
Browsing Category
Top Stories
ଘୋଷଣା ହେଲା NEET MDS ରେଜଲ୍ଟ, ଏପରି ଡାଉନଲୋଡ କରନ୍ତୁ ସ୍କୋରକାର୍ଡ
ନୂୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସ (NBEMS) ମାଷ୍ଟର ଅଫ୍ ଡେଣ୍ଟାଲ୍ ସର୍ଜରୀ ପାଇଁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET MDS 2025) ଫଳାଫଳ ପ୍ରକାଶ କରିଛି…
ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, 28 ପରେ ହୋଇପାରେ ବର୍ଷା
ଭୁବନେଶ୍ବର: ଗତ କିଛି ଦିନ ହେବ ଜଳୁଛି ପଶ୍ଚିମ ଓଡ଼ିଶା । ତାପମାତ୍ରା 40 ଡିଗ୍ରୀ ଉପରେ ରହୁଛି । ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ଆଶ୍ବସ୍ତିକର ଖବର ମିଳିଛି ।
ମେ ମାସ ଶେଷ ବେଳକୁ ଉତ୍ତର…
ଶାଶୁ, ନଣନ୍ଦ ହଇରାଣ କରୁଛନ୍ତି! ଜାଣନ୍ତୁ ବୋହୂ ସେମାନଙ୍କ ସହିତ କେମିତି ଗଢ଼ିବ ଭଲ ସମ୍ପର୍କ
ଓଡ଼ିଶା ଭାସ୍କର: ଶ୍ୱଶୁର ଘରେ ଶାଶୁଙ୍କ ସହିତ ଏକ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ବୋହୂ ପାଇଁ ମାନସିକ ଏବଂ ଭାବପ୍ରବଣ ହୋଇପାରେ। ଯଦି ତୁମର ଶାଶୁ ତୁମକୁ ବହୁତ ହଇରାଣ କରୁଛନ୍ତି, ତେବେ ଯୁଦ୍ଧ ନକରି ପରିସ୍ଥିତିକୁ…
ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆରମ୍ଭ ହେଲା ଫର୍ମ ପୂରଣ, ପରୀକ୍ଷା କେବେ ଜାଣନ୍ତୁ
ଭୁବନେଶ୍ବର: ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀ, ଏମପି ହୋଇଥିବା ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପକ୍ଷରୁ ଏକ ସୁଯୋଗ ଦିଆଯାଇଛି ।
ଏହି ଦିନ ଫର୍ମ…
YouTuber ଲବ ହାଂସଦାଙ୍କୁ କୌଣସି ମୁହୂର୍ତ୍ତରେ ଟେକି ନେଇଯିବ ପୋଲିସ, ପ୍ରେମିକାଙ୍କୁ ହତ୍ୟା ସାଙ୍ଗକୁ ଏକାଧିକ ସଙ୍ଗିନ ଅଭିଯୋଗ ଆସିଛି…
ଭୁବନେଶ୍ୱର: ତାଞ୍ଜାନିଆ ୟୁଟ୍ୟୁବର କିଲି ପଲଙ୍କ ପୋଲ୍ ଖୋଲି ନାମ କରିଥିବା ଓଡ଼ିଆ ଟ୍ରାଭେଲ ଇନଫ୍ଲ୍ୟୁଏନ୍ସର ଲବ ହାଂସଦା ଏବେ ବିବାଦରେ । ଯେ କୌଣସି ମୁହୂର୍ତ୍ତରେ ବେଙ୍ଗାଲୁରୁ ପୋଲିସ ଲବଙ୍କୁ ଗିରଫ କରିପାରେ ।…
ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ, ପଇଡ ତୋଳା ବିବାଦକୁ ନେଇ ବୀଭତ୍ସ ହତ୍ୟା
ପୁରୀ: କିଛି ଦିନରେ ବିରତି ପରେ ପୁଣିଥରେ ଶ୍ରୀକ୍ଷେତ୍ରରୁ ହତ୍ୟା ଖବର ସାମ୍ନାକୁ ଆସିଛି । ପଇଡ ତୋଳା ବିବାଦକୁ ନେଇ ଯୁବକଙ୍କୁ ବୀଭତ୍ସ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ଘରେ ଶୋଇଥିବା ବେଳେ ଯୁବକଙ୍କୁ ହାଣି…
National Dengue Day 2025: ପରିବାରକୁ ଡେଙ୍ଗୁ ମଶାଙ୍କଠାରୁ ଏହିପରି ରକ୍ଷା କରନ୍ତୁ, ଏହି ଟିପ୍ସ ଆପଣାଇଲେ ପାଖ ମାଡିବେନି
ନୂଆଦିଲ୍ଲୀ: ମଶା ଦ୍ୱାରା ହେଉଥିବା ମାରାତ୍ମକ ରୋଗ ମଧ୍ୟରୁ ଡେଙ୍ଗୁ ଗୋଟିଏ । ଏଡିସ୍ ଏଜିପ୍ଟି ନାମକ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ହୁଏ । ମଶା ସାଧାରଣତଃ ସାରା ରାତି ଶୋଇବାକୁ ଦିଅନ୍ତି ନାହିଁ ଏବଂ ଆପଣଙ୍କର…
ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍, ଚାଲିଗଲା ୩ ଜଣଙ୍କ ଜୀବନ
ଭୁବନେଶ୍ବର: ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଗଛରେ କାର୍ ପିଟି ହେବା କାରଣରୁ 3ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି ।
ଭାରସାମ୍ୟ ହରାଇଲା କାର୍- ବୈପାରୀଗୁଡ଼ା ଥାନା ଚନ୍ଦ୍ରପଡ଼ା ନିକଟରେ ଏହି…
ମାଡ଼ ପରେ ଶାନ୍ତି କଥା ମନେ ପକାଇଲେ ଶେହବାଜ୍, କହିଲେ ଆମେ ଭାରତ ସହିତ ଆଲୋଚନା ପାଇଁ ପ୍ରସ୍ତୁତ
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ମଧ୍ୟରେ ଦୁଇ ଦେଶ ମଧ୍ୟରେ ବିବାଦର କିଛି ଦିନ ପରେ ମୁଣ୍ଡ ନୁଆଁଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ । ସେ ଗୁରୁବାର କହିଛନ୍ତି ଯେ ସେ ଭାରତ ସହିତ ଶାନ୍ତି ଆଲୋଚନା…
ରାଜ୍ୟରେ ଆହୁରି ୪ ଦିନ କାଳବୈଶାଖୀ ବର୍ଷା, କିନ୍ତୁ ଗରମରୁ ମିଳିବନି ତ୍ରାହି
ଭୁବନେଶ୍ଵର: ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ସାମାନ୍ୟ କମ ରହିଥିବା ବେଳେ ଅସହ୍ୟ ଗୁଳୁଗୁଳି ସହ ଗରମ ଅନୁଭୂତି ହେଉଛି। ଏହାସହ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆସନ୍ତା ୪ ଦିନ ଯାଏ ରହିବ ବର୍ଷର ପ୍ରଭାବ। ଅନ୍ୟପଟେ…