fbpx
Browsing Category

Top Stories

ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଲେ ସାବିତ୍ରୀ ରଥ

ଭୁବନେଶ୍ୱର, ୯ା୬(ଓଡ଼ିଶା ଭାସ୍କର): ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ସାବିତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ…

ଅପରାହ୍ନ ୪ଟା ୪୫ ସୁଦ୍ଧା ୧୩ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୯ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି । ଏହାସହ ସ୍ଥାନେ ସ୍ଥାନେ କାଳବୈଶାଖୀ ହେଉଛି । ଏହାରି ମଧ୍ୟରେ ଅପରାହ୍ନ ୪ଟା ୪୫ ସୁଦ୍ଧା ୧୩ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା…

ଭୁବନେଶ୍ୱରରେ ୪ କରୋନା ପଜିଟିଭ୍, ଜାଣନ୍ତୁ ଆକ୍ରାନ୍ତମାନେ କେଉଁ ଅଞ୍ଚଳର

ଭୁବନେଶ୍ୱର, ୯ା୬(ଓଡ଼ିଶା ଭାସ୍କର): ଆଜି ଚିହ୍ନଟ ହୋଇଥିବା ୧୪୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରରେ ୪ ଜଣ ବୋଲି ଜଣାପଡ଼ିଛି । ୪ଜଣଙ୍କ ମଧ୍ୟରୁ ୩ଜଣ ଯୁବକ ଓ ଜଣେ ଯୁବତୀ ଅଛନ୍ତି । ସମସ୍ତ ଆକ୍ରାନ୍ତ…

ବିଶିଷ୍ଟ ଡାକ୍ତର ସନାତନ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୯ା୬(ଓଡ଼ିଶା ଭାସ୍କର): ବିଶିଷ୍ଟ ଡାକ୍ତର ସନାତନ ରଥଙ୍କ ଆଜି ପରଲୋକ ଘଟିଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି । ନ୍ୟୁରୋସର୍ଜନ ଭାବେ ଡାକ୍ତର ରଥ ବେଶ ଜଣାଶୁଣା ଥିଲେ…

ସଟଡ଼ାଉନ ସମୟରେ ଘରେ ବସି ବୋର୍ ହେଉଛନ୍ତି କି, ସୁନ୍ଦର ତ୍ୱଚା ଓ କେଶ ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

କରୋନା ସତର୍କତା ପାଇଁ ଜୁନ ମାସର ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ସଟଡ଼ାଉନ ରହିବ । ଶନିବାର ଓ ରବିବାର ଘରେ ରହି ବୋର ଲାଗୁଥିଲେ, ଏହି ସମୟରେ ବ୍ୟସ୍ତତା ଭିତରେ ଅବହେଳା କରୁଥିବା ତ୍ୱଚା ଓ କେଶର ଯତ୍ନ ପାଇଁ ଆପଣ…

ଆଜିଠାରୁ ୧୫ଦିନରେ ସବୁ ପ୍ରବାସୀଙ୍କୁ ଘରେ ପହଞ୍ଚାଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୯ା୬: ବହୁ ପ୍ରବାସୀ ନିଜ ରାଜ୍ୟ ବାହାରେ ଫସି ରହିଛନ୍ତି । ତେଣୁ ପ୍ରବାସୀ ଶ୍ରମିକଙ୍କୁ ନେଇ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପ୍ରବାସୀ ଶ୍ରମିକଙ୍କ ନାମ ପଞ୍ଜିକରଣ ହେଉ ବୋଲି…