fbpx
Browsing Category

Top Stories

ଝାଡଖଣ୍ଡରେ ମତଦାନ ଜାରି, ଗୁମଲାରେ ଗୁଳିମାଡ

ଝାଡଖଣ୍ଡ,୭ ।୧୨: ଝାଡଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୨୦ଟି ଆସନ ପାଇଁ ମତଦାନ ଦେଉଛନ୍ତି ଜନତା । ଏଥିରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ…

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୭ ।୧୨(ଓଡିଶା ଭାସ୍କର): ଆଜିଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଭୁବନେଶ୍ୱର…

ଜୀବନ ହାରିଲେ ଉନ୍ନାଓ ପୀଡ଼ିତା

ନୂଆଦିଲ୍ଲୀ : ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଉନ୍ନାଓ ଗଣଦୁଷ୍କର୍ମ ମାମଲାର ପୀଡ଼ିତା । ଶୁକ୍ରବାର ରାତି ୧୧ଟା ୪୦ ମିନିଟ୍ରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ସୂଚନା…

ପୁରୀ ଗଣଦୁଷ୍କର୍ମ ମାମଲା, ଆଉ ଏକ ଅଭିଯୁକ୍ତ ଗିରଫ

ପୁରୀ,୬ା୧୨(ଓଡ଼ିଶା ଭାସ୍କର): ପୁରୀରେ ଏକ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଥାନାରେ ମାମଲା ରୁଜୁ ହୋଇଥିଲା । ସେହି ମାମଲାରେ ଆଜି ଆଉ ଜଣେ ଅଭିଯୁକ୍ତକୁ କୁମ୍ଭାରପଡ଼ା ପୋଲିସ ଗିରଫ କରିଛି । ବ୍ରହ୍ମଗିରି ଆଳିପଟୁ ଗାଁର…

ଶ୍ରମନ୍ଦିରର ଏରିଅଲ ଭିଡ଼ିଓ ଅନଲାଇନରେ ବିକ୍ରି!

ପୁରୀ,୬ା୧୨(ଓଡ଼ିଶା ଭାସ୍କର): ପୁରୀ ଶ୍ରମନ୍ଦିରର ଏରିଅଲ ଭିଡ଼ିଓ ଅନଲାଇନରେ ବିକ୍ରି ଅଭିଯୋଗ ହୋଇଛି । ଜଗନ୍ନାଥ ଷ୍ଟକ ଭିଡ଼ିଓ ଫୁଟେଜ ସଟରଷ୍ଟକ ସାଇଟରେ ଏହି ଭିଡ଼ିଓ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ସେହି ସରଇଟରୁ…

ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ମିଳିଲା ଜୀବନରୁ ମରିଦେବାର ଧମକ

ଉନ୍ନାଓ,୬ ।୧୨: ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କୁ କିରୋସିନି ଢାଳି ନିଆଁ ଲଗାଇବା ପରେ ଏବେ ତାଙ୍କ ପରିବାରକୁ ଜୀବନରୁ ମାରିଦେବାର ଧମକ ମିଳିଛି । ଏହା ସହ ତାଙ୍କ ସମ୍ପର୍କୀୟଙ୍କ ଦୋକାନରେ ନିଆଁ ଲଗାଇବାକୁ ମଧ୍ୟ ଧମକ…

ଉଡ଼ାନ୍-୪ରେ ସାମିଲ ହେବ ଓଡ଼ିଶାର ୩ ବିମାନବନ୍ଦର

ଭୁବନେଶ୍ୱର,୬ା୧୨(ଓଡ଼ିଶା ଭାସ୍କର): ମୁଖ୍ୟ ଶାସନ ସଚିବଙ୍କ ସହ ବେସାମରିକ ବିମାନ ଚଳାଚଳ ସଚିବ ଆଜି ଆଲୋଚନା କରିଥିଲେ । ଏହି ଆଲୋଚନା ପରେ ଉଡ଼ାନ୍-୪ରେ ଓଡ଼ିଶାର ୩ ବିମାନବନ୍ଦର ସାମିଲ ହେବ ବୋଲି ଜଣାପଡ଼ିଛି । ଜୟପୁର,…

ହାଇଦ୍ରାବାଦ ଗଣଦୁଷ୍କର୍ମ ଅପରାଧୀଙ୍କ ମୃତଦେହ ନେବାକୁ ପରିବାର ନାରାଜ, ପୋଲିସ କରିବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୬ ।୧୨: ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରିଥିବା ୪ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଆଜି ସକାଳେ ଏନଏଚ୍-୪୪ରେ ପୋଲିସ ଏନକାଉଣ୍ଟରରେ ସମସ୍ତ ଦୁଷ୍କର୍ମକାରୀଙ୍କ ମୃତ୍ୟୁ ଘଟିଛି ।…

ସେବାଶ୍ରମରେ ଛାତ୍ରୀ ଗର୍ଭବତୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

କୋରାପୁଟ,୬ ।୧୨(ଓଡିଶା ଭାସ୍କର): କୋରାପୁଟ ଜିଲ୍ଲାର ଜୟପୁର ସେବାଶ୍ରମର ଛାତ୍ରୀ ଗର୍ଭବତୀ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଉଛନ୍ତି ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀଙ୍କ ୬୦ ବର୍ଷିୟ…

ଦିଶାଙ୍କ ପରେ ନିର୍ଭୟାଙ୍କୁ ମିଳିବ ନ୍ୟାୟ ! ରାଷ୍ଟ୍ରପତିଙ୍କୁ ପଠାଗଲା ଫାଇଲ୍

ନୂଆଦିଲ୍ଲୀ,୬ ।୧୨: ହାଇଦ୍ରାବାଦର ଦିଶାଙ୍କ ପରେ ଏବେ ନିର୍ଭୟାଙ୍କୁ ମିଳିପାରେ ନ୍ୟାୟ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜକ୍ଷମା ଆବେଦନ ଫାଇଲ୍ ପଠାଇଲା ଗୃହ…