Browsing Category
Top Stories
ମହାପ୍ରଭୁଙ୍କ ଖସାପଡ଼ା ନୀତି ପାଇଁ ଆସନ୍ତାକାଲି ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ସୋମବାର ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ । ଠାକୁରଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଏହି ସ୍ୱତନ୍ତ୍ର ବିଧି ହେବ । ମହାପ୍ରଭୁଙ୍କ ଦଇତାପତି ସେବକମାନେ ଏହି ନୀତି ସମ୍ପାଦନ କରିଥାନ୍ତି ।…
ଏକ୍ସପ୍ରେସ ଲାଇନଚ୍ୟୁନ ପରେ ବଦଳିଲା ୩ଟି ଟ୍ରେନର ଗତିପଥ, ଜାଣନ୍ତୁ କେଉଁ କେଉଁ ଟ୍ରେନ୍
ଭୁବନେଶ୍ୱର : କାମାକ୍ଷା ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ରେଲୱେ ପକ୍ଷରୁ ୩ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଯେଉଁ ଏକ୍ସପ୍ରେସର…
କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣା: ରେଲୱେ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି
ଭୁବନେଶ୍ୱର : କାମାକ୍ଷ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ରେଲୱେ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । କଟକ ପାଇଁ ହେଲ୍ପଲାଇନ ନମ୍ବର…
ଏଟିଏମରୁ ଅତିରିକ୍ତ ଉଠାଣ ଉପରେ କେବେ ଓ କେତେ ଲାଗିବ ଶୁଳ୍କ ? ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲା କଂଗ୍ରେସ
ନୂଆଦିଲ୍ଲୀ: ମାଗଣା ଉଠାଣ ସୀମା ସମାପ୍ତ ହେବା ପରେ ୧ ମେ ଠାରୁ ଗ୍ରାହକମାନଙ୍କୁ ଏଟିଏମରୁ ଟଙ୍କା ଉଠାଇବା ପାଇଁ ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ୨୩ ଟଙ୍କା ଦେବାକୁ ପଡିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)…
ମାର୍ଚ୍ଚ ୨୦୨୪ ସୁଦ୍ଧା ଭାରତୀୟ ରେଳବାଇ ପାଖରେ କେତେ ଜମି ଅଛି ? ଜାଣନ୍ତୁ
୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଭାରତୀୟ ରେଳବାଇର ମୋଟ ଜମି ପାଖାପାଖି ୪.୯୦ ଲକ୍ଷ ହେକ୍ଟର, ଯେଉଁଥିରୁ ୮୮୧୨ ହେକ୍ଟର ଜମି ବିଭିନ୍ନ ଉଦ୍ଦେଶ୍ୟରେ ଲିଜରେ ଦିଆଯାଇଛି। ଏଥିରେ ଯାତ୍ରୀ ସୁବିଧା, କାର୍ଗୋ ସମ୍ବନ୍ଧୀୟ ସୁବିଧା, …
ଆଜିଠାରୁ ଚୈତ୍ର ନବରାତ୍ରି ଆରମ୍ଭ, ଜାଣନ୍ତୁ ଘଟସ୍ଥାପନାର ଶୁଭ ସମୟ, ପୂଜା ପଦ୍ଧତି ଏବଂ ଅଷ୍ଟମୀ-ନବମୀର ତାରିଖ
ନୂଆଦିଲ୍ଲୀ: ସନାତନ ଧର୍ମରେ ନବରାତ୍ରି ପ୍ରତିବର୍ଷ ଦୁଇଥର ପାଳନ କରାଯାଏ । ଯାହା ଅନୁସାରେ ବର୍ଷର ଆରମ୍ଭରେ ଚୈତ୍ର ନବରାତ୍ରି ଏବଂ ଶେଷରେ ଶାରଦୀୟ ନବରାତ୍ରି ପାଳନ କରାଯାଏ । ନବରାତ୍ରିରେ ଦେବୀ ଦୁର୍ଗାଙ୍କ ନଅଟି ରୂପର…
ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ଛାତ୍ରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଛାତ୍ରଙ୍କର ମୃତ୍ୟୁ ମଧୁସୂଦନ ଛାତ୍ରାବାସରେ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର…
ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ପାଇଁ ଆଜି ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ଜାଣନ୍ତୁ କେଉଁ କେଉଁ ଜିଲ୍ଲା
ଭୁବନେଶ୍ୱର : କାଳବୈଶାଖୀ ବର୍ଷା ପରେ ଏବେ ରାଜ୍ୟବାସୀଙ୍କୁ କଲବଲ କଲାଣି ତାତି। ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବୋଚ୍ଚ ୪୩ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ…
୧୧୮ ଜଣଙ୍କ ଡାକ୍ତରୀ ଦଳ, ମିଆଁମାରରେ ପହଞ୍ଚିଲା ଆଉ ଦୁଇଟି ଭାରତୀୟ ବିମାନ: ସାହାଯ୍ୟ ପାଇଁ ଭାରତ ଚଲାଉଛି ‘ଅପରେସନ୍ ବ୍ରହ୍ମା’
ନୂଆଦିଲ୍ଲୀ: ପ୍ରତମରୁ ଗୃହଯୁଦ୍ଧ ଦ୍ୱାରା ବିଧ୍ୱସ୍ତ ମିଆଁମାରରେ ଶୁକ୍ରବାର ହୋଇଥିବା ୭.୭ ତୀବ୍ରତାର ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ଶନିବାର ୧,୬୪୪ ରେ ପହଞ୍ଚିଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଜୀବନଯାତ୍ରା…
Agniveer Vacancy: ଦଶମ ପାସ୍ କରିଥିଲେ ନୌସେନାରେ ମିଳିବ ନିଯୁକ୍ତି, ଭଲ ଦରମା ପାଇବା ପାଇଁ ଏଭଳି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଏଥିପାଇଁ ଭାରତୀୟ ନୌସେନା ଅଗ୍ନିବୀର (SSR ଏବଂ MR) ଏବଂ SSR (ମେଡିକାଲ୍) ପଦବୀ ପାଇଁ ନିଯୁକ୍ତି ପ୍ରକାଶ କରିଛି ।…