
Browsing Category
Top Stories
Gold Price: ସୁନା କିଣିବାର ସୁବର୍ଣ୍ଣ ସୁଯୋଗ, ଆଜି ଏତିକି ଟଙ୍କା ଖସିଗଲା ଦାମ୍
ନୂଆଦିଲ୍ଲୀ: ୧ ଲକ୍ଷ ଟଙ୍କା ଛୁଇଁଥିବା ସୁନାର ଚମକ ଏବେ ମଳିନ ପଡ଼ିଯାଉଛି । ସୁନା କ୍ରମାଗତ ଭାବରେ ହ୍ରାସ ପାଉଛି । ସୁନା ଏହାର ସର୍ବକାଳୀନ ସର୍ବୋଚ୍ଚ ହାର ଅତିକ୍ରମ କରିବ ଏବଂ ୧.୨୫ ଲକ୍ଷ ଟଙ୍କା ମଧ୍ୟ ଅତିକ୍ରମ କରିବ…
ଅପରେସନ୍ କେଲରରେ ଆତଙ୍କବାଦୀଙ୍କ ମନରେ ଭୟ! ପୁଲୱାମା-ଶୋପିଆଁରେ ୬ ଆତଙ୍କବାଦୀ ନିହତ, ଜାଣନ୍ତୁ ସେମାନଙ୍କ ବିଷୟରେ…
ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତୀୟ ସେନା ଏକ ଶକ୍ତିଶାଳୀ ପାଲଟା ଜବାବ ଦେଇଛି। ଜମ୍ମୁ ଓ କାଶ୍ମୀରର ପୁଲୱାମା ଓ ଶୋପିଆଁ ଜିଲ୍ଲାରେ ଚାଲିଥିବା ‘ଅପରେସନ୍ କେଲର’ରେ ଭାରତୀୟ ସୁରକ୍ଷା ବାହିନୀ ଲସ୍କର-ଏ-ତୋଇବା ଓ…
ସକାଳୁ ଆଲାର୍ମ ବାଜିଲେ ଉଠୁଛନ୍ତି କି? ଏହି ଅଭ୍ୟାସ ହେଉଛି ‘ସାଇଲେଣ୍ଟ କିଲର’, ଜାଣନ୍ତୁ କାହିଁକି ଏଥିରୁ ଦୂରେଇ ରହିବା ଜରୁରୀ
ଅନେକ ଲୋକ ସକାଳୁ ଉଠିବା ପାଇଁ ମୋବାଇଲ କିମ୍ବା ଘଣ୍ଟାରେ ଆଲାର୍ମ ସେଟ କରନ୍ତି। ଆଲାର୍ମର ଶବ୍ଦ ବାଜିଲେ ହିଁ ସେମାନଙ୍କ ଦିନ ଆରମ୍ଭ ହୁଏ। କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।…
ମରିବା ପୂର୍ବରୁ ଆତଙ୍କବାଦୀ ପୁଅକୁ ସରେଣ୍ଡର କରିବାକୁ ଗୁହାରି କରିିଥିଲା ମାଆ, ଭାଇରାଲ ହେଉଛି Video
ନୂଆଦିଲ୍ଲୀ: ଆଜି ସୁରକ୍ଷାବାହିନୀ ସହିତ ଆତଙ୍କବାଦୀଙ୍କ ମୁହାଁମୁହିଁ ହୋଇଥିଲା । ଏଥିରେ ପ୍ରାଣ ହରାଇଥିବା ଜଣେ ଆତଙ୍କବାଦୀର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଆତଙ୍କବାଦୀ ପୁଅକୁ…
(Video) ମାଗିଖିଆ ପାକିସ୍ତାନ: ଭିକ ମାଗି ମାଗି ପାକିସ୍ତାନ ଏବେ ସବୁଠୁ ଆଗରେ
ଶ୍ରୀନଗର: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ଜମ୍ମୁ-କଶ୍ମୀର ଗସ୍ତ କରିଛନ୍ତି । ସେନାଙ୍କୁ ଶିବିରରେ ଯବାନମାନଙ୍କୁ ଭେଟି ରାଜନାଥ ଭାଷଣ ଦେଇଥିଲେ । ଏ ଅବସରରେ କେନ୍ଦ୍ରମନ୍ତନ୍ତ୍ରୀ ପାକିସ୍ତାନର ଆର୍ଥୀକ ସ୍ଥିତିକୁ…
