୍ୟାସ୍‌: ଅଗଷ୍ଟ ପ୍ରଥମ ଦିନରେ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି, ଜାଣନ୍ତୁ ନୂତନ ମୂଲ୍ୟ

ନୂଆଦିଲ୍ଲୀ: ଅଗଷ୍ଟ ମାସ ଆରମ୍ଭରୁ ହ୍ରାସ ପାଇଛି ଏଲପିଜି ଦାମ୍ । ଜାରି ରହିଥିବା ମହଙ୍ଗା ମାଡ଼ ମଝିରେ ଗ୍ରାହକଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତିକର ଖବର । ଆଜିଠାରୁ କମର୍ସିୟାଲ ସିଲିଣ୍ଡର ଉପରେ ୩୬ ଟଙ୍କା ହ୍ରାସ ପାଇଛି…

ଭାରତ ହାତରେ ଆଉ ଏକ ସ୍ୱର୍ଣ୍ଣ ପଦକ: ଭାରୋତ୍ତଳନରେ ଗୌରବ ଆଣିଲେ ଅଚିନ୍ତା ଶୁଲୀ

ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ଆଉ ଏକ ବଡ ସଫଳତା । ଟୁର୍ଣ୍ଣାମଣ୍ଟେରେ ଦେଶକୁ ସ୍ୱର୍ଣ୍ଣ ଜିତାଇଛନ୍ତି ଆଉ ଜଣେ ସୁପରଷ୍ଟାର । ମୀରାବାଇ ଚାନୁ ଏବଂ ଜେରେମୀଙ୍କ ପରେ…

ରୁଷ ସେନା ମୁଖ୍ୟାଳୟରେ ବଡ଼ ଧରଣର ବିସ୍ଫୋରଣ : ୬ ଆହତ

ମସ୍କୋ : ରୁଷର କୃଷ୍ଣ ସାଗର ସେନା ମୁଖ୍ୟାଳୟରେ ରବିବାର ବିସ୍ଫୋରଣରେ ୬ ଜଣ ଆହତ ହୋଇଛନ୍ତି । ସେବାଷ୍ଟୋପୋଲ ସହରର ମୁଖ୍ୟାଳୟରେ ବିସ୍ଫୋରଣ ପରେ ରୁଷର ନୈସେନା ଦିବସ ଛୁଟି ବାତିଲ କରାଯାଇଥିଲା । ୨୦୧୪ରେ ରୁଷ ଏହି…

୧୬ ଘଣ୍ଟାର ପଚରାଉଚରା ପରେ ସଞ୍ଜୟ ରାଉତଙ୍କୁ ଗିରଫ କଲା ଇଡି

ମୁମ୍ବାଇ: ପାତ୍ର ଚାୱଲା ଜମି ଘୋଟାଲା ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ରବିବାର କେନ୍ଦ୍ରୀୟ ଏଜେନ୍ସି ସଞ୍ଜୟ ରାଉତଙ୍କ ଘରେ ଚଢାଉ କରିଥିଲା। ଏହି ସମୟରେ…

ଟିମକୁ ଫେରିବେ ବିରାଟ କୋହଲି: କମବ୍ୟାକ ନେଇ ସୂଚନା ଦେଲା BCCI

ନୂଆଦିଲ୍ଲୀ: ଖରାପ ଫର୍ମକୁ ନେଇ ଏବେ ଖୁବ ବିବାଦ ଭିତରେ ରହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ଦଳରେ ତାଙ୍କ ପ୍ରଦର୍ଶନ ଏବଂ ସ୍ଥାନକୁ ନେଇ ଅନେକ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି । ଏମିତିକି…

(Video) କୁନି କଣ୍ଠରେ ସୁମଧୁର ଗୀତ,  ଶୁଣିଲେ ଆପଣ ମଧ୍ୟ କରିବେ ପ୍ରଶଂସା

ଛୋଟ ପିଲାଙ୍କ ଦୃଦୟ ସବୁବେଳେ ନିର୍ମଳ । ସେଥିପାଇଁ ତ’ ଏହି କୁନି କୁନି ପିଲାମାନେ ଯାହାବି କରନ୍ତି ସେଥିରେ ତାଙ୍କର ନିରୀହତା ସତରେ ବେଶ୍ ସୁନ୍ଦର ଲାଗେ । ଆପଣ ମଧ୍ୟ ଏହା ଅନୁଭବ ନିଶ୍ଚୟ କରିଥିବେ । କୁହାଯାଏ ପ୍ରତିଟି…

ହାର ମାନିଲା ଜଙ୍ଗଲର ରାଜା: କୋଳରେ ମହାବଳ ସିଂହକୁ ଧରି ନେଲେ ମହିଳା, ଦେଖନ୍ତୁ ଭିଡିଓ

ଓଡିଶା ଭାସ୍କର: ବେଳେ ବେଳେ ଆପଣ ଏମିତି କିଛି ଜିନିଷ ଦେଖି ନିଅନ୍ତି, ଯାହାପରେ ଆପଣ ନିଜ ଆଖିକୁ ବି ବିଶ୍ୱାସ କରି ପାରନ୍ତି ନାହିଁ । ଠିକ ସେମିତି ଏକ ଭିଡଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଙ୍ଗଲର…