Browsing Category
Top Stories
ରାଶିଫଳ(ରବିବାର,୩୧ ଜୁଲାଇ,୨୦୨୨)
ମେଷ: ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢିବ ଓ ପ୍ରଗତି ନିଶ୍ଚିତ ହେବ । ଆୟ ଅପେକ୍ଷା ଅଧିକ ବ୍ୟୟ ହେବ । ବ୍ୟପାରରେ ହାନି ସ୍ଥିତି ରହିବ । କୌଣସି କାମରେ ମନ ଲାଗିବ ନାହିଁ । ବିଦ୍ୟାର୍ଥୀମାନଙ୍କ ମନ ପଢାରେ ଲାଗିବ ନାହିଁ ।…
ଆଜି ଚକାଜାମ ଆନ୍ଦୋଳନ: ଘରୁ ବାହାରିବା ଆଗରୁ ଜାଣନ୍ତୁ ପୁରା ଖବର
ନୂଆଦିଲ୍ଲୀ: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରବିବାର ସମଗ୍ର ଦେଶରେ ଚକାଜାମ୍ ଆନ୍ଦୋଳନ ଡାକରା ଦିଆଯାଇଛି। ଓଡ଼ିଶାରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଏହି ଆନ୍ଦୋଳନ ହେବ। ଧାନ ଓ ଅନ୍ୟାନ୍ୟ ଫସଲର ସର୍ବନିମ୍ନ…
ସେପ୍ଟେମ୍ବର ୧ରୁ ଅନଲାଇନରେ ମିଳିବ ଭିନ୍ନକ୍ଷମ ପ୍ରମାଣପତ୍ର: ବନ୍ଦ ହୋଇଯିବ ମାନୁଆଲ ସିଷ୍ଟମ, କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି
ନୂଆଦିଲ୍ଲୀ: ମାନୁଆଲ ପଦ୍ଧତି ମାଧ୍ୟମରେ ମିଳୁଥିବା ଭିନ୍ନକ୍ଷମ ପ୍ରମାଣପତ୍ର ବ୍ୟବସ୍ଥା ଖୁବଶୀଘ୍ର ହଟିଯିବ । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଅନଲାଇନରେ ମିଳିବ ଭିନ୍ନକ୍ଷମ ପ୍ରମାଣପତ୍ର । ଭାରତ ସରକାରଙ୍କ ୟୁଡିଆଇଡି…
ଯଦି ପ୍ରତି ମାସରେ ୩ ଟି ମାଗଣା ସିଲିଣ୍ଡର ଚାହୁଁଛନ୍ତି, ତେବେ ଆଜି ହିଁ ଏହି କାମ ସାରିଦିନ୍ତୁ
ନୂଆଦିଲ୍ଲୀ: ଜୁଲାଇର ଶେଷ ଦିନ ଅନେକ କାରଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆୟକର ରିଟର୍ନ ଦାଖଲ ପାଇଁ ସରକାର ଏପର୍ଯ୍ୟନ୍ତ ତାରିଖ ବଢ଼ାଇ ନାହାଁନ୍ତି, ତେଣୁ ଆଜି ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ। ଏହା ସହିତ,…
ଓଡ଼ିଶାରୁ ମିଳିଲା କ୍ୟାନସର ମେଡିସିନ୍: ଡାଇବେଟିସ୍ ଓ ବାର୍ଦ୍ଧକ୍ୟଜନିକ ରୋଗକୁ ବିନାଶ କରିବ କଳା ଚାଉଳ, NRRIର ରିସର୍ଚ୍ଚ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଉତ୍ପାଦିତ ହେଉଥିବା କଳା ଚାଉଳରେ ରହିଛି କ୍ୟାନସର ପରି ଭୟଙ୍କର ରୋଗକୁ ବିନାଶ କରିବାର ଶକ୍ତି । ଏହି ଚାଉଳରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ରହିଥିବା ବେଳେ ଏହା ଶରୀରରେ…
