fbpx
Browsing Category

Top Stories

ପ୍ରବାସୀ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ

ଭୁବନେଶ୍ୱର, ୧୫ା୧(ଓଡ଼ିଶା ଭାସ୍କର): ୧୧ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ପାଇଁ ପ୍ୟାକେଜ ଘୋଷଣା କରାଯାଇଛି । ଏହି ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧ ଜିଲ୍ଲାଗୁଡ଼ିକ ହେଉଛି ବଲାଙ୍ଗୀର,…

ନିଲମ୍ବିତ ହେଲେ କୋରାପୁଟ ଡିଇଓ

ଜୟପୁର,୧୫ ।୧(ଓଡିଶା ଭାସ୍କର): ଶିକ୍ଷକ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ବା ଡିଇଓ ପ୍ରମୋଦ ପଣ୍ଡା ଆଜି ନିଲମ୍ବିତ ହୋଇଛନ୍ତି । ରାଜ୍ୟ ଶିକ୍ଷା ବିଭାଗ ପ୍ରମୋଦଙ୍କୁ ନିଲମ୍ବିତ…

ମାଲକାନଗିରିରେ ୫-ଟି ଛାଟ, ନିଲମ୍ବିତ ହେଲେ DSWO ଓ CDPO

ମାଲକାନଗିରି,୧୫ ।୧(ଓଡିଶା ଭାସ୍କର): ମାଲକାନଗିରିରେ ଲାଗିଲା ରାଜ୍ୟ ସରକାର ୫-ଟି ଛାଟ । ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହେଲେ ମାଲକାନଗିରି ଡିଏସଡବ୍ଲୁ ଓ ସିଡିପିଓ । ଏମାନଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର ।…

ପୁଣି ବାଗଦାଦରେ ରକେଟ୍ ମାଡ

ବାଗଦାଦ,୧୫ ।୧: ଇରାନ ଓ ଆମେରିକା ମଧ୍ୟରେ ଶତ୍ରୁତା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପୁଣି ଇରାକରେ ଥିବା ଆମେରିକା ସୈନ୍ୟ ଶିବିର ଉପରେ ଆକ୍ରମଣ ହୋଇଛି । ବାଗଦାଦର ଆମେରିକା ସୈନ୍ୟ ଠିକଣା ଉପରେ ରକେଟ୍…

ଶୋଚନୀୟ ଭାବେ ପରାସ୍ତ ହେଲା ଭାରତ

ମୁମ୍ବାଇ, ୧୪ା୧: ଭାରତ- ଅଷ୍ଟ୍ରେଲିଆ ଆଜି ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଛି । ପ୍ରଥମ ଦିନିକିଆରେ ୧୦ ୱିକେଟରେ ଜିତିଛି ଅଷ୍ଟ୍ରେଲିଆ । ଫିଞ୍ଚ୧୧୦…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଇଏଏସ ବିଜୟ କେତନ

କଟକ, ୧୪ା୧(ଓଡ଼ିଶା ଭାସ୍କର): ଆଇଏଏସ ବିଜୟ କେତନ ଉପାଧ୍ୟାୟ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଭିଜିଲାନ୍ସ କୋର୍ଟ ଜାମିନ ଆବେଦନ ଖାରଜ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜୟ । ଗତକାଲି ଭୁବନେଶ୍ୱର…

ଆସନ୍ତାକାଲି ବନ୍ଦ ରହିବ ବ୍ୟାଙ୍କ୍

ଭୁବନେଶ୍ୱର, ୧୪ା୧(ଓଡ଼ିଶା ଭାସ୍କର): ମକର ସଂକ୍ରାନ୍ତୀ ହିନ୍ଦୁମାନଙ୍କର ଏକ ବଡ଼ ପର୍ବ । ଆସନ୍ତାକାଲି ମକରସଂକ୍ରାନ୍ତୀ ଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଆସନ୍ତାକାଲି ବ୍ୟାଙ୍କ ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି ।…

ନୂଆଦିଲ୍ଲୀ ଆସନରୁ ଲଢ଼ିବେ କେଜରିୱାଲ

ନୂଆଦିଲ୍ଲୀ, ୧୪ା୧: ଆସନ୍ତା ବିଧାନସଭା ନିର୍ବାଚନରେ ନୂଆଦିଲ୍ଲୀ ବିଧାନସଭା ଆସନରୁ ଲଢ଼ିବେ ଆମ ଆଦମି ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ମଙ୍ଗଳବାର ଆମ ଆଦମି ପାର୍ଟି ପକ୍ଷରୁ ବିଧାନସଭା…

ସବୁ ରାସ୍ତା ବନ୍ଦ୍, ନିରୁପାୟ ମୁକେଶ ରାଷ୍ଟ୍ରପତିଙ୍କୁ ମାଗିଲା ରାଜକ୍ଷମା

ନୂଆଦିଲ୍ଲୀ, ୧୪ା୧: ନିର୍ଭୟା ମାମଲାରେ ଆଜି କ୍ୟୁରେଟିଭ ପିଟିସନ ଆବେଦନ ଉପରେ ଶୁଣାଣି ହୋଇଥିଲା । ଚାରି ଦୋଷୀଙ୍କ ମଧ୍ୟରୁ ଦୁଇ ଦୋଷୀ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲେ । ବିନୟ ଓ ମୁକେଶ ଆବେଦନ କରିଥିଲେ କ୍ୟୁରେଟିଭ…