fbpx
Browsing Category

Top Stories

ଚୀନରୁ ଖୁସି ଖବର: ୧୪ ଜଣଙ୍କ ଉପରେ କରୋନା ଟୀକାର ସଫଳ ଚିକିତ୍ସା

କରୋନା ଭାଇରସକୁ ନେଇ ଅସୁବିଧାରେ ପଡିଥିବା ଚୀନ୍ ମାର୍ଚ୍ଚ ୧୬ କରୋନା ଭାଇରସ କୋଭିଡ୍-୧୯ ପାଇଁ ପ୍ରସ୍ତୁତ ଟୀକା ପାଇଁ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଥିଲା । ଅର୍ଥାତ୍ ସେମାନେ ମଣିଷ ଉପରେ ଏହି ଟୀକାକୁ ନେଇ ପରୀକ୍ଷା…

ଦିନ ୧୨ଟାରୁ ସକାଳ ୭ଟା ଯାଏଁ ଗଞ୍ଜାମ ସଟଡ଼ାଉନ

ଗଞ୍ଜାମ, ୪ା୪(ଓଡ଼ିଶା ଭାସ୍କର): ଆସନ୍ତାକାଲି ଦିନ ୧୨ଟାରୁ ସକାଳ ୭ଟା ଯାଏଁ ଗଞ୍ଜାମ ମଧ୍ୟ ସଟଡ଼ାଉନ ରହିବ । ଏହି ସଟଡ଼ାଉନ ସମୟରେ କୌଣସି ମୋଟର ସାଇକେଲ ଚଳାଚଳ କରିବନାହିଁ । ସକାଳ ୭ଟାରୁ ୧୨ଟା ଯାଏଁ ଅତ୍ୟାବଶ୍ୟକ ଓ…

କରୋନାର ଦୁଃଖ: କୁକୁରଠାରୁ ରୁଟି ଛଡାଇଲେ ମହିଳା

କରୋନା ଭାଇରସର ମୁକାବିଲା କରିବା ପାଇଁ ଦେଶକୁ ୧୪ ଏପ୍ରିଲ ଯାଏଁ ଲକ୍-ଡାଉନ୍ କରିଦିଆଯାଇଛି । ଏହି ନିଷ୍ପତ୍ତି ଯୋଗୁଁ ଲୋକେ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି । ଏଭଳି ପରିସ୍ଥିତିରେ ଗରିବଙ୍କ ଅବସ୍ଥା କହିଲେ ନସରେ ।…

ଲଜ୍ଜା ଓ ଭୟ କଲେ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୪ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ତବଲିଗି…

୨୪ ଘଣ୍ଟାରେ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୪ା୪: ଗତ ୨୪ ଘଣ୍ଟାରେ ଭାରତରେ ୧୨ଜଣ କରୋନା ଜନିତ ରୋଗ (କୋଭିଡ୍‌-୧୯) ଫଳରେ ମୃତ୍ୟୁବରଣ କରିଛନ୍ତି । ଏହାଫଳରେ ଦେଶରେ କୋଭିଡ୍‌-୧୯ ଯୋଗୁଁ ମୃତକଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି । ଦେଶରେ ସଂକ୍ରମିତଙ୍କ…

ମହିଳା-ବୟସ୍କଙ୍କ କ୍ୱାରେଣ୍ଟାଇନ ପାଇଁ ନିଜ ଅଫିସ୍ ଦେଇଦେଲେ ଶାହାରୁଖ ଖାନ୍

ମୁମ୍ବାଇ,୪ ।୪: ବଲିଉଡର ସମ୍ରାଟ୍ ଶାହାରୁଖ ଖାନ୍ କରୋନା ସଙ୍କଟ ବେଳେ ସାହାର୍ଯ୍ୟର ହାତ ବଢାଇଛନ୍ତି । ଶାହାରୁଖ ଓ ତାଙ୍କ ପତ୍ନୀ ଗୌରୀ ଖାନ୍ ଏକ ବୟାନ୍ ଜାରି କରିଛନ୍ତି ଯେ, ଖାଇବାଠାରୁ ଆରମ୍ଭ କରି ଏହି ସଙ୍କଟରେ…