Browsing Category

Top Stories

ହିଂସାକୁ ନେଇ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ, ‘2024 ଦୁର୍ଭାଗ୍ୟଜନକ ରହିଥିଲା’

ନୂଆଦିଲ୍ଲୀ: ଶେଷରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ । 2024 ମସିହା ଦୁର୍ଭାଗ୍ୟରେ ପରିପୂର୍ଣ୍ଣ ବୋଲି ସେ କହିଛନ୍ତି । ମେ 3 ତାରିଖରୁ ଆଜି ପର୍ଯ୍ୟନ୍ତ ଯାହା ସବୁ ହୋଇଛି ସେନେଇ ମୁଁ…

ଚାକିରି ଦେଉଛନ୍ତି ଚୋର ଗ୍ୟାଙ୍ଗ୍, ଦରମା ସହ ମାଗଣା ଖାଇବା!

ଗୋରଖପୁର: ୟୁପିରେ ରହୁଥିବା ରହୁଥିବା ଝାଡ଼ଖଣ୍ଡର ଗ୍ୟାଙ୍ଗଷ୍ଟର ମନୋଜ ମଣ୍ଡଳ ମାସିକ ୧୫ ହଜାର ଟଙ୍କା ଦରମାରେ ଚୋରଙ୍କୁ ନିଯୁକ୍ତି ଦେଉଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନାବାଳକ। ମନୋଜ ସହ ତାହାର ଦୁଇ ସହଯୋଗୀଙ୍କୁ…

(Video) ହିଡ ମୁଣ୍ଡରେ ନବୀନ, ବିରୋଧୀକୁ ଯିବା ପରେ ଚାଷୀଙ୍କ ଦୁଃଖ ବୁଝୁଛନ୍ତି

ଭୁବନେଶ୍ୱର- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୨୪ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାର ସ୍ୱାଦ ଚାଖୁଥିବା ନେତା ଚାଷୀଙ୍କ ବିଲରେ । ଗତକାଲି ସେ ଗଞ୍ଜାମ ଯାଇଥିଲେ । ଆଜି ପୁରୀ, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡା ଜିଲ୍ଲା…

ନୂଆବର୍ଷ ପୂର୍ବରୁ ଗରିବଙ୍କୁ ମୋଦୀଙ୍କ ଉପହାର, ମିଳିବ ୩ କୋଟି…

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ଗରିବଙ୍କୁ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନ ପୂର୍ବରୁ ଯେଉଁ ଘୋଷଣା କରିଥିଲେ ତାହା ପୂରଣ କରିଛନ୍ତି । ଦେଶରେ ଆଉ ୩ କୋଟି ଲୋକଙ୍କୁ ଆବାସ ଯୋଜନାରେ ସାମିଲ…

୧ ଜାନୁଆରୀ ୨୦୨୫ ରୁ ଲାଗୁ ହେବ ଅନେକ ବଡ ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ଜୀବନରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ୨୦୨୪ ବର୍ଷ ଶେଷ ହେବାକୁ ଯାଉଛି ଏବଂ ୨୦୨୫ କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ନୂଆ ବର୍ଷ ସହିତ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏହି…

କିଏ ସେହି ଭାରତୀୟ ନର୍ସ, ଯାହାଙ୍କୁ ୟେମେନରେ ମିଳିଲା ମୃତ୍ୟୁଦଣ୍ଡ: ଜାଣନ୍ତୁ ଭାରତର ଷ୍ଟାଣ୍ଡ

ନୂଆଦିଲ୍ଲୀ: ଭାରତ ଆଜି ଘୋଷଣା କରିଛି ଯେ, କେରଳର ନର୍ସ ନିମିଶା ପ୍ରିୟାଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯିବ , ଯାହାଙ୍କୁ ମୃତ୍ୟୁଦଣ୍ଡ ମିଳିଛି । ୟେମେନରେ ଜଣେ ନାଗରିକଙ୍କ ହତ୍ୟା ମାମଲାରେ କେରଳର ନର୍ସ…

ଦେଶର ସବୁଠୁ ଶସ୍ତା ବୀମା, 45 ପଇସାରେ ମିଳୁଛି 10 ଲକ୍ଷର ଇନ୍ସୋରାନ୍ସ କଭର

ନୂଆଦିଲ୍ଲୀ: ଯଦି ଆପଣଙ୍କର ଉପରେ ଦାୟିତ୍ବ ରହିଛି କିମ୍ବା ପରିବାରର ଦାୟିତ୍ବ ରହିଛି ତେବେ ଜୀବନ ବୀମା ରହିବା ଜରୁରୀ ଅଟେ । କିନ୍ତୁ କେଉଁ ଜୀବନ ବୀମା ନିଆଯିବା ଉଚିତ କିମ୍ବା କେଉଁଟି ଗ୍ରହଣ କରାଯିବା ଉଚିତ ନୁହେଁ ସେ…

IPSଙ୍କୁ ନୂଆ ବର୍ଷ ଭେଟି ଦେଲେ ରାଜ୍ୟ ସରକାର, ୮ ଅଫିସରଙ୍କୁ ପଦୋନ୍ନତି

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ଆଇପିଏସ ଅଧିକାରୀଙ୍କୁ ଖୁସି କରାଇଲେ ରାଜ୍ୟ ସରକାର । ୮ ଆଇପିଏସ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଯତିନ୍ଦ୍ର କୋୟଲ, ପ୍ରତୀକ ମହାନ୍ତିଙ୍କୁ ADG ପାହ୍ୟାକୁ ପଦୋନ୍ନତି…

ନାଲି ପାଣି ସହ ଚାଖଣା ରେଡ୍ଡି କରିଥିଲେ, ଆପଣଙ୍କ ପାଇଁ ଏ ଖବର

ଭୁବନେଶ୍ୱର- ଆଜି ଜିରୋ ନାଇଟ ସେଲିବ୍ରେସନ ପାଇଁ କମିଶନରେଟ ପୋଲିସ ସଜାଗ । ରାଜଧାନୀକୁ ଜଗିବେ ୩୭ ପ୍ଲାଟୁନ ପୋଲିସ । ରାସ୍ତା ଉପରେ ପୋଲିସର କଡା ନଜର । ଏହି ସମୟରେ ମଦ୍ୟପାନ କରି ଗାଡି ଚଳାଇଲେ ହେବ କଡା…

ସାବଧାନ୍ ! ପ୍ରତି ସିଗାରେଟ୍ ସହିତ ହ୍ରାସ ପାଉଛି ଜୀବନର ୨୨ ମିନିଟ୍, ରିସର୍ଚ୍ଚରେ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ : ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ସିଗାରେଟ୍ ସହିତ ଜଡିତ ଗୁରୁତର ସ୍ୱାସ୍ଥ୍ୟ ବିପଦ ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି ।…