fbpx

କଠୁଆରେ ପାକିସ୍ତାନୀ ଗୁପ୍ତଚର ଡ୍ରୋନ୍‌ ଧରାଶାୟୀ

ଜମ୍ମୁକାଶ୍ମୀରର କଠୁଆରେ ପାକିସ୍ତାନୀ ଗୁପ୍ତଚର ଡ୍ରୋନ୍‌ ଧରାଶାୟୀ ହୋଇଛି । ହୀରାନଗର ସେକ୍ଟରରେ ଡ୍ରୋନ୍‌କୁ ଖସାଇ ତଳେ ପକାଇଦେଲେ BSF ଯବାନ । ଡ୍ରୋନ୍‌ରୁ ରାଇଫଲ, ୨ ମାଗାଜିନ, ୭ ଗ୍ରେନେଡ, ୬୦ ଗୁଳି ଜବତ ହୋଇଛି । ଅନ୍ତର୍ଜାତୀୟ ସୀମାଠୁ ମାତ୍ର ୨୫୦ ମିଟର ଦୂରରେ ଠାବ ହୋଇଛି ରହି ଡ୍ରୋନ୍‌ । ପାକିସ୍ତାନୀ ଏଜେଣ୍ଟଙ୍କ ନିକଟକୁ ଅସ୍ତ୍ରଶସ୍ତ୍ର ପଠାଯାଉଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.