fbpx
Browsing Category

Top Stories

ଗାଡି ଚଳାଇବା ବେଳେ ମୋବାଇଲରେ ଗପିବା ଏବେ ପଡିବ ମହଙ୍ଗା! ଜାଣନ୍ତୁ ନୂଆ ଟ୍ରାଫିକ୍ ନିୟମ

ଗାଡି ଚଳାଇବା ବେଳେ ଏବେ ମୋବାଇଲରେ ଗପିବା ଆପଣଙ୍କୁ ପଡିବ ମହଙ୍ଗା । ଉତ୍ତରପ୍ରଦେଶ ମୋଟରଯାନ ନିୟମାବଳୀ ଅନୁସାରେ ନୂଆ ନିୟମ ଏନେଇ ଜାରି କରାଯାଇଛି । ନୂଆ ନିୟମ ଅଧିନରେ ଏବେ ଗାଡି ଚଳାଇବା ବେଳେ ଫୋନରେ କଥା ହେଲେ ୧୦…

ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲା, ପିପୁଲ ଫର ସେବାର ୩ ସଦ୍ୟସଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

ଭୁବନେଶ୍ୱର,୩୧ା୭(ଓଡ଼ିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କିଛି ଦିନ ବିତିଗଲାଣି । କିନ୍ତୁ ଏହି ମାମଲାର ପର୍ଦ୍ଦାଫାସ ଏପର୍ଯ୍ୟନ୍ତ ହୋଇପାରି ନାହିଁ । ତେଣୁ ଗତକାଲି ପୋଲିସ ଡିଜି ଅଭୟ ଏହି ମାମଲାର…

ରାଜ୍ୟରେ ଆଉ ୮ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୩୧ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୪୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୮ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୪ଜଣ, ନୟାଗଡ଼, ଖୋର୍ଦ୍ଧା, ଗଜପତି ଓ…

ବଡ଼ ଖବର: ରାଜ୍ୟର ୨୯ ଜିଲ୍ଲାରୁ ୧୪୯୯ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର,୩୧ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୯ ଜିଲ୍ଳାରୁ ୧୪୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୧୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫୮୫ ଜଣ ସ୍ଥାନୀୟ ଅଞ୍ଚଳରୁ…

ଲାଞ୍ଚ ମାଗି ଏଏସଆଇ ନିଲମ୍ବିତ

ଅନୁଗୁଳ, ୩୧ା୭(ଓଡ଼ିଶା ଭାସ୍କର): ଅନୁଗୁଳ ସ୍ଥିତ ରେଙ୍ଗାଲି ଥାନା ଏଏସଆଇ କାର୍ତ୍ତିକ ବେହେରା ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବନ କରିଛନ୍ତି ଏସପି ଜଗମୋହନ ମିନା । ସୂଚନା ଯୋଗ୍ୟ ଯେ ଘରୋଇ କଳି ସମାଧାନ ପାଇଁ ସେ…

ପ୍ରତିଦିନ ରେକର୍ଡ଼ ଭାଙ୍ଗୁଚି କରୋନା: ଗୋଟିଏ ଦିନରେ ୫୫,୦୭୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୩୧ା୭: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ଘଣ୍ଟାରେ ୫୫,୦୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୭୯ ଜଣଙ୍କ ମୃତ୍ୟୁ…

ଭଦ୍ରକ: ୪୮ ଘଂଟିଆ ସଟଡାଉନରେ ମିଳିବ ଅତ୍ୟାବଶ୍ୟକ ସେବା

ଭଦ୍ରକ,୩୧/୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଥିବା ବେଳେ ଏନେଇ ଅଧିକ ସଂକ୍ରମିତ ଅଞ୍ଚଳରେ କଟକଣା ଲାଗୁ କରାଯାଉଛି। ସେହିପରି ଆଜିଠାରୁ ୪୮ ଘଂଟିଆ ସଂପୂର୍ଣ୍ଣ ସଟଡାଉନ୍ ହେବ ଭଦ୍ରକ…

ଆଜିଠୁ ରାଉରକେଲା ଆଇଜିଏଚରେ କାର୍ଯ୍ୟକ୍ଷମ ହେବ ପ୍ଲାଜମା ଥେରାପି

ଭୁବନେଶ୍ୱର,୩୧/୭(ଓଡିଶା ଭାସ୍କର):  ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଶା ବଢ଼ାଇଛି ପ୍ଲାଜମା ଥେରାପି । ପ୍ଲାଜମା ଥେରାପି ଦ୍ୱାରା କରୋନା ଆକ୍ରାନ୍ତ ସୁସ୍ଥ…