Browsing Category
Top Stories
ଶିକ୍ଷା ବଞ୍ଚାଅ-ଓଡ଼ିଶା ବଞ୍ଚାଅ; ଶ୍ରେଣୀ ଗୃହ ଶିକ୍ଷାଦାନ ଆରମ୍ଭ ଦାବି
ଭୁବନେଶ୍ୱର(ଓଡ଼ିଶା ଭାସ୍କର):କରୋନା ମହାମାରୀ ଆଳରେ ଗତ ୨୦୨୦ମାର୍ଚ୍ଚ ମାସଠାରୁ ସମଗ୍ର ଦେଶରେ ଶିକ୍ଷା ଵ୍ୟଵସ୍ଥାକୁ ସମ୍ପୁର୍ଣ୍ଣ ଧ୍ଵଂସ ସ୍ତୁପରେ ପରିଣତ କରାଯାଇଥିଵା ଵେଳେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲି ତୁରନ୍ତ…
ପଦକ ବିଜେତା ଆଥଲେଟଙ୍କୁ ଆପ୍ୟାୟିତ କଲେ ରାମନାଥ କୋବିନ୍ଦ
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଅଲିମ୍ପିକ୍ସ ପଦକ ବିଜେତା ଆଥଲେଟଙ୍କୁ ଆପ୍ୟାୟିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନର ହାଇଟିରେ ଏହି ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ ଓ…
ବୈଜ୍ଞାନିକ ଓ ମହିଳା ଦଳକୁ ରାଷ୍ଟ୍ରପତିଙ୍କ ପ୍ରଶଂସା; ଜାଣନ୍ତୁ କଣ କହିଲେ
ନୂଆଦିଲ୍ଲୀ: ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ପରାଧିନତାରୁ…
ପଶ୍ଚିମ ହାଇତିରେ ୭.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ
ନୂଆଦିଲ୍ଲୀ: ଶନିବାର ୱେଷ୍ଟର୍ଣ୍ଣ ହାଇତିରେ ୭.୦ ତିବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ପେଟିଟି ଟ୍ରୋଉ ଡେ ନିପ୍ସ ଠାରୁ ୮ କିମି ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି । ଯାହାର ଗଭୀରତା ୧୦ କିମି ପର୍ଯ୍ୟନ୍ତ…
whatsapp ଡେଲିଭରୀ ସ୍କାମ୍; ମିନିଟରେ ଖାଲି ହୋଇଯିବା ଆକାଉଣ୍ଟ
ନୂଆଦିଲ୍ଳୀ: ଦିନକୁ ଦିନ ଅନଲାଇନ ସ୍କାମ ବଢିବାରେ ଲାଗିଥିବା ବେଳେ ଏବେ ଆଉ ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ହ୍ୱାଟ୍ସଆପ୍ ଡେଲିଭରୀ ସ୍କାମ ନାମକ ଏହି ନୂତନ ସ୍କାମ ସାମ୍ନାକୁ ଆସିଛି । ହ୍ୱାଟ୍ସଆପରେ ଆସୁଥିବା ଏହି…
ଭାରତରେ ନର୍ମାଣ ହେଉଛି ବିଶ୍ୱର ସବୁଠୁ ଉଚ୍ଚତମ ନଦୀପୋଲ
ନୂଆଦିଲ୍ଲୀ: ଭାରତରେ ନିର୍ମାଣ ହେଉଛି ବିଶ୍ୱର ସବୁଠୁ ଉଚ୍ଚ ନଦୀପୋଲ । ଜମ୍ମୁ କାଶ୍ମୀରରେ ରିଆସି ଜିଲ୍ଲା ବକ୍କାଲ ଏବଂ କାଉରି ମଧ୍ୟରେ ଚେନାବ ନଦୀ ଉପରେ ନିର୍ମାଣ ହେଉଛି ଏହି ନଦୀପୋଲ । ଆସନ୍ତା ବର୍ଷ ଡିସେମ୍ବରରେ ଏହା…
ରାହୁଲଙ୍କ ଉପରକୁ ସାମ୍ପେନ କର୍କ ଫିଙ୍ଗିଲେ ଦର୍ଶକ; ଏମିତି ପ୍ରତିକ୍ରିୟା ପ୍ରକାଶ କଲେ ଭାରତୀୟ ଫ୍ୟାନ
ନୂଆଦିଲ୍ଲୀ: କ୍ରିକେଟର ମକ୍କା ଲର୍ଡସରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । କ୍ରିକେଟ ଖେଳାଳିଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ମନରୁ ଲିଭିନଥିବା ବେଳେ ଲର୍ଡସ ଟେଷ୍ଟରେ ସମାନ ଏକ ଘଟଣା ଦେଖିବାକୁ ମିଳିଛି । ଭାରତୀୟ…
ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ
ନୂଆଦିଲ୍ଲୀ: ଦେଶବାସୀଙ୍କୁ ରାଷ୍ଟପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ । ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ ।
ଏହି…
ସ୍ତ୍ରୀ ଓ ଶ୍ୱଶୁର ପାଇଁ ଜୀବନର ଚରମ ନିଷ୍ପତି ନେଲେ ଜ୍ୱାଇଁ, ଆତ୍ମହତ୍ୟା ପୂର୍ବରୁ ଭିଡିଓ କଲେ ଜାରି
ରାଉରକେଲା(ଓଡ଼ିଶା ଭାସ୍କର): ପ୍ରଥମେ ଭିଡିଓ, ପରେ ସୋସିଆଲ ମିଡିଆରେ ଅପଲୋଡ ଆଉ ତାପରେ ଆତ୍ମହତ୍ୟା । ଆତ୍ମହତ୍ୟା ପୂର୍ବରୁ ଏଭଳି ଭିଡିଓ କରି କହିଛନ୍ତି ଆତ୍ମହତ୍ୟା କରିବାର କାରଣ । ବେଡ୍ ଉପରେ ଶୋଇ ରହି ମନେ ମନେ…
ହିନ୍ଦୁ ଧର୍ମକୁ ଅପମାନିତ କଲା ରେଷ୍ଟୁରାଣ୍ଟ; ବିରିୟାନୀ ADରେ ହିନ୍ଦୁ ସାଧୁସନ୍ଥ
ନୂଆଦିଲ୍ଲୀ: ପୁଣି ଥରେ ହିନ୍ଦୁଧର୍ମର ସାଧୁସନ୍ଥଙ୍କୁ ଅପମାନିତ କରିବାକୁ ଚେଷ୍ଟା କରାଯାଇଛି । ଏକ ରେଷ୍ଟୁରାଣ୍ଟର ବିଜ୍ଞାପନରେ ସାଧୁସନ୍ଥଙ୍କୁ ଦେଖାଯିବା ପରେ ଏହି ବିବାଦ ମୁଣ୍ଡ ଟେକିଛି । କର୍ଣ୍ଣାଟକର ନିୟାଜ ହୋଟେଲ…