fbpx
Browsing Category

Top Stories

କରୋନା ପାଇଁ ମୁକୁଳିଲେ କଏଦୀ

ଭୁବନେଶ୍ୱର, ୨୯ା୭(ଓଡ଼ିଶା ଭାସ୍କର): କରୋନା ପାଇଁ ଜେଲରୁ ମୁକୁଳିଛନ୍ତି ୧୬,୭୮୯ କଏଦୀ । ୩୦ଜିଲ୍ଲାର ୮୭ଜେଲରୁ ମୁକୁଳିଛନ୍ତି କଏଦୀ । ଏମାନଙ୍କ ମଧ୍ୟରେ ୧୬,୬୩୯ ବିଚାରଧୀନ ଓ ୧୫୦ଜଣ ସଜ୍ଜା କାଟୁଥିବା କଏଦୀ ରହିଛନ୍ତିି…

ଏଚଆରଡ଼ି ମନ୍ତ୍ରାଳୟର ନାମରେ ପରିବର୍ତ୍ତନ

ନୂଆଦିଲ୍ଲୀ, ୨୯ା୭(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକ ଶେଷ ହୋଇଛି । ସେହି କେନ୍ଦ୍ର କ୍ୟାବିନେଟ ବୈଠକରେ ନୂଆ ଶିକ୍ଷା ନୀତିକୁ ମଞ୍ଜୁରି ମିଳିଛି…

କ୍ୱାରେଣ୍ଟାଇନରେ ବିଜେଡ଼ି ବିଧାୟକ ଅମର ଶତପଥୀ

ଭୁବନେଶ୍ୱର, ୨୯ା୭(ଓଡ଼ିଶା ଭାସ୍କର): ବିଜେଡ଼ି ବିଧାୟକ ଅମର ଶତପଥୀଙ୍କ ସରକାରୀ ବାସଭବନରେ ପହଞ୍ଚିଛି କରୋନା । ବିଧାୟକଙ୍କ ପିଏସଓ, ଡ୍ରାଇଭର ଓ ଦୁଇ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ନେଇ ସୂଚନା ରହିଛି । ତେଣୁ…

ମାଲକାନଗିରି ପୁଣି ୪ ଦିନିଆ ସଟଡାଉନ

ମାଲକାନଗିରି, ୨୯ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବିଭିନ୍ନ ଜିଲ୍ଲାରେ କରୋନା ମୁକାବିଲା ନେଇ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି…

ରାଜ୍ୟରେ ଆଜି ୫ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ୨୯ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୦୬୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି ।…