fbpx
Browsing Category

Top Stories

ବଡ଼ ଖବର: ରାଜ୍ୟରେ ଆଜି ଆଉ ୧୬୦୨ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୯ ଜିଲ୍ଳାରୁ ୧୬୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୬୦୯ ଜଣ ସ୍ଥାନୀୟ ଅଞ୍ଚଳରୁ…

ଗୋଟିଏ ଦିନରେ ୭୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧ା୮: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ଦେଶରେ ୫୭,୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୬୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ…

ଆଜିଠୁ ୩ ଦିନ ପାଇଁ ସଟଡ଼ାଉନ ରହିବ ରାଜ୍ୟର ଏହି ଜିଲ୍ଲା

ବରଗଡ଼, ୧/୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସତକର୍ତା ଦୃଷ୍ଟିରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ…

ପୁରୀ ମୁଖ୍ୟ ଚିକିତ୍ସାଳୟର ଗାଇନିକ୍ ବିଭାଗ OT ସିଲ୍

ପୁରୀ,୧/୮(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ତୀବ୍ର ଭାବେ ବଢି ବଢି ଚାଲିଛି। ଏନେଇ ରାଜ୍ୟରେ ନୂଆ ଗାଇଡ଼ଲାଇନ ମଧ୍ୟ ଜାରି କରିଛନ୍ତି ସରକାର। ଏହାରି ମଧ୍ୟରେ  ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ…

କରୋନା ମୁକାବିଲା ପାଇଁ ଆପଣାନ୍ତୁ ହଳଦୀ ମିଶା କ୍ଷୀର

ସବୁଆଡେ ଏବେ କରୋନା ଭୟ। ଏହାର ମୁକାବିଲା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଯଦି ଆପଣ ବି କରୋନା ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଚାହୁଁଛନ୍ତି, ତେବେ ହଳଦୀ ମିଶା କ୍ଷୀର ସେବନ…

ଖଜୁରୀରେ ରହିଥିବା ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

ଖଜୁରୀ ଖାଇବାକୁ ପାଟିକୁ ବହୁତୁ ଭଲ ଲାଗିଥାଏ। ଖଜୁରୀ ବଜାରରେ ଅତି ସହଜରେ ମିଳି ଯାଇଥାଏ। ଖଜୁରୀରେ ଆଚାର ମଧ୍ୟ କରା ଯାଇଥାଏ। ତେବେ ଏହା ଖାଲି ପାଟିକୁ ଯେ ସୁଆଦିଆ ଲାଗିଥାଏ ଏହା ନୁହେଁ ଶରୀର ପାଇଁ ମଧ୍ୟ ବେଶ ଉପକାରୀ…

ଖୁସି ଖବର: ରାଜ୍ୟରେ ଆଉ ୭୭୨ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୩୧ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ରାଜ୍ୟରେ ଅଗଷ୍ଟ ମାସ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ ରହିଛି କଟକଣା?

ଭୁବନେଶ୍ୱର,୩୧ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ସଙ୍କଟ ଲାଗିରହିଥିବା ବେଳେ ଆସିଲା ନୂଆ ଗାଇଡଲାଇନ୍ । ଅଗଷ୍ଟ ୧ରୁ ୩୧ ଯାଏଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଅନଲକ୍ ୩କୁ ନେଇ…

ପୁଣି ବଢିଲା ଜରିମାନା: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୩୧ ।୭(ଓଡିଶା ଭାସ୍କର): ଗୀତଗୋବିନ୍ଦ ସଦନରେ ଆଜି ରାଜ୍ୟର କରୋନା ଅପଡେଟ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ କହିଛନ୍ତି ଯେ, ଜୀବନ ବଞ୍ଚାଇବା ଓ ଭିତ୍ତିଭୂମି ପ୍ରସ୍ତୁତ କରିବା ଆମର ଲକ୍ଷ୍ୟ…