Browsing Category

Top Stories

ହକି ବିଶ୍ୱକପ୍ ୨୦୨୩: ରାଉରକେଲାରେ ହକି ଫେଡେରେସନ ଅଧ୍ୟକ୍ଷ

ରାଉରକେଲା, ୧୧ା୧୨ (ଓଡିଶା ଭାସ୍କର): ରାଉରକେଲାରେ ହକି ବିଶ୍ୱକପ୍ ୨୦୨୩ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ଚାଲିଛି । ଏନେଇ ଆଜି ହକି ଫେଡେରେସନ ଅଧ୍ୟକ୍ଷ ନରିନ୍ଦର ବାତ୍ରା ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ…

ଟ୍ରାକ୍ଟରକୁ ଧକ୍କାଦେଲା ଟ୍ରକ: ୨ ମୃତ

କଳହାଣ୍ଡି, ୧୧ା୧୨ (ଓଡିଶା ଭାସ୍କର): କଲ୍ୟାଣସିଂହପୁର କାଳିଆପଡ଼ା ଘାଟିରେ ଏକ ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରକଟି ଧକ୍କା ଦେବା ଫଳରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି…

ଶୀତଦିନେ ରୂପି ପାଇଁ ଚିନ୍ତିତ କି ? ତେବେ ଆପଣାନ୍ତୁ ଏହି ଉପାୟ

ଶୀତର ପ୍ରଭାବରେ ତ୍ୱଚା ସହ କେଶ ଓ କେଶମୂଳ ମଧ୍ୟ ଶୁଷ୍କ ହୋଇଯାଏ। ଯାଦ୍ୱାରା ଅଧିକ ପରିମାଣରେ ରୂପି ହୋଇଥାଏ। କେଶ ମୂଳ କୁଣ୍ଡାଇ ମଧ୍ୟ ହୋଇଥାଏ। ମୁଣ୍ଡର ରୂପି ମୁହଁରେ ଖସିଲେ ମୁହଁକୁ ତେଲିଆ କରିବା ସହ ବ୍ରଣ ମଧ୍ୟ…

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୨ ହଜାର୧୮୬କୁ ବୃଦ୍ଧି

ନୂଆଦିଲ୍ଲୀ, ୧୧।୧୨: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୨ ହଜାର୧୮୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୩୯୮ ନୂଆ…

ବଦଳିଲେ ନୟାଗଡ ଏସଡିପିଓ

ନୟାଗଡ,୧୦ ।୧୨(ଓଡିଶା ଭାସ୍କର): ନୟାଗଡ ପରୀ ହତ୍ୟା ମାମଲାରେ ବଦଳିଲେ ନୟାଗଡ ଏସଡିପିଓ । ଶୁଭେନ୍ଦୁ କୁମାର ସିହ୍ନା ହୋଇଛନ୍ତି ନୟାଗଡର ନୂଆ ଏସଡିପିଓ । ନୟାଗଡ ଏସଡିପିଓ ନିରଞ୍ଜନ ପାଢୀଙ୍କୁ କନ୍ଧମାଳ ଡିଏସପି ଭାବେ…

ପୁଣି ଲଟକିଲା ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତି

ଭୁବନେଶ୍ୱର,୧୦ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଜାନୁଆରୀରୁ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସମ୍ପୃକ୍ତ ବିଭାଗର ମନ୍ତବ୍ୟକୁ…

ରାଜ୍ୟରେ ଆଉ ୪୫୮ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୦।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଚଳିତମାସର ଏହି ତାରିଖରେ ହେବାକୁ ଯାଉଛି ବର୍ଷର ଶେଷ ସୂର୍ଯ୍ୟ ପରାଗ

ନୂଆଦିଲ୍ଲୀ: ଚଳିତ ବର୍ଷର ଦ୍ବିତୀୟ ଏବଂ ଶେଷ ସୂର୍ଯ୍ୟ ପରାଗ, ଡି‌ସେମ୍ବର ୧୪ରେ ହେବାକୁ ଯାଉଛି । ପ୍ରଥମ ସୂର୍ଯ୍ୟ ପରାଗଟି ଜୁନ ୨୧ରେ ହୋଇଥିବା ବେଳେ ତାହା ବଳୟଯୁକ୍ତ ଥିଲା। ହେଲେ ଡି‌ସେମ୍ବର ୧୪ରେ ହେବାକୁ ଯାଉଥିବା…

ଗୋରୁ ବେପାରୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍

କଳାହାଣ୍ଡି,୧୦ ।୧୨(ଓଡିଶା ଭାସ୍କର): କଳାହାଣ୍ଡିରେ ଗୋରୁ ବେପାରୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମାରଣାସ୍ତ୍ର ଦେଖାଇ ୪ ଗୋରୁ ବେପାରୀଙ୍କଠାରୁ ଟଙ୍କାର ଲୁଟ୍ ହୋଇଥିବା ଜଣାପଡିଛି । ଜୟପାଟଣା…