fbpx
Browsing Category

Top Stories

କରୋନା ସହ ଲଢ଼ିବାକୁ କମ୍ କରନ୍ତୁ ଲୁଣ ଖାଇବା

କରୋନା ସହ ଲଢ଼ିବାକୁ ହେଲେ କମ୍ କରନ୍ତୁ ଲୁଣ ଖାଇବା । ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି କମ୍ ହୋଇଯାଏ । ଲୁଣରେ ସୋଡିଅମ୍ କ୍ଳୋରାଇଡ୍ ରହିଥାଏ । ଯାହା ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି…

କରୋନା, ଦେଶରେ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି

ନୂଆଦିଲ୍ଲୀ, ୩୦ା୩: ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ଏହାସହ ୧୦୭୧ ଜଣ ପଜିଟିଭଙ୍କ ମଧ୍ୟରୁ ୧୦୦ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ବିଭିନ୍ନ ହସ୍ପିଟାଲରେ ଏବେ ମଧ୍ୟ ୯୪୨ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି…

୩୩ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୩୦ା୩: ବିଶ୍ୱରେ ମହାମାରୀ କରୋନା ମୃତ୍ୟୁସଂଖ୍ୟା ୩୩ହଜାରକୁ ବୃଦ୍ଧି ପାଇଛି ।ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୨୧ହଜାର ୪୧୨ରେ ପହଞ୍ଚିଛି । କରୋନାରେ ଆକ୍ରାନ୍ତଙ୍କ ହୋଇଥିବା ରୋଗୀ ୧ଲକ୍ଷ…

ଘରଭଡ଼ା ଦାବି କରପାରିିବେନି ଘର ମାଲିକ: କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୯ା୩: ଭଡ଼ାଘରେ ରହୁଥିବା ଶ୍ରମିକଙ୍କୁ ଭଡ଼ା ପାଇଁ ମାଲିକ ଏବେ ଦାବି କରିପାରିବେ ନାହିଁ । ମାସକ ପାଇଁ ଘର ଭଡ଼ା ଦାବି ନକରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଶ୍ରମିକ ଓ ଛାତ୍ରଙ୍କୁ ଘର…

କରୋନା ଚିନ୍ତା, ଜିଲ୍ଲା ଓ ରାଜ୍ୟର ସୀମା ସିଲ୍ କର: କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୯ା୩: ଏବେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇପାରିବେନି ଲୋକେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ରାଜ୍ୟସରକାରଙ୍କୁ ଚିଠି ଲେଖି କେନ୍ଦ୍ର…

ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ଆସିବା ମନା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୯ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ୍ ଡ଼ାଉନ ରହିଛି । ଏହି ଲକ୍ ଡାଉନ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଲକ୍ ଡାଉନ ସମୟରେ ଅନ୍ୟ…

ସୁସ୍ଥ ହେଲେ କରୋନା ରୋଗୀ

ଅହମ୍ମଦାବାଦ, ୨୯ା୩: କରୋନାରେ ଦିନକୁ ଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦କୁ ବୃଦ୍ଧି ପାଇଛି । ଏହାସହ ଦେଶରେ ୨୭ଜଣଙ୍କର ମୃତ୍ୟୁ ହୋଇଛି ।…

ସବୁ ରାଜ୍ୟକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ- କରୋନା ରୋଗୀଙ୍କ ପାଇଁ ଅଲଗା ନିର୍ମାଣ କର ମେଡିକାଲ

ନୂଆଦିଲ୍ଲୀ,୨୯ ।୩: କରୋନା ଭାଇରସ ସହିତ ମୁକାବିଲା କରିବାକୁ ଚେଷ୍ଟା ଜାରି ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟରେ କରୋନା ରୋଗୀଙ୍କ ପାଇଁ ଶଯ୍ୟା ବୃଦ୍ଧି କରିବାକୁ କୁହାଯାଇଛି । ଏହାସହ…

ସନ୍ଧ୍ୟା ୭ଟା ସୁଦ୍ଧା ୧୪ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୨୯ା୩(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି । ଏହାସହ ବେଳେ ବେଳେ ବର୍ଷା ମଧ୍ୟ ସ୍ଥାନେ ସ୍ଥାନେ ହେଉଛି । ଏହାରି ମଧ୍ୟରେ ଆଜି ସନ୍ଧ୍ୟା ୭ଟା ସୁଦ୍ଧା ବର୍ଷା ସହ ବଜ୍ରପାତକୁ ନେଇ…

ବିନା ପରୀକ୍ଷାରେ ସରକାରୀ ଚାକିରିର ସୁଯୋଗ

ନୂଆଦିଲ୍ଲୀ,୨୯ ।୩: ହେଭି ଇଞ୍ଜିନିୟରିଂ କର୍ପୋରେସନରେ ଅନେକ ପଦବୀ ପାଇଁ ଆବେଦନ କରିବାକୁ କୁହାଯାଇଛି । ଏଚଇସିଏଲର ଅପ୍ରେଣ୍ଟିସରେ ୧୬୯ଟି ପଦବୀ ଖାଲି ପଡିଛି । ଗ୍ରାଜୁଏଟ୍ସ ବା ସ୍ନାତକୋତ୍ତର ପ୍ରାର୍ଥୀମାନେ ଏହି ପଦବୀ…