fbpx
Browsing Category

Top Stories

ଦୀପିକାଙ୍କ ସ୍ୱାଦିଷ୍ଟ ଖାଦ୍ୟ, ରଣବୀର କହିଲେ ଆଇ ଲଭ୍ ୟୁ

ମୁମ୍ବାଇ: ଲକ୍‌ଡାଉନ୍ ପିରିଅଡ୍‌କୁ ପ୍ରଡକ୍ଟିଭ୍ କରିବାକୁ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋର୍ଣ୍ଣ ପ୍ରୟାସ ଆରମ୍ଭ କରିଛନ୍ତି । ସେ ଘରକୁ ସଫା ସୁତୁରା ରଖିବାରେ ଲାଗି ପଡ଼ିଥିବା ବେଳେ ନିଜ ସ୍ୱାମୀ ତଥା ବଲିଉଡ୍…

୮ କ୍ରିକେଟରଙ୍କ ବିବାହ ବନ୍ଦ କଲା କରୋନା, ଜାଣନ୍ତୁ ..

ନୂଆଦିଲ୍ଲୀ,୪ ।୪: କରୋନା ଭାଇରସ୍ କାରଣରୁ ସାରା ବିଶ୍ୱର କ୍ରୀଡା ଇଭେଣ୍ଟ ବନ୍ଦ ହୋଇଯାଇଛି । ଏହି ମହାମାରୀ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିଛି । ଏନେଇ ନିଛାଟିଆ ହୋଇଯାଇଛି କ୍ରିକେଟ ଜଗତ । କେବେ…

ଆଇସୋଲେସନ୍ ୱାର୍ଡରେ ପରିଣତ ହେଲା ଟ୍ରେନ୍ କୋଚ୍‌

ଭୁବନେଶ୍ୱର, ୪ା୪ (ଓଡ଼ିଶା ଭାସ୍କର): ଟ୍ରେନ୍ କୋଚ୍‌ଗୁଡ଼ିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଛି । ଭୁବନେଶ୍ୱରରେ ୨୬୧ଟି କୋଚ୍‌କୁ ଏପରି କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି । ଟ୍ରେନ୍…

ଦେଶରେ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢିପାରେ ଲକ୍-ଡାଉନ୍ ଅବଧି: ରିପୋର୍ଟ

ନୂଆଦିଲ୍ଲୀ,୪ ।୪: ଦେଶରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆମେରିକା ପରାମର୍ଶଦାତା ସଂସ୍ଥା ବୋଷ୍ଟନ୍ କନ୍ସଲ୍ଟିଂ ଗ୍ରୁପର ଏକ ନୂତନ ଅଧ୍ୟୟନ ଅନୁସାରେ, କରୋନା…

ଚାଲି ଚାଲି ଫେରିଲେ ୨୮ ଦାଦନ ଶ୍ରମିକ, ଉଦ୍ଧାର କଲା ପ୍ରଶାସନ

ବାଲିମେଳା ୪/୪(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ଓରକେଲ ପୋଲସ ଓ ସ୍ଥାନୀୟ ପ୍ରଶାସନ ୨୮ ଶ୍ରମିକ ଙ୍କୁ ଉଦ୍ଧାର କଲା । ମିଳିଥିବା ସୂଚନା ଅନୁଯାୟି ଗତ ୨ମାସ ତଳେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ…

ପିପିଲିର ଦୁଇ ଗାଁ ଦଶ ଦିନ ପାଇଁ ସଟଡାଉନ

ଭୁବନେଶ୍ୱର, ୪ା୪(ଓଡ଼ିଶା ଭାସ୍କର): ପିପିଲିର ଦୁଇଟି ଗାଁରେ ୧୦ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ । ଦାନଗହିରୀ ଓ ଜୟପୁର ଶାସନ ଅଞ୍ଚଳ ସଟଡାଉନ କରାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ…

କରୋନା ମୁକାବିଲା: ଶରୀରର ଇମ୍ୟୁନିଟି ପାୱାର ବଢ଼ିବ କିପରି ?

ନୂଆଦିଲ୍ଲୀ, ୪ା୪: ଗରମ ପାଣି, ହର୍ବାଲ୍ ଚା କରୋନା ଭୁତାଣୁର ସଂକ୍ରମଣକୁ ମୁକାବିଲା କରିବାରେ ରାମବାଣ ସାବ୍ୟସ୍ତ ହେବ । ଏନେଇ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ଆଡ଼ଭାଇଜରି ଜାରି କରାଯାଇଛି । ଏଥିରେ…