ଭାରତୀୟ ତଟରକ୍ଷୀଙ୍କୁ DRDOର ବଡ଼ ଉପହାର: ସମୁଦ୍ରର ଖାରା ପାଣିକୁ ମିଠା କରିବ ସ୍ଵଦେଶୀ ଟେକ୍ନୋଲୋଜି, ମାତ୍ର ୮ ମାସରେ ହାସଲ କଲା…
ନୂଆଦିଲ୍ଲୀ: ଭାରତୀୟ ସଂରକ୍ଷଣ ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏକ ଐତିହାସିକ ସଫଳତା ହାସଲ କରି ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପାଇଁ ସ୍ଵଦେଶୀ ଜଳ ବିଶୋଧନ ଟେକ୍ନୋଲୋଜି ଉପହାର ଦେଇଛି। ଏହି ଟେକ୍ନୋଲୋଜି…
ପାକିସ୍ତାନ ସହ ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର: ଏସ୍ ଜୟଶଙ୍କର
ନୂଆଦିଲ୍ଲୀ: ଅସ୍ତ୍ରବିରତି ଘୋଷଣା ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି । ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ଉତ୍ତେଜନା ଏହି ଆଲୋଚନା ଉପରେ ନିର୍ଭର କରେ ।
ଏହି ସମୟରେ, ଭାରତର…
ଆଗେଇବ ଓଡ଼ିଶା: ଇସ୍ପାତ ଉତ୍ପାଦନ ବଢ଼ାଇବା ନେଇ ତତ୍ପର ରାଜ୍ୟ ସରକାର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଗୁରୁବାର ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍ ସଦସ୍ୟ ଭେଟ କରିଛନ୍ତି । ଆସୋସିଏସନ୍ ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ସଦସ୍ୟ ସାକ୍ଷାତ୍ କରିଛନ୍ତି ।
ରାଜ୍ୟରେ କିପରି…
ଆଶ୍ଚର୍ଯ୍ୟ! କର୍କଟ ରୋଗର ଲକ୍ଷଣ ଦେଖାଯିବା ପୂର୍ବରୁ ଚିହ୍ନଟ କରିପାରିବେ କୁକୁର
ନୂଆଦିଲ୍ଲୀ: ଇସ୍ରାଏଲୀ ବୈଜ୍ଞାନିକମାନେ ଲକ୍ଷଣ ଦେଖାଯିବା ପୂର୍ବରୁ କର୍କଟ ରୋଗକୁ ଶୁଙ୍ଘିବା ପାଇଁ କୁକୁରଙ୍କ ଶକ୍ତିକୁ ବ୍ୟବହାର କରୁଛନ୍ତି । ଏନେଇ ବୁଧବାର ଦିନ ଆସୁଟା ମେଡିକାଲ୍ ସେଣ୍ଟର୍ ଘୋଷଣା କରିଛନ୍ତି ।…
ଟାରିଫ ଯୁଦ୍ଧର ହେବ କି ଅନ୍ତ ? ଟ୍ରମ୍ପଙ୍କ ଦାବି- ‘ଭାରତ ଦେଇଛି ‘ଜିରୋ ଟାରିଫ’ ଅଫର’
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କତାରରେ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ଭାରତ ଆମେରିକାରୁ ବିଭିନ୍ନ ସାମଗ୍ରୀ ଆମଦାନି ପାଇଁ ‘ଜିରୋ ଟାରିଫ’ ଅର୍ଥାତ୍ କୌଣସି ଆମଦାନି ଶୁଳ୍କ ନ ଲଗାଇବାର ପ୍ରସ୍ତାବ ଦେଇଛି।…