Browsing Category

Top Stories

ଘରୋଇ ସ୍କୁଲଗୁଡ଼ିକୁ ତାଗିଦ୍ କଲେ ଗଣଶିକ୍ଷା ମନ୍ତ୍ରୀ, କହିଲେ- ଏମିତି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ତାଗିଦ୍ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଯେ, ତାଗିଦ୍ ସତ୍ତ୍ୱେ କିଛି ସ୍ଥାନରେ ଖୋଲା ରହୁଛି ସ୍କୁଲ । ଏ ନେଇ ଗଣଶିକ୍ଷା ବିଭାଗ ଅନୁଧ୍ୟାନ କରୁଛି…

ବ୍ରହ୍ମପୁରରେ ରହୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ନୋଟିସ, ଘରକୁ ଯାଇ ଭିସା ଯାଞ୍ଚ କଲା ପୋଲିସ

ଭୁବନେଶ୍ବର: ବ୍ରହ୍ମପୁରରେ ବି ଅଛନ୍ତି ପାକିସ୍ତାନୀ ମହିଳା । ତେବେ ସେଠାରେ ରହୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ନୋଟିସ କରାଯାଇଛି । ଟାଉନ ଥାନା ଅଞ୍ଚଳରେ ରହୁଥିବା ମହିଳାଙ୍କୁ ଦେଶ ଛାଡ଼ିବାକୁ ନୋଟିସ…

ଅକ୍ଷୟ ତୃତୀୟାର ଦିନକ ପୂର୍ବରୁ ମହଙ୍ଗା ହେଲା ସୁନା ଦର, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ

ନୂଆଦିଲ୍ଲୀ: ସୁନାର ମୂଲ୍ୟ ଏକ ଲକ୍ଷ ପାରି କରିବା ସତ୍ତ୍ୱେ ଏହା କମିଛି ସତ । ହେଲେ ଅକ୍ଷୟ ତୃତୀୟାର ପୂର୍ବ ଦିନ ଅର୍ଥାତ ଆଜି ସୁନା ଦର ବଢିଯାଇଥିବା ଦେଖିବାକୁ ମିଳିଛି । ସୋମବାର ତୁଳନାରେ ମଙ୍ଗଳବାର ଏହି ସୁନା ଦର…

CM KISAN YOJANA: ଆସନ୍ତାକାଲି ଚାଷୀ ପାଇବେ ସିଏମ୍ କିଷାନ ଟଙ୍କା, ଅକ୍ଷୟ ତୃତୀୟାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ଚାଷୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି ଚାଷୀଙ୍କ ଖାତାକୁ ଯିବ ସିଏମ୍ କିଷାନ ଟଙ୍କା । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତ୍ୟେକ ଚାଷୀ…

International Dance Day: ଆଜି ଅନ୍ତର୍ଜାତୀୟ ନୃତ୍ୟ ଦିବସ, ଜାଣନ୍ତୁ ଫିଟ୍ ରହିବା ପାଇଁ କେଉଁ 3ଟି ନୃତ୍ୟ ସର୍ବୋତ୍ତମ

ନୂଆଦିଲ୍ଲୀ: ପ୍ରତିବର୍ଷ ୧ ଏପ୍ରିଲରେ ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରାଯାଏ । ଏହି ଦିବସ ପାଳନ ପାଇଁ ଆନ୍ତର୍ଜାତୀୟ ନୃତ୍ୟ ପରିଷଦ ଏବଂ ଆନ୍ତର୍ଜାତୀୟ ଥିଏଟର ପ୍ରତିଷ୍ଠାନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ନୃତ୍ୟ…

୨୪ ବର୍ଷ ପରେ ଅକ୍ଷୟ ତୃତୀୟାରେ ସୃଷ୍ଟି ହେଉଛି ଏକ ବିରଳ ସଂଯୋଗ, ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିପାରେ ଲାଭ

ନୂଆଦିଲ୍ଲୀ: ଏହି ବର୍ଷ ଅକ୍ଷୟ ତୃତୀୟା ଆସନ୍ତାକାଲି ଅର୍ଥାତ୍ 30 ଏପ୍ରିଲରେ ପଡୁଛି । ଅର୍ଥାତ୍ ଏହି ଦିନ ଆପଣ ଶୁଭ ସମୟ ନ ଦେଖି ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ । ଏହି ବର୍ଷର ଅକ୍ଷୟ ତୃତୀୟା ଅନେକ ଦୃଷ୍ଟିରୁ ବହୁତ…

UPSC Jobs 2025: UPSC 40ଟି ପଦବୀ ପାଇଁ ନିଯୁକ୍ତି ଘୋଷଣା, ଏହି ଦିନ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (UPSC) ବରିଷ୍ଠ ପଶୁଚିକିତ୍ସା ଅଧିକାରୀ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ନୋଟିଫିକେସନ ବାହାରିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ UPSCର ଅଫିସିଆଲ୍…

ଆରବିଆଇର ୧୦୦ ଏବଂ ୨୦୦ ଟଙ୍କିଆ ନୋଟ୍‌କୁ ନେଇ ନୂଆ ନିର୍ଦ୍ଦେଶ, ବ୍ୟାଙ୍କରେ ହଇଚଇ

ନୂଆଦିଲ୍ଲୀ: ୧୦୦ ଏବଂ ୨୦୦ ଟଙ୍କା ନୋଟ୍ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସମସ୍ତ ବ୍ୟାଙ୍କକୁ ଏକ ବଡ଼ ନିର୍ଦ୍ଦେଶ ଦିଆଯାଇଛି। ଏହି କାରଣରୁ ବ୍ୟାଙ୍କଗୁଡ଼ିକରେ ହଇଚଇ ସୃଷ୍ଟି ହୋଇଛି। ବ୍ୟାଙ୍କିଙ୍ଗ…

ଭୁବନେଶ୍ୱରରେ ବଡ଼ ହତ୍ୟା, ପ୍ରେମ ପାଇଁ ୨୨ ବର୍ଷୀୟ ଯୁବକଙ୍କୁ ମାରିଦେଲେ!

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ବରମୁଣ୍ଡା ଦଳିତ ସାହିରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ବୟସ ୨୨ ବର୍ଷ । ତାଙ୍କର ହତ୍ୟା ହୋଇଛି ବୋଲି ପରିବାର ଲୋକେ…

୧୧ ମହିଳାଙ୍କ ସମେତ ୨୪ ମାଓବାଦୀ କଲେ ଆତ୍ମସମର୍ପଣ, ସମସ୍ତଙ୍କ ନାମରେ ଥିଲା ୨୯ ଲକ୍ଷ ଟଙ୍କାର ପୁରସ୍କାର

ଛତିଶଗଡ଼: ଏକ ବଡ଼ ଖବର ସାମ୍ନାକୁ ଆସିଛି । ୨୪ ଜଣ ମାଓବାଦୀ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ପୂର୍ବ-ପଶ୍ଚିମ ବସ୍ତର ଡିଭିଜନର ମାଓବାଦୀ ସରେଣ୍ଡର କରିଛନ୍ତି । ଏହି ସମସ୍ତଙ୍କ ନାମରେ ଥିଲା ୨୯ ଲକ୍ଷ…