Browsing Category
Top Stories
ଗ୍ରାହକଙ୍କୁ ଏହି ଟେଲିକମ କମ୍ପାନୀ ମାଗଣାରେ ଦେଉଛି 4G SIM, ୩୧ ଡିସେମ୍ବର ପର୍ଯ୍ୟନ୍ତ ଅଫର ଉପଲବ୍ଧ
ନୂଆଦିଲ୍ଲୀ: ବିଏସଏନଏଲ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଆସନ୍ତା ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଫ୍ରିରେ ୪ଜି ସିମ୍ ପ୍ରଦାନ କରାଯାଉଛି । କିଛିଦିନ ପୂର୍ବରୁ କମ୍ପାନୀ ଏହି ଅଫର ଲଞ୍ଚ…
ଦଶହରା ପୂର୍ବରୁ ସମସ୍ତ କର୍ମଚାରୀଙ୍କୁ ୭୨,୫୦୦ ଟଙ୍କା ଉପହାର ଦେବ ଏହି କମ୍ପାନୀ
ନୂଆଦିଲ୍ଲୀ: ପବ୍ଲିକ ସେଣ୍ଟର କମ୍ପାନୀ କୋଲ ଇଣ୍ଡିଆ ନିଜ କର୍ମଚାରୀଙ୍କୁ ଉତ୍ସବ ସମୟରେ ଜବରଦସ୍ତ ଉପହାର ଦେବାକୁ ଯାଉଛି । କମ୍ପାନୀ ଏବର୍ଷ କର୍ମଚାରୀଙ୍କୁ ମିଳୁଥିବା ପ୍ରଦର୍ଶନ ଆଧାରିତ ଉପହାର ବା ପିଏଲଆରକୁ ବଢ଼ାଇ…
ଏଲପିଜି ଗ୍ୟାସ ଓ ପେଟ୍ରୋଲ ବୃଦ୍ଧି ନେଇ କେନ୍ଦ୍ରକୁ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ- ‘ଆହୁରି ବଢ଼ିବ ଦରଦାମ୍’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଲପିଜି ଗ୍ୟାସ୍ ସିଲିଣ୍ଡର ଓ ପେଟ୍ରୋଲ, ଡିଜେଲ ଦରଦାମ୍ ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପେଟ୍ରୋଲିୟମ ସାମଗ୍ରୀକୁ…
ଆସୁଛି ଆଉ ଏକ ଲଘୁଚାପ! ୧୦ରେ ପ୍ରବଳ ଛେଚିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ କ୍ଷେତ୍ର । ୧୦ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ…
ପୁଣି ରାଜଧାନୀକୁ ଫେରିଲା ‘କଣ୍ଟେନମେଣ୍ଟ ଜୋନ୍’, ଦଶହରା ପୂର୍ବରୁ କରୋନା କଡ଼ ଲେଉଟାଇଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଛିଦିନର ନିରବତା ପରେ ପୁଣି ଥରେ ରାଜଧାନୀ ଭୁବନେଶ୍ୱରକୁ ଫେରିଛି ‘କଣ୍ଟେନମେଣ୍ଟ ଜୋନ୍ । ଏକାଧିକ କରୋନା ଚିହ୍ନଟ ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ନିଷ୍ପତ୍ତି…
ଶେଷରେ ଶୁଣିଲା ପ୍ରଶାସନ, ଲଖିମପୁର ଯିବାକୁ ରାହୁଲଙ୍କୁ ମିଳିଲା ଅନୁମତି
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ୪ କୃଷକଙ୍କ ସମେତ ୮ ଜଣଙ୍କ ହତ୍ୟାର ବିବାଦ ଏବେ ବି ଥମିନାହିଁ । ଏହାରି ମଧ୍ୟରେ ଲଖିମପୁର ଓ ସୀତାପୁର ଯିବାକୁ ରାହୁଲ ଗାନ୍ଧୀଙ୍କୁ ଅନୁମତି ଦେଇଛନ୍ତି ଯୋଗୀ ସରକାର ।…
DRDO ମାମଲାରେ ଚାଞ୍ଚଲ୍ୟକର ତଥ୍ୟ! ରହସ୍ୟମୟୀର ପାକିସ୍ତାନ ଲିଙ୍କ ଥିବା କହିଲେ କ୍ରାଇମବ୍ରାଞ୍ଚ ଏଡିଜି
ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଡିଆରଡିଓ ଗୁପ୍ତଚରୀ ମାମଲାରେ ଖୋଳତାଡ଼ ଜାରି ରହିଥିବା ବେଳେ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ । ଡିଆରଡିଓ ଗୁପ୍ତଚରୀ ମାମଲାରେ ପାକିସ୍ତାନ ଲିଙ୍କ ଥିବା ସୂଚନା ମିଳିଛି ।…
କେନାଲରେ ବୁଡ଼ି ଚାଲିଗଲା ୨ ଶିଶୁଙ୍କ ଜୀବନ
ପାରାଦୀପ(ଓଡ଼ିଶା ଭାସ୍କର): ପାରାଦୀପର ତାଳଦଣ୍ଡାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କେନାଲ ନିକଟରେ ଖେଳୁଥିବା ବେଳେ ପାଣିରେ ବୁଡ଼ିଯିବାରୁ ୨ ଶିଶୁଙ୍କର ମୃତ୍ୟୁ ହୋଇଛି । ଜଗତସିଂହପୁର ଜିଲ୍ଲା ପାରାଦୀପ ଲକପଡ଼ା ବସ୍ତି…
ନବରାତ୍ରି ପୂର୍ବରୁ ଶସ୍ତା ହେଲା ସୁନା; ରେକର୍ଡ ସ୍ତରରୁ ୯,୫୦୦ ଟଙ୍କା ଖସିଲା, ଜାଣନ୍ତୁ ଆଜିର ରେଟ୍
ନୂଆଦିଲ୍ଲୀ: ଶସ୍ତା ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ନବରାତ୍ରି ପୂର୍ବରୁ ରେକର୍ଡ ସ୍ତରରୁ ଖସିଛି ସୁନା ରେଟ୍ । ଏମସିଏକ୍ସରେ ସୁନା ମୂଲ୍ୟ ୦.୩୫% ହ୍ରାସ ପାଇ ୧୦ ଗ୍ରାମ ପିଛା ୪୬,୬୦୦…
OAS ସ୍ତରରେ ଅଦଳବଦଳ, ପ୍ରଦୀପ କୁମାର ସାହୁ ଏସଏମସି କମିଶନର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୯ ଜଣ ଓଏଏସ୍ ଅଫିସରଙ୍କ ବଦଳି କରାଯାଇଛି । ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ଥିବା…