fbpx
Browsing Category

Top Stories

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୬ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୯୭୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୧୨୦ କରୋନା ଆକ୍ରାନ୍ତଙ୍କ…

କରୋନା ଭାଇରସ୍, ଦେଶରେ ଆରୋଗ୍ୟ ହାର ୫୦ % ଉପରେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୬ା୬: କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଠିକ ସମୟରେ ଠିକ ନିଷ୍ପତ୍ତି ଦ୍ୱାରା କରୋନା…

LAC ରେ ଉତ୍ତେଜନା: ସଫା ହେଲେ ଚୀନର ୫ ସୈନିକ, ଲୁହା ଛଡ ଓ ପଥରରେ କରିଥିଲେ ଆକ୍ରମଣ

ଭାରତ ଓ ଚୀନ୍ ମଧ୍ୟରେ ବହୁତ ସମୟ ଧରି ଲଦାଖରେ ଚାଲିଥିବା ବିବାଦ ଏବେ ଭୟଙ୍କର ରୂପ ନେଇଛି । ଏହାରି ମଧ୍ୟରେ ଆଜି ଲଦାଖର ଗଲୱାନ ଉପତ୍ୟକାରେ ଭାରତ-ଚୀନ୍ ଯବାନ୍ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ଭାରତର ଜଣେ…

‘ସୁଶାନ୍ତ ଯଦି କରିପାରିଲେ, ମୁଁ କାହିଁକି ନୁହେଁ’ ଲେଖି ଆତ୍ମହତ୍ୟା କଲେ ପ୍ରତିଭାବାନ୍ ଛାତ୍ର

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଦେଶ ଚକିତ କରିଥିବା ବେଳେ ସେ କାହିଁ ଏପରି କଲେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ଏବେ ଉତ୍ତରପ୍ରଦେଶ ବରେଲିରେ ପଢୁଥିବା ଜଣେ ଛାତ୍ର…

ଭୁବନେଶ୍ୱରରୁ ଆଜି ୫ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର, ୧୬ା୬(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ୧୦୮ ପଜିଟିଭ୍ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ କରୋନା ଆକ୍ରାନ୍ତ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରୁ ୩ଜଣ…

ଆସନ୍ତା ୧୮ରେ ରଥଯାତ୍ରା ଶୁଣାଣି

ପୁରୀ, ୧୬ା୬(ଓଡ଼ିଶା ଭାସ୍କର): ଆସନ୍ତା ଜୁନ ୨୩ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ସଂକ୍ରମଣ ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରଥଯାତ୍ରା ହେବ କି ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ…

କାହିକିଁ ଆତ୍ମହତ୍ୟା କରିଥିଲେ ସୁଶାନ୍ତ? ମରିବାର କିଛି ଘଣ୍ଟା ପୂର୍ବରୁ ନିଜେ କହିଥିଲେ କାରଣ

ବଲିଉଡ ଜଗତର ସଫଳ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ ୧୪ ଜୁନରେ ବାନ୍ଦ୍ରାସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । କିନ୍ତୁ ମୃତ୍ୟୁ ପଛର ପ୍ରକୃତ କାରଣ…