fbpx
Browsing Category

Top Stories

ବିଜେପିରେ ମିଶିବେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ

ନୂଆଦିଲ୍ଲୀ,୨୯ ।୧: ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଆଜି ଭାରତୀୟ ଜନତା ପାଟି ବା ବିଜେପିରେ ମିଶିପାରନ୍ତି । ସୂତ୍ରରୁ ମିଳିଥିବା ଖବର ମୁତାବକ, ଆଉ କିଛି ସମୟ ମଧ୍ୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପୀ ନଡ୍ଡା…

ପ୍ରଥମେ ବ୍ୟାଟିଂ କରିବ ଭାରତ

ହାମିଲଟନ,୨୯ ।୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ଆଜି ହାମିଲଟନରେ ଖେଳାଯିବ । ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ଏହି କ୍ରମରେ ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ…

ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ଗଞ୍ଜାମ ତପ୍ତପାଣି ଘାଟିରେ ବସ୍ ଓଲଟି ୮ ଜଣଙ୍କର ମୃତୁ ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ପରଲୋକରେ ଶାହରୁଖ ଖାନଙ୍କ ଭଉଣୀ

ମୁମ୍ବାଇ,୨୯ ।୧: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ଘରେ ଦୁଃଖର ବାଦଲ ଖେଳିଯାଇଛି । ଶାହରୁଖଙ୍କ ସମ୍ପର୍କୀୟ ଭଉଣୀ ନୂର ଜହାଁଙ୍କର ଗତ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି । ନୂରଙ୍କ ଛୋଟ ଭାଇ ମଂସୁର ଏନେଇ ଖବର ଦେଇଛନ୍ତି ।…

ଏବେ ଫାଶୀ ସୁନିଶ୍ଚିତ, ମୁକେଶ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

ନୂଆଦିଲ୍ଲୀ,୨୯ ।୧: ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ମୁକେଶ କୁମାର ସିଂହକୁ ଲାଗିଛି ଝଟକା । ମୁକେଶର ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ରାଜକ୍ଷମା ଖାରଜ ହେବା…

କୁହୁଡି ପାଇଁ ଘଟିଛି ଦୁର୍ଘଟଣା, ଖୁବଶୀଘ୍ର ହେବ ତଦନ୍ତ : ମନ୍ତ୍ରୀ ପଦ୍ମନାଭ

ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ଗଞ୍ଜାମ ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ ଗୁରୁତରଙ୍କୁ ଦିଗପହଣ୍ଡି ଓ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।…