Browsing Category
Top Stories
ଭାରତ ଫେରିଲା ଅଲିମ୍ପିକ୍ସ ଦଳ;ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ।
ନୂଆଦିଲ୍ଲୀ: ଭାରତ ଫେରିଛନ୍ତି ଅଲିମ୍ପିକ୍ସ ଦଳ । ଟୋକିଓରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ଭାରତ ଫେରିଛନ୍ତି ସମସ୍ତ ଆଥଲେଟ । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଖେଳାଳି…
ଜମ୍ମୁ କଶ୍ମୀର: ଗୁଳିମାଡ଼ରେ ବିଜେପି ନେତା ଓ ପତ୍ନୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଏକ ବଡ଼ ଆତଙ୍କବାଦୀ ଘଟଣା ଘଟିଛି। ଆତଙ୍କବାଦୀମାନେ ସହରର ଲାଲ ଛକଠାରେ ବିଜେପି ନେତା ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଉଭୟଙ୍କୁ ଚିକିତ୍ସା…
ହକିର ଗ୍ରେଟ ୱାଲ ଶ୍ରୀଜେଶଙ୍କୁ ୧ କୋଟିର ଉପହାର;ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଳୀ: ଭାରତୀୟ ପୁରୁଷ ହକି ଦଳର ଐତିହାସିକ ବ୍ରୋଞ୍ଜ ପଦକ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୋଲକିପର ପି ଆର ଶ୍ରୀଜେସଙ୍କୁ ମିଳିଛି ୧ କୋଟି ଟଙ୍କାର ଉପହାର । ଦୁବାଇର ବ୍ୟବସାୟୀ ଶମଶେର ଭାୟାଲିଲଙ୍କ…
ଭଣ୍ଡୁର ହେଲା ପାକିସ୍ତାନର ଷଡ଼ଯନ୍ତ୍ର: ଡ୍ରୋନ୍ ସାହାଯ୍ୟରେ ଅମୃତସରରେ ପକାଇଥିଲା ହ୍ୟାଣ୍ଡ ଗ୍ରେନେଡ଼ ଓ ବୋମା
ଚଣ୍ଡୀଗଡ଼ : ସ୍ୱାଧୀନତା ଦିବସ ପୂର୍ବରୁ ପଡୋଶୀ ପାକିସ୍ତାନର ଏକ ବଡ ଷଡଯନ୍ତ୍ରର ଖୁଲାସା ହୋଇଛି। ପଞ୍ଜାବ ସୀମା ନିକଟସ୍ଥ ଏକ ଗାଁରେ ପାକିସ୍ତାନ ଡ୍ରୋନ ସାହାଯ୍ୟରେ ଅସ୍ତ୍ର ପକାଇଛି। ପଞ୍ଜାବ ପୋଲିସ ଏହି ଅସ୍ତ୍ର ସବୁକୁ…
୧୭ ହଜାର ଫୁଟ ଉଚ୍ଚରେ ସଜାଗ ଭାରତୀୟ ଯବାନ, କରୁଛନ୍ତି ଶକ୍ତି ପ୍ରଦର୍ଶନ
ଓଡ଼ିଶା ଭାସ୍କର ବ୍ୟୁରୋ: ସର୍ବଦା ସଜାଗ ଭାରତୀୟ ଯବାନ । ଶତ୍ରୁକୁ ମାତ୍ ଦେବାକୁ ଏବେ ବି କରୁଛନ୍ତି ଶକ୍ତି ପ୍ରଦର୍ଶନ । ପୂର୍ବ ଲଦାଖର ଗୋଗରାରେ ପ୍ରାୟ ୧୫ ମାସ ଧରି ସାମ୍ନା-ସାମ୍ନି ହେବା ପରେ ଭାରତ ଓ ଚୀନ୍…
ପୁରସ୍କାର ବର୍ଷା ଜାରି, ନୀରଜଙ୍କୁ Byju’s ଦେବ ୨ କୋଟି, ଅନ୍ୟ ବିଜେତାଙ୍କୁ ମିଳିବ ୧ କୋଟି
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ଭାରତୀୟ ଆଥଲେଟ୍ ଙ୍କ ଖୁବ୍ ଭଲ ପ୍ରଦର୍ଶନ ଦେଶର ଛାତିକୁ ଉଚ୍ଚା କରିଦେଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ଆଥଲେଟଙ୍କୁ ଗୋଟିଏ ପରେ ଗୋଟିଏ ପୁରସ୍କାର ଦିଆଯାଉଛି । ତେବେ ଭାରତକୁ…
ଖାଇବା ତେଲ ହେବ ଶସ୍ତା, ସରକାରଙ୍କ ବଡ଼ ଘୋଷଣା; ଖର୍ଚ୍ଚ ହେବ ୧୧ ହଜାର କୋଟି
ଖାଇବା ତେଲ ଦରକୁ କାବୁ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଇଡିବଲ ଅଏଲ ମିଶନ(NMEO)ର ଘୋଷଣା କରିଛନ୍ତି । ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶରେ ପାମ୍ ଅଏଲର ଉତ୍ପାଦନକୁ ପ୍ରୋତ୍ସାହନ ଦେବା…
ଜଳୁଛି ଦୁନିଆର ସବୁଠାରୁ ବଡ଼ ଟାୟାର୍ ଭଣ୍ଡାର, ମହାକାଶରୁ ଦେଖାଯାଉଛି କଳା ଧୂଆଁ
କୁଏତ୍: କୁଏତ୍ ର ସୁଲେବିୟା ଅଞ୍ଚଳରେ ଥିବା ଦୁନିଆର ସବୁଠାରୁ ବଡ଼ ଟାୟର୍ ଗୋଦାମ୍ ରେ ନିଆଁ ଲାଗିଛି । ଏହି ଟାୟାର୍ ଗୋଦାମ୍ ରେ ମୋଟ ୭୦ ଲକ୍ଷ ଟାୟାର୍ ଥିବା ବେଳେ ଏଥିରେ ନିଆଁ ଲାଗି ଯାଇଛି । ୬ ଏକର ଜମିରେ ବିସ୍ତୃତ…
ବଲିଉଡ୍ ରେ ପୁଣି ଦୁଃଖ, ଚାଲିଗଲେ ଆଉଜଣେ ଚର୍ଚ୍ଚିତ କଳାକାର
ଓଡ଼ିଶା ଭାସ୍କର ବ୍ୟୁରୋ: ବଲିଉଡ୍ ଅଭିନେତା ଅନୁପମ ଶ୍ୟାମ୍ ଟେଲି ଦୁନିଆରେ ମଧ୍ୟ ଖୁବ୍ ସକ୍ରିୟ ଥିଲେ । ଉଭୟ ପରଦାରେ ନିଜର ନିଚ୍ଛକ ଅଭିନୟ ଯାଦୁ ଦେଖାଇଥିବା ଏହି ଅଭିନେତା ‘ପ୍ରତିଜ୍ଞା’ ଧାରାବାହିକରେ ଠାକୁର ସଜ୍ଜନ…
ମୁକ୍ତି ସଂଗ୍ରାମର ଓଡ଼ିଆ ଯୋଦ୍ଧାଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର
ଓଡ଼ିଶା ଭାସ୍କର ବ୍ୟୁରୋ: ପୁଣି ଜଣେ ଓଡ଼ିଆଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର । ଦେଶ ସ୍ୱାଧୀନତା ପାଇଁ ଲଢ଼େଇ କରିଥିବା ଏହି ଯୋଦ୍ଧା ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁରର ସାରଦା ପ୍ରସାଦ ରାୟ(୯୬) । ଅଗଷ୍ଟ…