fbpx
Browsing Category

Top Stories

ରାଜ୍ୟର IPS ଓ OPS ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୪ ।୮(ଓଡିଶା ଭାସ୍କର):ରାଜ୍ୟାର ଆଇପିଏସ ଓ ଓପିଏସ ଅଧିକାରୀ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ଆଇପିଏସ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍ସର ଆଇଜି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ସତୀଶ କୁମାର…

୭୪ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୧୪ ।୮: ରାତି ପାହିଲେ ୭୪ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ପୂର୍ବରୁ ଅବ୍ୟବହିତ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ଯେ, ‘ଅଗଷ୍ଟ ୧୫ ଆମ…

ଘରୋଇ ହସ୍ପିଟାଲ ପାଇଁ ‘ଫି’ ଧାର୍ଯ୍ୟ, ଜାଣନ୍ତୁ କେତେ?

ଭୁବନେଶ୍ୱର,୧୪ ।୮(ଓଡିଶା ଭାସ୍କର): ଘରୋଇ ହସ୍ପିଟାଲ ପାଇଁ ଆଜି ‘ଫି’ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଚିଠି ଲେଖାଯାଇଛି । ସାଧାରଣ ବେଡ…

ଭୁବନେଶ୍ୱରରେ ଥମୁନି କରୋନା! ଆଜି ୨୪୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୪ ।୮(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଦିନକୁ ଦିନ ବିଗିଢିବାରେ ଲାଗିଛି । ପ୍ରତିଦିନ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ…

ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ,୧୪ ।୮: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନା ରିପୋର୍ଟ ଆଜି ନେଗେଟିଭ୍ ଆସିଛି । ଏନେଇ ଖୋଦ୍ ଅମିତ ଶାହା ଟ୍ୱିଟ୍ କରି ସୂଚନା ଦେବା ସହ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଡାକ୍ତରଙ୍କ…

ଆଗାମୀ ୩ ଦିନ ଯାଏଁ ପ୍ରବଳ ବର୍ଷିବ! ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କେଉଁ ୱାର୍ଣ୍ଣିଂ?

ଭୁବନେଶ୍ୱର,୧୪ ।୮(ଓଡିଶା ଭାସ୍କର): ଉତ୍ତର ଉପକୂଳ ଓଡିଶାରେ ସକ୍ରି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଆଗାମୀ ୩ ଦିନ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୫, ୧୬ ଏବଂ ୧୭ ତାରିଖରେ କେତେକ ସ୍ଥାନରେ ପ୍ରବଳ ବର୍ଷା…

ଗଞ୍ଜାମରେ କରୋନା ସ୍ଥିତିକୁ ନେଇ କ’ଣ କହିଲେ ଜିଲ୍ଲାପାଳ?

ଗଞ୍ଜାମ,୧୪ ।୮(ଓଡିଶା ଭାସ୍କର): ଗଞ୍ଜାମରେ କରୋନା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଜା ଅପ୍ଣଙ୍ଗଙ୍କ ଦିଆଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ‘ଗଞ୍ଜାମରେ ଦିନକୁ ଦିନ କରୋନା…

ଖୁସି ଖବର: ମାଇକ୍ରୋସଫ୍ଟ ଟ୍ରାସଲେଟରରେ ଓଡିଆ

ଭୁବନେଶ୍ୱର,୧୪ ।୮(ଓଡିଶା ଭାସ୍କର): ମାଇକ୍ରୋସଫ୍ଟ ପକ୍ଷରୁ ଓଡିଆଙ୍କ ପାଇଁ ଆସିଛି ଏକ ଖୁସି ଖବର ।ଏଣିକି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପରେ ଉପଲବ୍ଧ ହେବ ଓଡିଆ ଭାଷା । ମାଇକ୍ରୋସଫ୍ଟ ଅଫିସରେ ମଧ୍ୟ ଏହି ଅନୁବାଦ…

ଲାଲ କିଲ୍ଲାରେ କାଲି ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ୭ଟା ୩୦ରେ ପତାକା ଉତ୍ତୋଳନ

ନୂଆଦିଲ୍ଲୀ,୧୪ ।୮: ସ୍ୱାଧୀନତା ଦିବସ ସମାରୋହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମର ଚୂଡାନ୍ତ ହୋଇଛି । କମ ଲୋକରେ ଏବଂ ସାମାଜିକ ଦୂରତା ଅବଲମ୍ବନ କରି ଚଳିତ ବର୍ଷ ଦେଶବାସୀ ଏହି ଦିନକୁ ପାଳନ…