
Browsing Category
Top Stories
ପଶ୍ଚିମବଙ୍ଗ ସରକାରଙ୍କୁ ଝଟକା: ସରକାରୀ କର୍ମଚାରୀଙ୍କୁ ୨୫ ପ୍ରତିଶତ ମହଙ୍ଗା ଭତ୍ତା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ସରକାରଙ୍କୁ ତାଙ୍କ କର୍ମଚାରୀଙ୍କୁ ୨୫ ପ୍ରତିଶତ ମହଙ୍ଗା ଭତ୍ତା (ଡିଏ) ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୟ କରୋଲ ଓ ଜଷ୍ଟିସ ସନ୍ଦୀପ…
ମାଉଣ୍ଟ ଏଭରେଷ୍ଟରୁ ଓହ୍ଲାଇବା ସମୟରେ ପର୍ବତାରୋହୀଙ୍କ ମୃତ୍ୟୁ, ମୃତଦେହ ଉଦ୍ଧାର ପାଇଁ ଚାଲିଛି ପ୍ରୟାସ
କାଠମାଣ୍ଡୁ: ମାଉଣ୍ଟ ଏଭେରେଷ୍ଟରୁ ଓହ୍ଲାଇବା ସମୟରେ ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ । ଉଚ୍ଚତା ଜନିତ ଅସୁସ୍ଥତା ଯୋଗୁଁ ମୃତ୍ୟୁ ହୋଇଥିବା ଦାବି କରାଯାଇଛି ।
ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟରୁ…
ମୋଗଲ ସାମ୍ରାଜ୍ୟ ସହ କିପରି ହୋଇଥିଲା ତୁର୍କୀର ସମ୍ପର୍କ: ଜାଣନ୍ତୁ ସେଠାରୁ କ’ଣ କ’ଣ ମଗାଉଥିଲେ ?
ତୁର୍କୀ ଓ ମୋଗଲ ସାମ୍ରାଜ୍ୟ ମଧ୍ୟରେ ଥିବା ଐତିହାସିକ ସମ୍ପର୍କ ଏକ ଗଭୀର ଏବଂ ବହୁମୁଖୀ ବିଷୟ। ଭାରତୀୟ ଇତିହାସରେ ମୋଗଲ ସାମ୍ରାଜ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଥିଲା, ଯାହା ୧୫୨୬ ମସିହାରେ ବାବରଙ୍କ…
ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିକୁ ଓଡ଼ିଶା ଆସିପାରନ୍ତି ପିଏମ ମୋଦୀ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି…
ହାଇକୋର୍ଟରୁ ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ
ଭୁବନେଶ୍ବର:ଗନ୍ଧମାର୍ଦ୍ଦନ ଲୋଡିଂ ମାମଲାରେ ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ରାଜାଙ୍କ ୩ ସହଯୋଗୀଙ୍କ ଜାମିନ ଆବେଦନ ବି ଖାରଜ କରାଯାଇଛି ।
ଏହି ମାମଲାରେ 5 ଗିରଫ- ମାନସ ବାରିକ, ଉତ୍କଳ ଦାସ,…
ଗୋଟିଏ ଦିନରେ କେତେ ମାତ୍ରାରେ ବାଦାମ ଖାଇବା ଉଚିତ? ଏହା କେତେ ଲାଭଦାୟକ ଓ କ୍ଷତିକାରକ ଜାଣନ୍ତୁ
ଓଡିଶା ଭାସ୍କର: ଆପଣ କେବେ ଭାବିଛନ୍ତି କି, "ପ୍ରତିଦିନ କେତେ ବାଦାମ ଖାଇବା ଉଚିତ?" ଅଧିକ ବାଦାମ ଖାଇବା ଲାଭଦାୟକ ନା କ୍ଷତିକାରକ? ବାଦାମ କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ। କିନ୍ତୁ…
ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ, କହିଲେ ଆଚରଣରେ ଉନ୍ନତି ନଆସିଲେ କଠୋର ଦଣ୍ଡ ମିଳିବ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧବିରତି ପରେ, ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି ସମସ୍ତ ନେତା ସେନାର ମନୋବଳ ବୃଦ୍ଧି କରିବାରେ ବ୍ୟସ୍ତ ରହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର…
(Video)ଏତେ ଟଙ୍କା..ରାସ୍ତାରେ ହେଉଛି ନୋଟ୍ ବର୍ଷା, ଜୀବନକୁ ବିପଦରେ ପକାଇ ଗୋଟାଉଛନ୍ତି ଲୋକେ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କୌଶାମ୍ବୀରେ, ରାସ୍ତାରେ 500 ଟଙ୍କାର ନୋଟ ଉଡ଼ୁଥିବାର ଦେଖାଯାଇଥିଲା । ଏହାପରେ ହଠାତ୍ ରାଜପଥରେ ଲୋକଙ୍କ ଏକ ବିରାଟ ଭିଡ଼ ଜମିଗଲା। ସମସ୍ତଙ୍କୁ ଲାଗିଲା ଯେପରି କୌଣସି ସ୍ଥାନରୁ ଟଙ୍କା…
ଏସିଆରେ ବ୍ୟାପୁଛି Covid-19 ଭାଇରସ୍, ହଂକଂ ଏବଂ ସିଙ୍ଗାପୁରରେ ବି ବୃଦ୍ଧି ପାଇଛି ସଂକ୍ରମଣ
ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣିଥରେ ବ୍ୟାପିବାରେ ଲାଗିଛି କୋଭିଡ-19 ଭାଇରସ୍ । ବ୍ଲୁମବର୍ଗ ରିପୋର୍ଟ କରିଛି ଯେ ଏସିଆର ଅନେକ ସ୍ଥାନରେ ଏକ ନୂତନ ଲହରୀ ବ୍ୟାପିବା ସହିତ ହଂକଂ ଏବଂ ସିଙ୍ଗାପୁରର ସ୍ୱାସ୍ଥ୍ୟ…
ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ଭାରତୀୟ ସେନାରେ ଖର୍ଚ୍ଚ ହେବ ୫୦,୦୦୦ କୋଟି ଟଙ୍କା
ନୂଆଦିଲ୍ଲୀ: ଅପରେଶନ୍ ସିନ୍ଦୂର ପରେ ଭାରତୀୟ ସେନାକୁ ଆହୁରି ଶକ୍ତିଶାଳୀ କରିବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି । ଭାରତୀୟ ଆର୍ମି ହେବ ଅଧିକ ଶକ୍ତିଶାଳୀ ।
ପ୍ରତିରକ୍ଷା କ୍ଷେତ୍ରରେ ୫୦ ହଜାର କୋଟି ଟଙ୍କା…