Browsing Category
Top Stories
ପୋଷା କୁକୁର ପାଇଁ ବିଜିନେସ୍ କ୍ଲାସ୍ ବିମାନ ବୁକ୍ କଲେ ମାଲିକ
ମୁମ୍ବାଇ: ପୋଷା କୁକୁର ପାଇଁ ତାର ମାଲିକ ବୁକ୍ କଲେ ବିଜିନେସ୍ କ୍ଲାସ୍ ବିମାନ । ସେଥିରେ କେବଳ ସେ ଓ ତାର ମାଲିକ ହିଁ ଯାତ୍ରା କରିବା ପାଇଁ ଏହି ବିମାନ ବୁକ୍ କରିଥିଲେ । ପୋଷା କୁକୁର .ଯେପରି ଆରାମଦାୟକ ଯାତ୍ରା କରିବ…
ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ସଲୀଳ ସମାଧି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଫୁଲବାଣୀର ମାର୍ଲଙ୍ଗାରେ ଘଟିଯାଇଛି ଅଭାବନୀୟ ଘଟଣା । ଗାଁ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଦୁଇ ସମ୍ପର୍କୀୟ ଭଉଣୀ । ଗାଁ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ପରଲୋକ ଘଟିଥିବା ଜଣା ପଡିଛି ।…
୨୦ରୁ ୟୁଜି କ୍ଲାସରୁମ୍ ପାଠପଢ଼ା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୨୦ ତାରିଖରୁ ୟୁଜି ପ୍ରଥମ ବର୍ଷ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ । ଉଭୟ ୟୁଜି ୩ ବର୍ଷ ଓ ୪ ବର୍ଷ ପାଠ୍ୟକ୍ରମ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ୍ ଆରମ୍ଭ ହେବ । ଏନେଇ…
ଶସ୍ତା ସାବୁନ ଫେଣରେ ଧରିଗଲା ନିଆଁ, ୪ ବର୍ଷିୟ ପିଲାର ପୋଡ଼ିଗଲା ସମ୍ପୂର୍ଣ୍ଣ ଶରୀର
ନୂଆଦିଲ୍ଲୀ: ଶସ୍ତା ସାବୁନ ବିକ୍ରି କରିବାର ପରିଣାମ କେତେ ଭୟଙ୍କର ହୋଇପାରେ ତାହା ଆପଣ ଏହି ଖବର ଜରିଆରେ ନିଶ୍ଚୟ ସ୍ପଷ୍ଟ ହୋଇଯିବେ । ଶସ୍ତା ସାବୁନ୍ ଲଗାଇ ଗୋଟିଏ ୪ ବର୍ଷର ପିଲା ଗାଧୋଉଥିବା ବେଳେ ହଠାତ୍ ଫେଣରେ ନିଆଁ…
ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଇସ୍ତଫା
ନୂଆଦିଲ୍ଲୀ: ଇସ୍ତଫା ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଶନିବାର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ଦଳୀୟ ଗୋଷ୍ଠି କନ୍ଦଳ କାରଣରୁ ଅମରିନ୍ଦର ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି…
ଡିଆରଡିଓ ମାମଲା: ରିମାଣ୍ଡରେ ଗଲେ ୫ ଅଭିଯୁକ୍ତ
ବାଲେଶ୍ୱର(ଓଡ଼ିଶା ଭାସ୍କର): ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଏଯାବତ୍ ୫ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ୍ । ତେବେ ଆଜି ଉକ୍ତ ୫ ଜଣଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ବାଲେଶ୍ୱର ଜେଲରୁ କଟକ ଆଣୁଛି…
କ୍ୟାବିନେଟ ମନ୍ତ୍ରୀଙ୍କୁ ଟଙ୍କା ଦେଉଛି Youtube; ମାସକୁ ମିଳୁଛି ୪ ଲକ୍ଷ
ନୂଆଦିଲ୍ଳୀ: କ୍ୟାବିନେଟ ମନ୍ତ୍ରୀଙ୍କୁ ମିଳୁଛି ୟୁଟ୍ୟୁବରୁ ଟଙ୍କା । ଶୁଣିବାକୁ ଅଜବ ଲାଗୁଥିଲେ ହେଁ ଘଟଣାଟି ସତ । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏମିତି ଏକ ମଜାଳିଆ ସୂଚନା ଶେୟାର କରିଛନ୍ତି ।…
ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: DFOଙ୍କ ହେଲା ଲାଇ ଡିଟେକ୍ସନ୍ ଟେଷ୍ଟ, ୩ ଘଣ୍ଟାରେ ୧୦୦ ପ୍ରଶ୍ନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ପାରଳାଖେମୁଣ୍ଡି ଡିଏଫଓଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ କରାଯାଇଛି…
ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଅଘଟଣ, ପାଣିରେ ବୁଡ଼ି ୭ ବାଳିକା ମୃତ
ଲାତେହାର: ମୂର୍ତ୍ତି ବିସଜର୍ନ ବେଳେ ଏକ ବଡ଼ ଧରଣର ଅଗଟଣ ଘଟିଛି । ପାଣିରେ ବୁଡ଼ି ୭ଜଣ ବାଳିକାଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଝାଡଖଣ୍ଡର ଲାତେହାରର ବାଲୁମାଥ ଥାନା ଅଞ୍ଚଳରେ ଥିବା ଶେରେଗାଡ଼ା ଗ୍ରାମରେ ଘଟିଥିବା…
ଆଇନତଃ ବୈଧ ହେଲା ବାଲ୍ୟ ବିବାହ; ବିରୋଧ ପ୍ରଦର୍ଶନ ସହ ବିଜେପିର ଗୃହତ୍ୟାଗ
ନୂଆଦିଲ୍ଲୀ: ବାଲ୍ୟ ବିବାହକୁ କୁସଂସ୍କାର ଭାବରେ ବିବେଚନା କରାଯାଉଥିବା ବେଳେ ରାଜସ୍ଥାନରେ ବାଲ୍ୟବିବାହ ସପକ୍ଷରେ ବିଲ ପାଶ କରାଯାଇଛି । ବାଲ୍ୟ ବିବାହକୁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ବୋଲି ବିଲ ପାଶ କରାଯାଇଛି ।…