
Browsing Category
Top Stories
ରାଶିଫଳ(ସୋମବାର,୨୫ ଅକ୍ଟୋବର,୨୦୨୧)
ମେଷ - ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ରହିବ । ଆଜି ଆପଣ ଅସୁସ୍ଥତା, ବ୍ୟଗ୍ରତା, ଥକ୍କା ଓ ଆଳସ୍ୟ ଅନୁଭବ କରିବେ । କଥା କଥାରେ କ୍ରୋଧିତ ହେବେ । ମନ ଅଶାନ୍ତି ରହିବ । ଯେଉଁ କାର୍ଯ୍ୟ କରିବେ ତାହା ଖରାପ ହେବାର…
କୋହଲିଙ୍କ ଅର୍ଦ୍ଧଶତକ ବେକାର; ଭାରତକୁ ଧରାଶାୟୀ କଲେ ଆଜମ-ରିଜୱାନ
ନୂଆଦିଲ୍ଳୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲାରେ ପାକିସ୍ତାନ ବିଜୟ ହାସଲ କରିବା ସହିତ ଇତିହାସ ରଚିଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ଭାରତ ମାତ୍ର ୧୫୧ ରନ…
‘ଆଶ୍ରମ’ ସୁଟିଂ ସମୟରେ ବିରୋଧ: ନିର୍ଦ୍ଦେଶକଙ୍କ ଉପରକୁ କାଳି ପିଙ୍ଗିଲେ ହିନ୍ଦୁ ସଂଙ୍ଗଠନ
ନିର୍ମାତା ତଥା ନିର୍ଦ୍ଦେଶକ ପ୍ରକାଶ ଝାଙ୍କୁ ଚର୍ଚ୍ଚିତ ୱେବ ସିରିଜ୍ ‘ଆଶ୍ରମ’ର ସୁଟିଂ ସମୟରେ ଭୋପାଳରେ ହିନ୍ଦୁ ସଙ୍ଗଠନର ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ବିକ୍ଷୋଭକାରୀମାନେ ପ୍ରକାଶ ଝାଙ୍କ ଉପରକୁ କାଳି…
ପୁଞ୍ଚରେ ଆତଙ୍କୀ ଆକ୍ରମଣ, ଗିରଫ ପାକ୍ ଆତଙ୍କବାଦୀର ମୃତ୍ୟୁ, ୩ ସୁରକ୍ଷାକର୍ମୀ ଆହତ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଏକ ଜଙ୍ଗଲରେ ସେନା ଏବଂ ପୋଲିସର ମିଳିତ ଅପରେସନ ସମୟରେ ରବିବାର ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏହି ଆକ୍ରମଣରେ ସୁରକ୍ଷା ବଳ ଦ୍ୱାରା ଗିରଫ…
ସପ୍ତାହରେ ୨ଥର ସ୍ତନ୍ୟପାନ କରୁଛି ପ୍ରେମିକ : ଉତ୍ତେଜନା ପ୍ରବଣ ଓ ସ୍ୱାସ୍ଥ୍ୟକର ବୋଲି କହିଲେ ମହିଳା
ନୂଆଦିଲ୍ଳୀ: ପ୍ରେମିକକୁ ସ୍ତନ୍ୟପାନ କରାଉଛନ୍ତି ମହିଳା । ଦୁଇଟି ଛୁଆର ମା ଲାନା ମାଇକେଲସ ନିଜ ପ୍ରେମିକକୁ ସପ୍ତାହରେ ଦୁଇ ଥର ସ୍ତନ୍ୟପାନ କରାଉଥିବାର ନେଇ ସ୍ୱୀକାର କରିଛନ୍ତି । ଏପରି କରିବା ଉଭୟ ଉତ୍ତେଜନା ପ୍ରବଣ…
ସୀମାରେ ଚୀନକୁ ମିଳିବ ଜବାବ? ଜମ୍ମୁ-କଶ୍ମୀର ଏବଂ ଏଲଏସି ସ୍ଥିତି ଉପରେ ସମୀକ୍ଷା କରିବେ ସିଡିଏସ
ଭାରତୀୟ ସେନାବାହିନୀର ସେନାଧ୍ୟକ୍ଷ ସୋମବାର ଠାରୁ ଚାରି ଦିନ ପାଇଁ ଚୀନ୍ ସହିତ ସୀମା ବିବାଦ ଏବଂ ଜାମ୍ମୁ କାଶ୍ମୀର ତଥା ବର୍ତ୍ତମାନର ସମ୍ବେଦନଶୀଳ ଅଞ୍ଚଳରେ ଦେଶର ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିବେ । ଚାରି ଦିନିଆ…
କୋହଲିଙ୍କ ୧୦ମ ଅର୍ଦ୍ଧଶତକ; ପାକିସ୍ତାନ ସମ୍ମୁଖରେ ୧୫୨ ରନର ଲକ୍ଷ୍ୟ
ନୂଆଦିଲ୍ଳୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲାରେ ପାକିସ୍ତାନ ସମ୍ମୁଖରେ ୧୫୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଓ ଋଷଭ…
YouTubeର ନୂଆ ରେକର୍ଡ: ବିଶ୍ୱରେ ସବୁଠୁ ଅଧିକ ଥର ଡାଉନଲୋଡ୍ ହୋଇଥିବା ଆପ୍
ନୂଆଦିଲ୍ଲୀ: ୟୁଟ୍ୟୁବ୍ ର ଲୋକପ୍ରିୟତା ବିଷୟରେ କାହାରିକୁ ଅଛପା ନାହିଁ । ଗୁଗଲ ର ଏହି ଆଣ୍ଡ୍ରଏଡ୍ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ଏକ ନୂଆ ରେକର୍ଡ କରିଛି । ୟୁଟ୍ୟୁବ୍ ଆପ୍ କୁ ଗୁଗଲ ପ୍ଲେ ଷ୍ଟୋରରୁ ୧୦୦୦ କୋଟିରୁ ଅଧିକ ଥର…
ଖାତା ଖୋଲି ପାରିଲେନି ରୋହିତ; ପ୍ରଥମ ଓଭରରେ ଝଟକା ଦେଲେ ଆଫ୍ରିଦି
ନୂଆଦିଲ୍ଳୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ସୁପର-୧୨ ମୁକାବିଲାରେ ଭାରତକୁ ପ୍ରାରମ୍ଭିକ ଝଟକା ଦେଇଛନ୍ତି ଶାହିନ ଆଫ୍ରିଦି । ୧୯ ବର୍ଷୀୟ ଶାହିନ ଆଫ୍ରିଦି ପ୍ରଥମ ଓଭରରେ ରୋହିତ ଶର୍ମାଙ୍କୁ ଆଉଟ କରିଥିବା…
ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା!
କେନ୍ଦୁଝରରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ରାତି ଅଧରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଲେ । ଗାଡ଼ିଆରୁ ହାତବନ୍ଧା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ । ପଣ୍ଡାପଡ଼ା ଥାନା…