fbpx
Browsing Category

Top Stories

ସମସ୍ତ ପ୍ରକାର ଗୁଜବ ଠାରୁ ଦୂରରେ ରୁହନ୍ତୁ: ବାଗଚୀ

ଭୁବନେଶ୍ୱର, ୬ା୬(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ । ସୂଚାରୁ ରୂପେ ସ୍ନାନଯାତ୍ରା ସରିଥିବାରୁ ମନ୍ଦିର ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ।…

କମ୍ ବୟସରେ ପ୍ରେମ, ବୟଫ୍ରେଣ୍ଡ ଧୋକା ଦେବାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଆଜିକାଲିର ସମୟରେ କମ୍ ବୟସର ପୁଅ, ଝିଅ ପ୍ରେମରେ ପଡିବା ସାଧାରଣ କଥା ହୋଇଗଲାଣି । କେହି ସଫଳ ହୁଅନ୍ତି ତ ଆଉ କିଏ ପ୍ରେମରେ ଫସି ନିଜ ଜୀବନ ହାରି ଦିଅନ୍ତି । ସେହିଭଳି ଆସନ୍ତୁ ଜାଣିବା ଜଣେ ଟିଭି ଦୁନିଆର ଲୋକପ୍ରିୟ…

ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୬ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୨ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୭୧୬କୁ ବୃଦ୍ଧି ପାଇଛି । ୧୭୩…

ସାବଧାନ,୧୧ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା!

ଭୁବନେଶ୍ୱର, ୬ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା କମିବା ସହ ଗୁଳୁଗୁଳି ଅନୁଭୂତ ହେଉଛି । ଏହାସହ ସ୍ଥାନେ ସ୍ଥାନେ ବର୍ଷ ମଧ୍ୟ ହେଉଛି । ଏହାରିମଧ୍ୟରେ ଆଜି ଅପରାହ୍ନ ୫.୩୦ ସୁଦ୍ଧା ୧୧ଜିଲ୍ଲାରେ…

ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ କରୋନାରେ ମୃତ୍ୟୁ!

ଦୁନିଆର ସବୁଠାରୁ ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ମୃତ୍ୟୁ କରୋନା ଭାଇରସ୍ ଯୋଗୁଁ ହୋଇଛି ବୋଲି ଅନେକ କଳ୍ପନାଜଳ୍ପନା ଲାଗିରହିଛି । ବର୍ତ୍ତମାନ ସୁଦ୍ଧା ଏହା ପ୍ରମାଣ ହୋଇନଥିଲେ ମଧ୍ୟ…

କେରଳ ପରେ ହିମାଚଳ ପ୍ରଦେଶରେ ମରିଗଲା ମାନବିକତା! ଗର୍ଭବତୀ ଗାଈକୁ ଖୁଆଇଦେଲେ ବିସ୍ଫୋଟକ

କେରଳରେ ବିସ୍ଫୋଟକ ଖାଇଏକ ଗର୍ଭବତୀ ହାତୀ ହାତୀର ମୃତ୍ୟୁ ହେବା ପରେ ହିମାଚଳ ପ୍ରନେଶରୁ ଏଭଳି ଏକ ମର୍ମାନ୍ତୁକ ଘଟଣା ସାମାନକୁ ଆସିଛି । ହିମାଚଳ ପ୍ରଦେଶର ଜିଲ୍ଲା ବିଲାସପୁରର ଝଣ୍ଡୁତ୍ତା ଅଞ୍ଚଳରେ କେହି ଜଣେ ବିସ୍ଫୋରକ…

ସବୁ ସ୍କୁଲରେ ହେବ ନାମ ଲେଖା: ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର, ୬ା୬(ଓଡ଼ିଶା ଭାସ୍କର): ୨୦ରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ହେବନି । ଗତ ବର୍ଷ ଯେଉଁ ସ୍କୁଲରେ ନାମ ଲେଖା ହୋଇଥିଲା ସେଠାରେ ନାମ ଲେଖା ହେବ । କରୋନା ଦୃଷ୍ଟିରୁ ସବୁ ସ୍କୁଲରେ ନାମ ଲେଖା…

ବୈଜ୍ଞାନିକଙ୍କ ସାଙ୍ଘାତିକ ଚେତାବନୀ- ଚନ୍ଦା ଲୋକଙ୍କୁ କରୋନାର ଅଧିକ ବିପଦ

କରୋନା ସଙ୍କଟ ମଧ୍ୟରେ ଏହି ମହାମାରୀ ସମ୍ପର୍କରେ ଆଉ ଏକ ବଡ ତଥ୍ୟର ଖୁଲାସା ହୋଇଛି । ବୈଜ୍ଞାନିକଙ୍କ ମତରେ, ଚନ୍ଦା ଲୋକଙ୍କୁ କରୋନା ଭାଇରସ୍ ସଂକ୍ରମଣ କରିବାର ଅଧିକ ଆଶଙ୍କା ରହିଥାଏ । ଏହା ସହ ସେମାନଙ୍କ ମୃତ୍ୟୁ…

ଚାଷୀ ପଞ୍ଜୀକରଣରେ ଓଡ଼ିଶା ନମ୍ବର ୱାନ

ଭୁବନେଶ୍ୱର, ୬ା୬(ଓଡ଼ିଶା ଭାସ୍କର): ଚାଷୀ ପଞ୍ଜୀକରଣରେ ଓଡ଼ିଶା ଦେଶରେ ଏକ ନମ୍ବରରେ ରହିଛି । ରବିଋତୁରେ ଧାନ କିଣା ପାଇଁ ଚାଷୀ ପଞ୍ଜୀକରଣରେ ଓଡ଼ିଶା ଦେଶରେ ପ୍ରଥମରେ ରହିଛି । ଧାନ କିଣା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶରେ…

କରୋନା ଭାଇରସ୍: ଇଟାଲିକୁ ଟପିଲା ଭାରତ

ନୂଆଦିଲ୍ଲୀ, ୬ା୬: ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ଇଟାଲିକୁ ପଛରେ ପକାଇଛି ଭାରତ । ଭାରତରେ କରୋନା ଆକ୍ରାନ୍ତ ୨.୩୬ଲକ୍ଷ…