Browsing Category

Top Stories

Heart Attackରୁ ବର୍ତ୍ତିବା ପାଇଁ ବଦଳାନ୍ତୁ ନିଜ ମର୍ଣ୍ଣିଂ ରୁଟିନ୍‌, ସର୍ବଦା ସୁସ୍ଥ ରହିବ ହାର୍ଟ

ନୂଆଦିଲ୍ଲୀ: ଲୋକଙ୍କ ପରିବର୍ତ୍ତିତ ଜୀବନଶୈଳୀ ରୋଗ ସୃଷ୍ଟି କରୁଛି। ଲୋକଙ୍କ ମଧ୍ୟରେ ହୃଦଘାତର ଆଶଙ୍କା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜିକାଲି ଯୁବ ପିଢ଼ିର ଲୋକମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି।…

୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା: ଆଜି ପାଇଁ ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଅସହ୍ୟ ଖରାରେ ଛଟପଟ ହେଉଥିବା ରାଜ୍ୟବାସୀଙ୍କୁ କାଳବୈଶାଖୀ ପ୍ରଭାବରେ ଆଶ୍ବସ୍ତି ମିଳିଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୫ରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇ ତାତି କମିଛି । ସେହିପରି…

ହ୍ୱାଟ୍ସଆପ୍‌ ଆକାଉଣ୍ଟ ବ୍ଲକ୍‌ ହୋଇଗଲେ କ’ଣ କରିବେ? ପୁଣି କିପରି କରିବେ Recover

ହ୍ୱାଟ୍ସଆପ୍‌ ଆଜିକାଲି ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଛି। କିନ୍ତୁ କେତେବେଳେ ନିୟମ ଉଲ୍ଲଙ୍ଘନ, ସ୍ପାମ୍‌ ବା ଅନ୍ୟ କାରଣରୁ ହ୍ୱାଟ୍ସଆପ୍‌ ଆକାଉଣ୍ଟ ବ୍ଲକ୍‌ ହୋଇଯାଇପାରେ। ଯଦି ଆପଣଙ୍କ ଆକାଉଣ୍ଟ…

ପ୍ରସିଦ୍ଧ ସାଉଥ ନିର୍ଦ୍ଦେଶକ ଶାଜି ଏନ କରୁଣଙ୍କ ପରଲୋକ, କ୍ୟାନ୍ସରରେ ଥିଲେ ପୀଡ଼ିତ

ନୂଆଦିଲ୍ଲୀ: ପ୍ରସିଦ୍ଧ ମାଲାୟଲମ ଚଳଚ୍ଚିତ୍ର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଶାଜି ଏନ କରୁଣଙ୍କ ପରଲୋକ ଘଟିଛି। ସୋମବାର, ୨୮ ଏପ୍ରିଲ୍ ୨୦୨୫ରେ, ସେ ତିରୁବନନ୍ତପୁରମର ଭାଜୁଥାକାଉଡସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ…

କିଡ଼ନୀରେ ଷ୍ଟୋନ ହେବାର ବଡ଼ କାରଣ ହୋଇପାରେ ଖରାପ ପାଣି: ଜାଣନ୍ତୁ ଅନ୍ୟ କାରଣ କ’ଣ?

କିଡ଼ନୀରେ ଷ୍ଟୋନ (Kidney Stone) ଆଜିକାଲି ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇଛି, ଯାହା ଅସହ୍ୟ ଯନ୍ତ୍ରଣା ଓ ଜଟିଳତା ସୃଷ୍ଟି କରିପାରେ। ବିଶେଷଜ୍ଞଙ୍କ ମତରେ, ଖରାପ ମାନର ପାଣି ଏହାର ଅନ୍ୟତମ ବଡ଼ କାରଣ ହୋଇପାରେ।…

NEET ପରୀକ୍ଷା ପୂର୍ବରୁ ଡିଏମ-ଏସପିଙ୍କ ସହ ଶିକ୍ଷା ମନ୍ତ୍ରଣାଳୟର ବୈଠକ, ନିଆଗଲା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନୀଟ୍ ୟୁଜି ୨୦୨୫ ପରୀକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ଉପାୟଗୁଡ଼ିକୁ ମଜବୁତ କରିବା ଲାଗି ଅନେକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇଛି । ଶିକ୍ଷା ମନ୍ତ୍ରାଳୟ ଗତ ସୋମବାରରେ ସମସ୍ତ ରାଜ୍ୟର…

ଅନ୍ୟ ଏକ ଦେଶରେ ଆତଙ୍କବାଦୀ ଆକ୍ରମଣ: ଦୁଇଟି ବୋମା ବିସ୍ଫୋରଣରେ ଅତି କମରେ ୨୬ ଜଣଙ୍କର ମୃତ୍ୟୁ

ନାଇଜୀରିଆର ପୂର୍ବୋତ୍ତର ବୋର୍ନୋ ରାଜ୍ୟରେ ସୋମବାର ଦିନ ଏକ ଭୟାବହ ଆତଙ୍କବାଦୀ ଆକ୍ରମଣ ଘଟିଛି। ଦୁଇଟି ବାହନରେ ହୋଇଥିବା ବୋମା ବିସ୍ଫୋରଣ ଯୋଗୁଁ ଅତି କମରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣା…

ଲଗାତାର ପଞ୍ଚମ ଦିନରେ ପାକିସ୍ତାନର ଗୁଳିମାଡ଼, କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ

ନୂଆଦିଲ୍ଲୀ: ପୁଣି ଏଲଓସିରେ ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକିସ୍ତାନ। ରାତି ସାରା ବିଭିନ୍ନ ସ୍ଥାନରେ ଗୁଳି ବର୍ଷା ଚାଲିଛି। ଲଗାତାର ୫ ଦିନ ହେଲାଣି ପାକିସ୍ତାନ ଏହି ଗୁଳିମାଡ଼ କରିଛି। ସୂଚନାନୁଯାୟୀ, କୁପୱାଡା,…

ମହିଳାଙ୍କ ଗର୍ଭାଶୟରେ ଗଣ୍ଠି: ଏହା କ୍ୟାନ୍ସର ହୋଇପାରେ କି? ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ

ମହିଳାଙ୍କ ମଧ୍ୟରେ ଗର୍ଭାଶୟରେ ଗଣ୍ଠି (ୟୁଟେରାଇନ୍‌ ଫାଇବ୍ରଏଡ୍‌) ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇପଡ଼ିଛି। ଏହା ପୂର୍ବେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସରେ ଅଧିକ ଦେଖାଯାଉଥିଲା, କିନ୍ତୁ ବର୍ତ୍ତମାନ ବଦଳୁଥିବା…

WhatsApp, Telegramରେ ଆସିବାନି ଆଉ ଫ୍ରଡ୍ କଲ୍ ଏବଂ ମେସେଜ, ସରକାରଙ୍କ ବଡ଼ ପ୍ରସ୍ତୁତି

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ ଭଳି OTT ପ୍ଲାଟଫର୍ମରେ ବଢ଼ୁଥିବା ଫ୍ରଡ୍ କଲ୍ ଉପରେ ରୋକ ​​ଲଗାଇବା ପାଇଁ ସରକାର ବଡ଼ ପ୍ରସ୍ତୁତି କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ…