Browsing Category

Top Stories

ଭୋଟ ଗଣତି ଆରମ୍ଭ

ବାଲେଶ୍ୱର,୧୦/୧୧(ଓଡିଶା ଭାସ୍କର): ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଉଭୟ ସ୍ଥାନରେ ପ୍ରଥମେ ପୋଷ୍ଟାଲ ବାଲଟ ଗଣାଯାଉଛି । ସାଢ଼େ ୮ଟାରୁ ୧୪ଟି ଲେଖାଏଁ ଟେବୁଲରେ…

୮ଟାରୁ ଭୋଟ ଗଣତି, ନିର୍ଦ୍ଧାରିତ ହେବ ୧୫ ପ୍ରାର୍ଥୀଙ୍କ ଭାଗ୍ୟଫଳ

ବାଲେଶ୍ୱର,୧୦/୧୧(ଓଡିଶା ଭାସ୍କର): ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯିବ। ଉଭୟ ସ୍ଥାନରେ ପ୍ରଥମେ ଗଣାଯିବ ପୋଷ୍ଟାଲ ବାଲଟ। ସାଢ଼େ ୮ଟାରୁ ୧୪ଟି ଲେଖାଏଁ ଟେବୁଲରେ EVM ଭୋଟ…

ପ୍ରଚୁର ଧନଲାଭ ପାଇଁ ପର୍ସରେ ରଖନ୍ତୁ ଏହି ଜିନିଷ..

ଦୈନନ୍ଦିନ ଜୀବନରେ ଖର୍ଚ୍ଚର ପରିମାଣ ବଢିବାରେ ଲାଗିଛି । ଆୟ ତୁଳନାରେ ବ୍ୟୟ ଅଧିକ ହେବାରେ ଲାଗିଛି । ଯେତେ ରୋଜଗାର କଲେ ବି ଅଣ୍ଟୁ ନାହିଁ । କିନ୍ତୁ ଆପଣ ଜାଣନ୍ତି କି, ଏହା ପଛର କାରଣ ବାସ୍ତୁ ଦୋଷ ବି ହୋଇପାରେ ।…

ରାଶିଫଳ, (ମଙ୍ଗଳବାର, ନଭେମ୍ବର ୧୦/୨୦୨୦ )

ମେଷ- ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ବୃଷ- ଆଜି ଆପଣଙ୍କ ମନ କୌଣସି…

ଖୁସି ଖବର: ରାଜ୍ୟରେ ଆଜି ୧୫୨୧ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୯।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୫୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଜଳ ସମ୍ପଦ ବିଭାଗର ୪ଟି ଅନଲାଇନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯/୧୧(ଓଡ଼ିଶା ଭାସ୍କର): ଜଳ ସମ୍ପଦ ବିଭାଗର ୪ଟି ଅନଲାଇନ ସେବାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀ ଓ ବିଭାଗକୁ ଏକାଠି କରିଛି ୫ ଟି କାର୍ଯ୍ୟକ୍ରମ। ଏବେ ମୋବାଇଲରେ ହେବ…

ଫାଇଜର କୋରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୯୦ ପ୍ରତିଶତ ସଫଳ ହୋଇଥିବା ଦାବି

ଫାଇଜର ଓ ବାୟୋନ୍‌ଟେକ୍‌ର କୋରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୯୦ ପ୍ରତିଶତ ସଫଳ ହୋଇଥିବା ଦାବି । ଉଭୟ କମ୍ପାନି ପକ୍ଷରୁ ପ୍ରସ୍ତୁତ କୋରୋନା ଟିକା ୯୦% ପ୍ରଭାବଶାଳୀ । ଆମେରିକୀୟ ଓ ଜର୍ମାନୀର କମ୍ପାନି ଫାଇଜର…