Browsing Category
Top Stories
ବଢିଲା ଶାହରୁଖଙ୍କ ପୁଅ ଆର୍ଯ୍ୟନର ଅଡୁଆ: ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରାଚାଲାଣ ନେଇ ମିଳିଲା ପ୍ରମାଣ; ମନ୍ନତରେ ହେବ ଏନସିବି ରେଡ୍
ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ପାଇଁ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଆର୍ଯ୍ୟନ ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରାଚାଲାଣରେ ଲିପ୍ତ ଥିବା ନେଇ ପ୍ରମାଣ ମିଳିଥିବା କହିଛି ଏନସିବି । ଏହା ସହତ…
ପାଣ୍ଡୋରା ପେପର୍ସ ଲିକ୍ ମାମଲାରେ ଫସିଲେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର
ପାଣ୍ଡୋରା ପେପର୍ସରେ ଲିକକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ, ଏଥିରେ ଅନେକ ନାମୀଦାମୀ ବ୍ୟକ୍ତି ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ଥିବା କୁହାଯାଉଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ ତଥ୍ୟ ।…
ପୋଲିସ ହାତରେ କୁଖ୍ୟାତ ଲୁଟେରା, ୩୫ ବର୍ଷରେ ୫ ଶହ ଚୋରି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିଶନରେଟ ପୋଲିସ ହାତରେ ଧରାପଡିଛି ଜଣେ କୁଖ୍ୟାତ ଚୋର । ଆଜି କଟକରେ ଚୋରି ଉଦ୍ୟମ କରୁଥିବା ବେଳେ ଧରାପଡିଛି କୁଖ୍ୟାତ ଚୋର ହେମନ୍ତ ଦାସ । ୧୯୮୬ ମସିହାରୁ ୩୫ ବର୍ଷ ଧରି ହେମନ୍ତ ଚୋରି…
ମେଡିସିନ୍ ପାଇଁ ନୋବେଲ ପୁରସ୍କାର ଘୋଷଣା
ନୂଆଦିଲ୍ଲୀ: ମେଡିସିନ୍ କ୍ଷେତ୍ର ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ଡେଭିଡ ଜୁଲିଅସ୍ ଓ ଆଡେମ ପାଟାପୋସିଆନଙ୍କୁ ମିଳିତ ଭାବେ ନୋବେଲ ମିଳିବ ବୋଲି ଘୋଷଣା ହୋଇଛି । ଏହି ୨ ଆମେରିକୀୟ ଭେଷଜ ବିଜ୍ଞାନୀଙ୍କୁ ମିଳିତ…
ବିକ୍ରି ହୋଇଯିବ Rourkela Steel Plant! ଏହି ୩ଟି ସରକାରୀ କମ୍ପାନୀ ବିକ୍ରି ପାଇଁ ଚଳିତ ସପ୍ତାହରେ କ୍ୟାବିନେଟ ବୈଠକରେ ହେବ ନିଷ୍ପତ୍ତି
ନୂଆଦିଲ୍ଲୀ: ଭାରତ ସରକାର ବିଭିନ୍ନ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ କମ୍ପାନୀଗୁଡ଼ିକୁ ବିକ୍ରି କରିବାର ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ସରକାର ଦୁଇଟି କ୍ଷେତ୍ରର କମ୍ପାନୀରୁ ବିନିବେଶ କରିବା ପାଇଁ କ୍ୟାବିନେଟ ବୈଠକରେ…
ପିପିଲି ପରାଜୟ ପରେ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ବଡ଼ ବୟାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିପିଲି ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ବିଜୟୀ ହୋଇଛନ୍ତି । ଏହାକୁ ନେଇ ବିଜେପି ଓ କଂଗ୍ରେସର ବହୁ ନେତା ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି…
କ୍ରୁଜରେ ଆଜି ପୁଣି ଏନସିବିର ଚଢ଼ାଉ, ମିଳିଲା Meow Meow ଡ୍ରଗ୍ସ; ହେପାଜତରେ ୮ ଜଣ
ମୁମ୍ବାଇ: କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୋମବାର ଦିନ ପୁଣିଥରେ କ୍ରୁଜ୍ ଉପରେ ଚଢ଼ାଉ କରିଥିଲା । ଆଜି ସକାଳୁ ପୁଣିଥରେ ଏନସିବି ଉକ୍ତ କ୍ରୁଜରେ ରେଡ୍ କରିଥିଲେ । ଏଥିରେ ଅଧିକାରୀ…
ସୁନ୍ଦରଗଡ଼ ରେପ୍ କେସ୍: ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲଦଣ୍ଡ
ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଦୁଷ୍କର୍ମକାରୀଙ୍କୁ ହୋଇଛି ୨୫ ବର୍ଷର ଜେଲଦଣ୍ଡ । ଅଭିଯୁକ୍ତ ଟୁନୁ କିଷାନ ଓ ପ୍ରହ୍ଲାଦ କିଷାନଙ୍କୁ ଜେଲଦଣ୍ଡର ରାୟ ଶୁଣାଇଛନ୍ତି ପକ୍ସୋ କୋର୍ଟ ।…
ରୋଗିଣା ଝିଅର ଚିକିତ୍ସା ପାଇଁ ନିଜ ପୁଅକୁ ବିକ୍ରି କଲେ ଆଫଗାନୀ ମହିଳା, ଦାମ୍ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
କାବୁଲ: ତାଲିବାନୀଙ୍କ ଶାସନରେ ଆଫଗାନୀ ମାନଙ୍କ ଅବସ୍ଥା ବର୍ତ୍ତମାନ ଖୁବ୍ ଖରାପ ରହିଛି । ଦେଶରେ ଏବେ ଆର୍ଥକ ସଙ୍କଟ ଦେଖା ଦେଇଛି । ଫଳରେ ସେଠାରେ ଚିକିତ୍ସା ତ ଦୂରର କଥା ଠିକ୍ ଭାବରେ ଲୋକ ଖାଇବାକୁ ପାଉନାହାନ୍ତି ।…
ଲଖୀମପୁର ହିଂସାକାଣ୍ଡ ମାମଲାରେ ନବଜୋତ ସିଂ ସିଦ୍ଧୁ ଗିରଫ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖୀମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ମାମଲାରେ ଆସିଛି ବଡ଼ ଖବର । ମାମଲାକୁ ନେଇ ଚଣ୍ଡିଗଡ଼ର ରାଜଭବନ ଆଗରେ ଆନ୍ଦୋଳନ କରୁଥିବା ନବଜୋତ ସିଂ ସିଦ୍ଧୁ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ…