Browsing Category

Top Stories

ବିରାଟଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ; ଆଇଆଇଟି ପାସ୍ ଯୁବକଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ଝିଅକୁ ସୋସିଆଲ ମିଡିଆରେ ଦୁଷ୍ମର୍ମ ଧମକ ଦେଇଥିବା ଯୁବକ ଗିରଫ ହୋଇଛି । ୨୩ ବର୍ଷୀୟ ରାମନାଗେଶ ଶ୍ରୀନିବସଙ୍କ ଅଗୁବଥିନୀଙ୍କୁ ହାଇଦ୍ରାବଦରୁ ଗିରଫ କରିଛି…

ଅବସର ନେବେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ପୋଲିସ ଡିଜି ଅଭୟଙ୍କୁ ଅବସର ପାଇଁ ଅନୁମତି । ଅବସର ଅନୁମତି ଦେଲେ ରାଜ୍ୟ ସରକାର । ଡିସେମ୍ବର ୩୧ରେ ଅବସର ନେବେ ଡିଜିପି ଅଭୟ । ଅବସର ଅନୁମତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । ଅଭୟଙ୍କ ଅବସର…

ଚୁଇଙ୍ଗମ ଖାଇଲେ ୨ ବର୍ଷ ଜେଲ୍! ଜାଣନ୍ତୁ କେଉଁ ଦେଶରେ ରହିଛି ଏମିତି ନିୟମ

ଦୁନିଆରେ ପ୍ରତ୍ୟେକ ଦେଶ ଉନ୍ନତି କରିବାକୁ ଚାହୁଛନ୍ତି । ବିକାଶ କ୍ଷେତ୍ରରେ ଆଗକୁ ବଢ଼ିବାକୁ ଚାହୁଛନ୍ତି କିନ୍ତୁ ଏହି ବିକାଶର ରାସ୍ତା ଏତେ ସହଜ ହୋଇନଥାଏ । ଅନେକ ଥର ପ୍ରଶାସନକୁ ଦେଶର ଉନ୍ନତି ପାଇଁ କିଛି ପଦକ୍ଷେପ…

ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ବଡ ଘୋଷଣା; ମେଣ୍ଟରେ ଲଢିବନି BSP

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ବିଏସପି (ବହୁଜନ ସମାଜ ପାର୍ଟି) ସୁପ୍ରିମୋ ମାୟାବତୀ ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ବିଏସପି ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବନି ।…

ରାଜଧାନୀରେ ହାଣି ଲୁଟ୍ ଉଦ୍ୟମ, କାବୁ କଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର: ଶୈଳଶ୍ରୀ ବିହାର ଅଞ୍ଚଳରେ ଦିନରେ ଲୁଯ୍ ଉଦ୍ୟମ । ଦୋକନ ଭିତରେ ପଶି ବନ୍ଧଉ, ଭୁଜାଲି ଦେଖାଇ ଲୁଟ୍ ଉଦ୍ୟମ । ଦୋକାନୀକୁ ହାଣି ଟଙ୍କା ନେଇ ଖସିଗଲା ବେଳେ ଧରାପଡ଼ିଲା । ଖସି ପଳାଉଥିବା ଲୁଟେରାଙ୍କୁ କାବୁ କଲେ…

ନଭେମ୍ବର ୧୫ରୁ ଷଷ୍ଠ, ସପ୍ତମ ପାଠପଢ଼ା

ଭୁବେନଶ୍ୱର: ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ । ୧୫ରେ ହେବ କ୍ଲାସରୁମ ପାଠପଢ଼ା । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କୋଭିଡ୍ ଗାଇଡଲାଇନ ଭିତରେ ପାଠପଢ଼ା ହେବ । ଏନେଇ ସୂଚନା…

ଦୁଇ ଦିନରେ ୩.୭୧ ଲକ୍ଷ କୋଟି ହରାଇଲେ ଏଲନ ମସ୍କ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ବିଶ୍ୱର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଥିବା ଏଲନ ମସ୍କ ହରାଇଛନ୍ତି ୫୦ ବିଲିୟନ ଡଲାର । ମାତ୍ର ଦୁଇ ଦିନ ମଧ୍ୟରେ ମସ୍କ ଏହି ଅର୍ଥରାଶି ହରାଇଛନ୍ତି । ଟେସଲାର ଅଂଶଧନ ମୂଲ୍ୟରେ ହ୍ରାସ…

ଲେଖାଶ୍ରୀ ଓ ସୁଦୀପ୍ତଙ୍କୁ ପୁରସ୍କାର; ଇଣ୍ଡିଆନ ଅଏଲରେ ନିଯୁକ୍ତି

ଭୁବନେଶ୍ୱର: ବିଜେପି ନେତା ସୁଦୀପ୍ତ ରାୟ ଓ ବିଜେପି ନେତ୍ରୀ ଲେଖାଶ୍ରୀ ସାମସିଂହାରଙ୍କୁ ନୂଆଦାୟିତ୍ୱ । ସୁଦୀପ୍ତ ରାୟଙ୍କୁ ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ ଭାବେ କରାଯାଇଛି ନିଯୁକ୍ତ । ପ୍ରଥମ ଓଡ଼ିଆ ଭାବରେ ସୁଦୀପ୍ତ…

ତେଲ ପରେ ଶସ୍ତା ହେଲା ଡାଲି , ଜାଣନ୍ତୁ କିଲୋ ପିଛା କେତେ?

ନୂଆଦିଲ୍ଲୀ:ପେଟ୍ରୋଲ-ଡିଜେଲ ଓ ଖାଇବା ତେଲ ଶସ୍ତା ହେବା ପରେ ସାଧାରଣ ଲୋକଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର । ଆକାଶ ଛୁଆଁ ହୋଇଥିବା ଡାଲି ଦର ଏବେ ଶସ୍ତା ହୋଇଛି । କିଛି ମାସ ପୂର୍ବରୁ ହରଡ଼ ଡାଲି କିଲୋ ପିଛା ୯୫ରୁ…

ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ; ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି: ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି । ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ । ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା…