Browsing Category
Top Stories
ଭୁବନେଶ୍ୱରରୁ ଆଜି ପୁଣି ୩୮ ପଜିଟିଭ, ୨୮ସୁସ୍ଥ
ଭୁବନେଶ୍ୱର,୧୯ ।୧୨ (ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଆଜି ରାଜଧାନୀରୁ ମାତ୍ର ୩୮ କରୋନା…
ଭୁବନେଶ୍ବରର ରାସ୍ତା କଡ଼ରୁ ହଟିବ ପୁରୁଣା ଗାଡି
ଭୁବନେଶ୍ୱର, ୧୯ା୧୨ (ଓଡିଶା ଭାସ୍କର):ରାଜଧାନୀ ଭୁବନେଶ୍ବରର ରାସ୍ତା କଡ଼ରୁ ହଟିବ ବହୁ ଦିନ ଧରି ଥିବା ପୁରୁଣା ଗାଡ଼ି । ସୂଚନା ସତ୍ତ୍ବେ ସଜାଗ ନହେଲେ ପଦକ୍ଷେପ ନେବ ପୋଲିସ । ସପ୍ତାହକ ଭିତରେ ରାସ୍ତା କଡ଼ରୁ ସବୁ…
ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ
ଜୟପୁର, ୧୯ା୧୨ (ଓଡିଶା ଭାସ୍କର): ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଛି । ଅଭିଯୁକ୍ତଙ୍କ ନାମ ରାଜେଶ ଭାସ୍କର, ଜଣେ ଅଟୋ ଡ୍ରାଇଭର । ତେବେ ମହିଳା ଥାନାରେ ଏନେଇ ମାମଲା ରୁଜୁ ହେବା…
ଗିରଫ ହେଲା ୨୦ ଜଣଙ୍କ ହତ୍ୟାକାରୀ ସାଇକୋ କିଲର ଅବିନାଶ
ନୂଆଦିଲ୍ଲୀ, ୧୯ା୧୨: ବିହାରର ସାଇକୋ କିଲାର ଯେ କି ୨୦ରୁ ଅଧିକ ଲୋକଙ୍କୁ ହତ୍ୟା କରିସାରିଛି । ଗଞ୍ଜେଇ ଚୋରା ଚାଲାଣ କରିବାକୁ ଯିବା ସମୟରେ ଏହି କିଲର ଅବିନାଶ ଶ୍ରୀବାସ୍ତବକୁ ପୋଲିସ ଗିରଫ କରିଛି ।
ଅବିନାଶ ହେଉଛି…
ସକାଳେ ଖାଲି ପେଟରେ ୫ ଟି ଭିଜାଇଥିବା ବାଦାମ ଖାଇବା ଦ୍ୱାରା ମିଳିଥାଏ ଏହି ଚମତ୍କାରୀ ଲାଭ
ଆପଣ ବାଦାମର ଉପକାରିତ ନିଶ୍ଚିତ ଜାଣିଥିବେ । କିନ୍ତୁ ସକାଳେ ୫ ଟି ଭିଜାଇଥିବା ବାଦାମ ଖାଇବା ଦ୍ୱାରା ଆପଣଙ୍କୁ ଚମତ୍କାରୀ ଫାଇଦା ମିଳିବା କଥା ଜାଣିଛନ୍ତିି କି? ଯଦି ନା, ତେବେ ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ...…
କ’ଣ ପାଇଁ ଥାନାକୁ ଗଲେ ୮ ବର୍ଷର ଭାଇ ଓ ୫ ବର୍ଷର ଭଉଣୀ
ରାରଉକେଲା, ୧୯ା୧୨ (ଓଡିଶା ଭାସ୍କର): ଭାଇକୁ ୮ ବର୍ଷ ଓ ଭଉଣୀକୁ ୫ ବର୍ଷ । ଦୁହିଁଙ୍କୁ ଥାନାରେ ଦେଖି ଯେ କେହି ବି ତାଜୁବ ହେବା ସ୍ୱାଭାବିକ । କାରଣ ଦୁହେଁ ନାବାଳକ, ନାବାଳିକା ହୋଇଥିବାରୁ ଅନେକଙ୍କ ମନରେ ଅନେକ…
ପରୀ ହତ୍ୟାକାଣ୍ଡ: କେନ୍ଦ୍ରୀୟ ସଂସ୍ଥା ତଦନ୍ତ ସୁପାରିଶ ନେଇ ଏନସିପିସିଆରଙ୍କ ଚିଠି
ନୂଆଦିଲ୍ଲୀ, ୧୯ା୧୨: ନୟାଗଡ଼ ଶିଶୁକନ୍ୟା ହତ୍ୟାକାଣ୍ଡ ଘଟଣାରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ (ଏନସିପିସିଆର) ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏନେଇ ଆୟୋଗ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି…
ଗର୍ଭାବସ୍ଥାରେ ଭୁଲରେ ବି କରିବେ ନାହିଁ ଏହିସବୁ କାମ, ନଚେତ୍…
ଗର୍ଭବତୀ ହେବା ପ୍ରତି ମହିଳାଙ୍କ ପାଇଁ ବହୁତ ଖାସ ହୋଇଥାଏ । ଆଉ ଏକ ନୂଆ ଜୀବନକୁ ଜନ୍ମ ଦେବା ପାଇଁ ପ୍ରତ୍ୟେକ ମହିଳା ଗର୍ବ ଅନୁଭବ କରିଥାନ୍ତି ଏବଂ ଏହା ତାଙ୍କ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ହୋଇଥାଏ ।…
ପରୀ ହତ୍ୟାକାଣ୍ଡ: ଆସନ୍ତାକାଲିଠାରୁ ବିଜେପିର ପଦଯାତ୍ରା
ଭୁବନେଶ୍ୱର, ୧୯ା୧୨ (ଓଡିଶା ଭାସ୍କର): ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ଘଟଣାକୁ ବିରୋଧ କରି ବିଜେପି ତରଫରୁ ଆସନ୍ତାକାଲିଠାରୁ ପଦଯାତ୍ରା ଆରମ୍ଭ କରାଯିବ । ତେବେ ଏହି ପଦଯାତ୍ରାରେ ସାମିଲ ହୋଇ ଏହାକୁ ସଫଳ…
ଭକ୍ତଙ୍କ ପାଇଁ ୧୦୦ ଟଙ୍କାରେ ନିବାସ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ, ୧୯ା୧୨ (ଓଡିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ ଏକ ଖୁସିର ଖବର । ପୁରୀ ଜିଲ୍ଲା ବାସେଳି ସାହିରେ ଏକ ସୁଲଭ ଯାତ୍ରୀ ନିବାସ ନିର୍ମାଣ କରାଯିବ । ଏ…