fbpx
Browsing Category

Top Stories

ମୁମ୍ବାଇରେ ଛାଇଗଲା ଅନ୍ଧାର, ଓଡିଶାରେ ଦେଖାଗଲା ବର୍ଷର ପ୍ରଥମ ସୂର୍ଯ୍ୟପରାଗ

ବର୍ଷର ସବୁଠାରୁ ବଡ ଦିନ ଅର୍ଥାତ୍ ଆଜି ଜୁନ୍ ୨୧ରେ ସୂର୍ଯ୍ୟପରାଗ ଲାଗିବା ଆରମ୍ଭ ହୋଇସାରିଛି । ୨୫ ବର୍ଷ ପରେ ପ୍ରଥମ ଥର ପାଇଁ ବିଶାଳାକାୟ ସୂର୍ଯ୍ୟପରାଗ ବା ରିଙ୍ଗ ପରି ଦୃଶ୍ୟ ହୋଇଛି । ସୂର୍ଯ୍ୟଗ୍ରହଣ ସମୟରେ ଭାରତର…

୨୪ ଘଣ୍ଟାରେ ୧୫ ହଜାର ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ,୨୧ ।୬: ଦେଶରେ କରୋନା ମହାମାରୀ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩ ହଜାର ୨୫୪କୁ ବୃଦ୍ଧି ପାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୦ହଜାର ୪୬୧ ହୋଇଛି…

ବର୍ଷା ଦିନେ ଏହି ଖାଦ୍ୟଠାରୁ ଦୁରେଇ ରୁହନ୍ତୁ, ନଚେତ ଭୋଗି ପାରନ୍ତି ଦୁର୍ଦ୍ଦଶା

ବର୍ଷାଦିନେ ଖାଦ୍ୟପେୟରେ ବିଶେଷ ଧ୍ୟାନ ଦେବା ଦରକାର, ନଚେତ ଅନେକ ସଂକ୍ରମଣ ରୋଗ ହେବାର ଆଶଙ୍କା ଥାଏ । ପାଣିପାଗ ପରିବର୍ତ୍ତନ ସାଙ୍ଗକୁ ଖାଦ୍ୟକୁ ନେଇ ଜ୍ୱର, ଜଣ୍ଡିସ୍ ଭଳି ରୋଗ ଅନେକ ସଂଗ୍ରାମ ରୋଗ ହୋଇଥାଏ । ଏନେଇ…

ଆସିଲା ମହାମାରୀ କରୋନାରୁ ବଞ୍ଚିବା ଔଷଧ, ଜାଣନ୍ତୁ ଏହାର ଦାମ

ନୂଆଦିଲ୍ଲୀ, ୨୧/୬: ସାରାଦେଶରେ ହଇଚଇ ସୃଷ୍ଟି କରିଛି ମହାମାରି କରୋନା ଭାଇରସ। ଏହାରି ମଧ୍ୟରେ ଆଜି କରୋନା  ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି। କରୋନା ଭୂତାଣୁର ଔଷଧ ବାହାରିଥିବା ସୂଚନା ମିଳିଛି। ଭାରତୀୟ…

ଅନ୍ତର୍ଜାତୀୟ ଯୋଗ ଦିବସରେ ମୋଦିଙ୍କ ବାର୍ତ୍ତା- ‘କୋରୋନାକୁ ହରାଇବା ପାଇଁ ଯୋଗ ସହାୟକ ହେବ’

ନୂଆଦିଲ୍ଲୀ,୨୧/୬: ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ସବୁ ବର୍ଷ ବହୁ ଆଡମ୍ବରରେ ଏହି ଦିବସ ପାଳନ କରାଯାଏ। କିନ୍ତୁ ଚଳିତବର୍ଷ କରୋନା ସଙ୍କଟ ଯୋଗୁ ଇଲୋକ୍ଟ୍ରୋନିକ୍ସ ଓ ଡିଜିଟାଲ ପ୍ଲାଟଫର୍ମରେ ଯୋଗ ଦିବସ ପାଳନ…

ଆଜି କିପରି କଟିବ ଆପଣଙ୍କ ଦିନ, ଜାଣନ୍ତୁ ରାଶିଫଳ (୨୧ା୬ା୨୦୨୦, ରବିବାର)

ମେଷ :- ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବୃଷ…

ମୁଖ୍ୟମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି, ଜାଣନ୍ତୁ କାହିଁକି

ପୁରୀ,୨୦/୬(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ପ୍ରସିଦ୍ଧ ରଥଯାତ୍ରାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ରଥଯାତ୍ରା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି…

କଠୁଆରେ ପାକିସ୍ତାନୀ ଗୁପ୍ତଚର ଡ୍ରୋନ୍‌ ଧରାଶାୟୀ

ଜମ୍ମୁକାଶ୍ମୀରର କଠୁଆରେ ପାକିସ୍ତାନୀ ଗୁପ୍ତଚର ଡ୍ରୋନ୍‌ ଧରାଶାୟୀ ହୋଇଛି । ହୀରାନଗର ସେକ୍ଟରରେ ଡ୍ରୋନ୍‌କୁ ଖସାଇ ତଳେ ପକାଇଦେଲେ BSF ଯବାନ । ଡ୍ରୋନ୍‌ରୁ ରାଇଫଲ, ୨ ମାଗାଜିନ, ୭ ଗ୍ରେନେଡ, ୬୦ ଗୁଳି ଜବତ ହୋଇଛି ।…