Browsing Category
Top Stories
ମୋବାଇଲ୍ ୟୁଜର୍ସ ସାବଧାନ! ପ୍ରତି ୧୦ଜଣଙ୍କ ମଧ୍ୟରୁ ଜଣେ ଭାରତୀୟ ହେଉଛି ଅନଲାଇନ୍ ଠକେଇର ଶିକାର
ନୂଆଦିଲ୍ଲୀ: ଭାରତରେ ଏବେ ପ୍ରତି ବ୍ୟକ୍ତିଙ୍କ ହାତରେ ସ୍ମାର୍ଟଫୋନ୍ ରହିଛି । ଛୋଟ ପିଲାଠାରାୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ୍ ର ବ୍ୟବହାରରେ ଅଭ୍ୟସ୍ତ ହୋଇସାରିଲେଣି । ହେଲେ ଦୁନିଆ ଯେତେ ଡିଜିଟାଲ୍…
୨୪ ବର୍ଷୀୟା ମହିଳା ହେଲେ ୨୧ ପିଲାଙ୍କ ମା’, ଏପରି ନେଉଛନ୍ତି ଯତ୍ନ
ନୂଆଦିଲ୍ଲୀ: ସାଧାରଣତଃ ଗୋଟିଏରୁ ଅଧିକ ପିଲାଙ୍କୁ ସମ୍ଭାଳିବା ମହିଳାଙ୍କ ପକ୍ଷେ କଷ୍ଟକର ହୋଇଥାଏ । କିନ୍ତୁ ରୁଷରେ ରହୁଥିବା ଜଣେ ମହିଳା ଏକା ସାଙ୍ଗରେ ୨୧ ପିଲାଙ୍କ ମା’ ହୋଇଛନ୍ତି । ମହିଳାଙ୍କ ନାଁ କ୍ରିଷ୍ଟିନା…
ପୁଣି ବଦଳିଲା ଆର୍ଯ୍ୟନ ଡ୍ରଗ୍ କେସର ମୋଡ଼: ୱାଙ୍ଖେଡେ ନିର୍ଦ୍ଦୋଷ, ସମସ୍ତ କାରନାମା ରଚିଛି ଅଭିଯୋଗକାରୀ ପ୍ରଭାକର
ନୂଆଦିଲ୍ଲୀ: ବଲିଉଡ ଆକ୍ଟର ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନଙ୍କ ଡ୍ରଗ କେସର ମାମଲାକୁ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ୨୫ କୋଟି ଟଙ୍କାର ଲାଞ୍ଚ ମାମଲାର ଅଭିଯୋଗ ଏନସିବିର ଯାଞ୍ଚ ଅଧିକାରୀ ସମୀର ୱାଙ୍ଖେଡେଙ୍କ…
IPL-2022 ପାଇଁ ଘୋଷଣା ହେଲା ଦୁଇଟି ନୂଆ ଟିମ୍, ଜାଣନ୍ତୁ କଟକ ରହିଲା କି ବାଦ୍ ପଡ଼ିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୨ ଆଇପିଏଲ ପାଇଁ ଦୁଇଟି ନୂଆ ଟିମକୁ ସ୍ଥାନ ମିଳିଛି । ଦୁବାଇଠାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଦୁଇଟି ନୂଆ ଟିମ୍…
ଚିପ୍ ସଙ୍କଟ: ମୋବାଇଲ୍-ଟିଭିର ଷ୍ଟକ୍ କମ୍, ଫିକା ପଡ଼ିପାରେ ପର୍ବରେ କିଣାକିଣି
ନୂଆଦିଲ୍ଲୀ: ମୋବାଇଲ୍, ଇଲୋକ୍ଟ୍ରୋନିକ୍ସ ଓ ଯାନବାହାନ କମ୍ପାନୀର ବ୍ୟବସାୟ ଉପରେ ଏବେ ଚିପ୍ ସଙ୍କଟ ଦେଖାଦେଇଛି । ଏହାର ପ୍ରଭାବ ପର୍ବପର୍ବାଣୀ ସମୟରେ ଉପଭୋକ୍ତା ମାନଙ୍କ କିଣାବିକା ଉପରେ ପଡ଼ୁଛି । ପ୍ରତିବର୍ଷ…
ଡାଇବେଟିସ୍ ର ୧୨ଟି ଔଷଧ ହେଲା ଶସ୍ତା, ଦେଢ଼ ଟଙ୍କାରେ ମିଳିବ ଗୋଟିଏ ଟାବଲେଟ୍; ଜାଣନ୍ତୁ ବିସ୍ତାର ଭାବରେ…
ନୂଆଦିଲ୍ଲୀ: ଦେଶର ମୁଲ୍ୟ ନିୟାମକ ଏନପିପିଏ ସୋମବାର ଦିନ ଡାଇବେଟିସ୍ ଚିିକିତ୍ସାରେ ବ୍ୟବହୃତ ହେଉଥିବା ୧୨ଟି ଜେନେରିକ୍ ମେଡିସିନ୍ ର ସର୍ବାଧିକ ମୁଲ୍ୟ ସ୍ଥିର କରିଛନ୍ତି । ଏହି ମେଡିସିନ୍ ମଧ୍ୟରେ ଗ୍ଲିମେପାଇରାଇଡ୍…
ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ମାମଲାରେ ବିଜେପିର ଏହି ବନ୍ଦ ଡାକରା
ସମ୍ବଲପୁର(ଓଡ଼ିଶା ଭାସ୍କର): ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ । ସକାଳ ୬ଟା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି । ମମିତା ମେହେର୍ ହତ୍ୟା ମାମଲାରେ ବିଜେପିର ଏହି ବନ୍ଦ ଡାକରା…
ବିଫଳତାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ
ଜୀବନରେ ସଫଳତା ଓ ବିଫଳତା ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ପରି । କେତେକଙ୍କ ଜୀବନରେ ସଫଳତା ଶୀଘ୍ର ଆସିଥାଏ, କଛି ଲୋକଙ୍କ କ୍ଷେତ୍ରରେ ସଫଳତା ଆସିବା ବିଳମ୍ବ ହୋଇଥାଏ ଓ କେତେକାଂଶ କ୍ଷେତ୍ରରେ କଠିନ ପରିଶ୍ରମ ପରେ…
ରାଶିଫଳ(ମଙ୍ଗଳବାର,୨୬ ଅକ୍ଟୋବର,୨୦୨୧)
ମେଷ - ଶୁଭଖବର ପାଇ ମନ ଖୁସି ହେବ । ସହକର୍ମୀମାନଙ୍କର ସମର୍ଥନ ଏବଂ ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଓ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବଢେଇବାର ପ୍ରୟାସ କରିବେ…
ମୁଜିବଙ୍କ ଯାଦୁକରୀ ସ୍ପିନରେ ଫସିଲା ସ୍କଟଲାଣ୍ଡ; ଆଫଗାନିସ୍ତାନର ବୃହତ ବିଜୟ
ନୂଆଦିଲ୍ଳୀ: ଶାରଜାରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ସୁପର-୧୨ର ସୋମବାରର ମୁକାବିଲାରେ ବୃହତ ବିଜୟ ହାସଲ କରିଛି ଆଫଗାନିସ୍ତାନ । ମାତ୍ର ୬୦ ରନରେ ଅଲଆଉଟ ହେବା ସହିତ ୧୩୦ ରନରେ ପରାଜିତ ହୋଇଛି ସ୍କଟଲାଣ୍ଡ । ମୁଜିବ…