ଏଣିକି କେବଳ ସରକାରୀ ଦୋକାନରେ ବିକ୍ରି ହେବ ମଦ: ମଦ ଉପରେ ରିହାତି ଶେଷ
ନୂଆଦିଲ୍ଲୀ: ଏଣିକି କେବଳ ସରକାରୀ ଦୋକାନରେ ବିକ୍ରି ହେବ ମଦ। ସରକାରଙ୍କ ଏହି ଘୋଷଣା ପରେ ମଦ ଦୋକାନ ଆଗରେ ଲାଗିଛି ଗ୍ରାହକଙ୍କ ଭିଡ। ଦିଲ୍ଲୀର ସିମାଠାରୁ ଆରମ୍ଭ କରି ଅଭ୍ୟନ୍ତରିଣ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଭିଡ…
ଶସ୍ତାରେ କିଣନ୍ତୁ ଟିଭି, ଫ୍ରିଜ୍ ଏବଂ ସ୍ମାର୍ଟଫୋନ୍: ୮୦% ରିହାତି ଦେଉଛି ଫ୍ଲିପକାର୍ଟ
ନୂଆଦିଲ୍ଲୀ: ଫ୍ଲିପକାର୍ଟର ବିଗ୍ ସେଭିଙ୍ଗ୍ ଡେ ବିକ୍ରି ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କମ୍ପାନୀ ଏପର୍ଯ୍ୟନ୍ତ ବିକ୍ରୟ ତାରିଖ ଘୋଷଣା କରିନାହିଁ। ତେବେ ଏହାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଫ୍ଲାଟ ରିହାତି…
ଧର୍ମନାମରେ କିଛି ଲୋକ ଦେଶରେ ଅଶାନ୍ତି ଓ ଅରାଜକତା ସୃଷ୍ଟି କରୁଛନ୍ତି, NSA ଡୋଭାଲଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: କିଛି ଲୋକ ଧର୍ମ, ବିଚାରଧାରା ନାମରେ ଦେଶର ଆଭ୍ୟନ୍ତରୀଣ ପରିସ୍ଥିତିକୁ ବିଗାଡ଼ୁଛନ୍ତି । ତେଣୁ ଜନସାଧାରଣଙ୍କୁ ଏଭଳି ଅଶାନ୍ତି ସୃଷ୍ଟି କରୁଥିବା ଦୁଷ୍ଟ ଶକ୍ତିଙ୍କ ପ୍ରତି ସତର୍କ ରହିବା ଜରୁରୀ । ଦିଲ୍ଲୀରେ…
ସ୍ୱର୍ଣ୍ଣ ଜିତିଲେ ମିରବାଇ ଚାନୁ, ଭାରୋତ୍ତୋଳନରେ ଭାରତକୁ ୪ ପଦକ
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ପାଇଛି। ମହିଳା ଭାରୋତ୍ତୋଳନ ୪୯ କିଲୋଗ୍ରାମ ବର୍ଗରେ ମିରବାଇ ଚାନୁ ଭାରତ ପାଇଁ ଏହି ପଦକ ଜିତିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡାର ଦ୍ଵିତୀୟ ଦିବସ…
ବିଶ୍ୱର ପ୍ରଥମ ମୁଣ୍ଡ ନେଲା ମଙ୍କିପକ୍ସ, ସ୍ପେନ୍ରେ ରହିଛନ୍ତି ସର୍ବାଧିକ ଆକ୍ରାନ୍ତ
ମାଦ୍ରିଦ : ଭାରତ ସମେତ ସାରା ବିଶ୍ୱରେ ମଙ୍କିପକ୍ସ ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରାୟ ୨୫ଟି ରାଷ୍ଟ୍ରକୁ ଏହା କବଳିତ କରିସାରିଲାଣି । ତେବେ ସର୍ବାଧିକ ମଙ୍କିପକ୍ସ ପୀଡିତ ସ୍ପେନ୍ରେ ଦେଖିବାକୁ ମିଳୁଛି ।…