CHARIDHAM
Browsing Category

Top Stories

ଏଣିକି ସହଜରେ କୃଷକଙ୍କୁ ମିଳିବ କ୍ଷତିପୂରଣ ଟଙ୍କା, ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ

ଭୁବନେଶ୍ୱର: ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗୃହୀତ କରାଗଲା । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ସମୁଦାୟ ୯ଟି ବିପର୍ଯ୍ୟୟ ରାଜ୍ୟଭିତ୍ତିକ ବିପର୍ଯ୍ୟୟ…

ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ଭାରତ-ପାକିସ୍ତାନ ମଧ୍ୟରେ ୧୮ ପର୍ଯ୍ୟନ୍ତ ଅସ୍ତ୍ରବିରତି

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କେବଳ ମେ ୧୮ ପର୍ଯ୍ୟନ୍ତ ରହିବ । ଏହି ବିବୃତ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଆଜି ଦେଇଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ଏହି…

ଟ୍ରେନରେ ଫୋନ୍ ହଜିଗଲେ ଚିନ୍ତା ନାହିଁ, ପାତାଳରୁ ବି ମୋବାଇଲ୍ ଖୋଜି ବାହାର କରିବ RPF

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମୋବାଇଲ୍ ଫୋନ୍ କିମ୍ବା ଅନ୍ୟ ମୂଲ୍ୟବାନ ଜିନିଷ ହଜିଗଲେ ଏବେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ରେଳ ସୁରକ୍ଷା ବାହିନୀ (RPF) ତା’ର ଅଭିଯାନ ‘ଅମାନତ’…

WTC 2025: ଟିମ ଇଣ୍ଡିଆକୁ ମିଳିବ ପୂର୍ବାପେକ୍ଷା ଅଧିକ ରାଶି, ପାକିସ୍ତାନର ଆୟ ବାଂଲାଦେଶଠାରୁ ମଧ୍ୟ କମ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (WTC) ୨୦୨୩-୨୫ ଚକ୍ର ପାଇଁ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ଏହି ଚକ୍ରରେ ମୋଟ ପୁରସ୍କାର ରାଶି ୫.୭୬ ମିଲିୟନ ଡଲାର (ପ୍ରାୟ…

ପୁଣି ତୁର୍କୀରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା 5.2

ନୂଆଦିଲ୍ଲୀ: ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.2 ରେକର୍ଡ କରାଯାଇଛି । ତୁର୍କୀର ପିଛା ଛାଡୁନି ଭୂକମ୍ପ- ତୁର୍କୀର ଭୂମି ବାରମ୍ବାର ଥରୁଛି । କେତେବେଳେ…

ତୁର୍କୀକୁ ବଡ଼ ଝଟକା ଦେଲା ଭାରତ, ସେଲେବି ବିମାନବନ୍ଦର ସୁରକ୍ଷା କ୍ଲିୟରାନ୍ସ ବାତିଲ

ନୂଆଦିଲ୍ଲୀ: ଭାରତ ସରକାର ତୁର୍କୀ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜାତୀୟ ସୁରକ୍ଷାକୁ କାରଣ ଦର୍ଶାଇ ସିଭିଲ ଏଭିଏସନ୍ ସିକ୍ୟୁରିଟି ବ୍ୟୁରୋ ତୁର୍କୀ ବିମାନବନ୍ଦରର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ…

ତୁର୍କୀ କଳାକାରଙ୍କୁ ବ୍ୟାନ କଲା ବଲିଉଡ, ସେଠାରେ ଶୁଟିଂ ମଧ୍ୟ କରିବେ ନାହିଁ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦରେ ତୁର୍କୀ ଲଗାତାର ପାକିସ୍ତାନକୁ ସମର୍ଥନ କରୁଛି। ଏହାର ପ୍ରତିକ୍ରିୟା ସ୍ୱରୂପ ଭାରତରେ ‘ବାୟକଟ ତୁର୍କୀ’ ଅଭିଯାନ ଆରମ୍ଭ ହୋଇଛି। ବିଭିନ୍ନ କ୍ଷେତ୍ରରୁ…

ଦେଖନ୍ତୁ (Video) ଜେଲରେ କ୍ରିକେଟ ମହାକୁମ୍ଭ, “ଚକ୍କି ପିସିଙ୍ଗ” ବଦଳରେ ଚୌକା-ଛକା

ମଥୁରା: ମଥୁରା ଜିଲ୍ଲା ଜେଲରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ନିଜସ୍ୱ ସଂସ୍କରଣ ଆରମ୍ଭ ହୋଇଛି; ଜେଲ୍ ପ୍ରିମିୟର ଲିଗ୍ (JPL), IPL ପରି ଏକ କ୍ରିକେଟ୍ ଟୁର୍ନାମେଣ୍ଟ । କଏଦୀମାନଙ୍କୁ ଫିଟ୍, ଖୁସି ରହିବା ଏବଂ ଏକ…

ବାଉଳେଇ ହେଉଛନ୍ତି ଟ୍ରମ୍ପ! (Video) ଭାରତ-ପାକିସ୍ତାନ ଅସ୍ତ୍ରବିରତି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତିଙ୍କ ‘U’ ଟର୍ଣ୍ଣ

ୱାଶିଂଟନ୍: ପାକିସ୍ତାନ ଓ ଭାରତ ମଧ୍ୟରେ ଲାଗିଥିବା ଯୁଦ୍ଧ ସ୍ଥିତି ସମାଧାନ ପ୍ରସଙ୍ଗରେ ୟୁ’ ଟର୍ଣ୍ଣ ମାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କତାରରେ ଆମେରିକୀୟ ସେନାଙ୍କୁ ସମ୍ବୋଧନ କରିବା ବେଳେ…

ରାକ୍ଷସ ସ୍ବାମୀର ନାରକୀୟ କାଣ୍ଡ..ପ୍ରଥମେ ସ୍ତ୍ରୀକୁ ହତ୍ୟା କରି ପୋଡିଲା, ପରେ ଅଗଣାରେ ପୋତିଦେଲା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ରାଜଧାନୀ ସିମଲାର ଘନପେରି ଗାଁରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ  ହତ୍ୟା କରି ଘର ଅଗଣାରେ ଏକ ଗାତ ଖୋଳି ତାଙ୍କ ମୃତଦେହକୁ ପୋଡ଼ି ଦେବାକୁ…