Browsing Category

Top Stories

ସେପ୍ଟେମ୍ବର ୧୦ରେ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ ହେବ ରାଫେଲ ବିମାନ

ନୂଆଦିଲ୍ଲୀ, ୨୮ା୮: ଆସନ୍ତା ମାସ ୧୦ତାରିଖ ଦିନ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ରାଫେଲ ବିମାନ ସାମିଲ ହେବ । ରାଫେଲ ବିମାନର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି କାର୍ଯ୍ୟକ୍ରମରେ…

ଜାପାନ ପ୍ରଧାନମନ୍ତ୍ରୀ ପଦରୁ ସିଞ୍ଜୋ ଆବେଙ୍କ ଇସ୍ତଫା

ଟୋକିଓ ,୨୮ ।୮: ଜାପାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସିଞ୍ଜୋ ଆବେ । ଇସ୍ତଫା ନେଇ ସମ୍ବାଦ ସରବରାହ ସଂସ୍ଥା ରଏଟରରୁ ସୂଚନା ମିଳିଛି । ଦୀର୍ଘଦିନ ଧରି ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବାରୁ ଇସ୍ତଫା…

ଘୁଞ୍ଚିଲା OAS ମୁଖ୍ୟ ପରୀକ୍ଷା

ଭୁବନେଶ୍ୱର ,୨୮ ।୮(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ସେପ୍ଟେମ୍ବରରେ ହେବାକୁ ଥିବା ଓଏଏସ ପରୀକ୍ଷା ଘୁଞ୍ଚିଯାଇଛି । ନଭେମ୍ବରରେ ଓଏଏସ ମୁଖ୍ୟ ଲିଖିତ ପରୀକ୍ଷା ହେବାର ସମ୍ଭାବନା ରହିଛି । ତେବେ ପରୀକ୍ଷା…

ନିଟ୍ ପରୀକ୍ଷା ବାତିଲ ପାଇଁ ୬ ରାଜ୍ୟର ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ, ୨୮ା୮: ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ସଂଖା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ କୌଣସି ପରୀକ୍ଷା ହୋଇପାରୁ ନାହିଁ । କିନ୍ତୁ ପରୀକ୍ଷା ନହେଲେ ଛାତ୍ରଛାତ୍ରୀଙ୍କ କ୍ୟାରିଅର ଉପରେ ବେଶ ପ୍ରଭାବ ପଡ଼ିବ ।…

ହୀରାକୁଦର ୩୨ଟି ଗେଟ୍ ଖୋଲା

ସମ୍ବଲପୁର, ୨୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଛି । ତେଣୁ ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍…

ସମାଜ ସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ନୂଆ ମୋଡ଼, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ ବିଦ୍ୟାଶ୍ରୀ

ଭୁବନେଶ୍ୱର, ୨୮ା୮(ଓଡ଼ିଶା ଭାସ୍କର): ସମାଜ ସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ନୂଆ ମୋଡ଼ । ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ଏହି ମାମଲାର ସିବିଆଇ ତଦନ୍ତ ନେଇ ସେ…

ସିଲିଣ୍ଡର ସହ ‘ସାପ’ର ହୋମ୍ ଡେଲିଭରି

ଯଦି ଆପଣ ଆଜିକାଲି ଏଲପିଜି ଗ୍ୟାସ ସିଲିଣ୍ଡରର ହୋମ୍ ଡେଲିଭରି ନେଉଛନ୍ତି, ତେବେ ସାବଧାନ୍ ହୁଅନ୍ତୁ । ଏଣିକି ସିଲିଣ୍ଡର ସହ ସାପ ବି ହୋମ୍ ଡେଲିଭରି ହେଇଯାଉଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, ଯାହାକି ହରିୟାଣାର…

ମହାନଦୀରେ ଆସୁଛି ବଡ଼ ବନ୍ୟା: ୫ଜିଲ୍ଲା ବେଶି ପ୍ରଭାବିତ ହେବା ଆଶଙ୍କା, ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଭୁବନେଶ୍ୱର, ୨୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପାଇଁ ପ୍ରବଳ ବର୍ଷା ହେଉଛି । ତେଣୁ ବନ୍ୟା ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି । ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା…

ବଡ଼ ଖବର, ୟୁଜି ଓ ପିଜି ଶେଷବର୍ଷ ପରୀକ୍ଷା ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୮ା୮: ୟୁଜି ଓ ପିଜି ପରୀକ୍ଷା ନେଇ ଆସିଲା ବଡ଼ ଖବର । ସେପ୍ଟେମ୍ବର ଶେଷ ସୁଦ୍ଧା ୟୁଜି ଓ ପିଜି ପରୀକ୍ଷା ହେବ । ପରୀକ୍ଷା ବାତିଲ ନେଇ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଛନ୍ତି ।…

ରାଜ୍ୟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, ଆଜି ଆଉ ୮ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର, ୨୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୩୬୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଳାରୁ ୨ଜଣ ଲେଖାଏଁ, ବରଗଡ଼,…