Browsing Category
Top Stories
୧୨ ଘଣ୍ଟା ପାଇଁ ବନ୍ଦ ହେଲା ରାଜ୍ୟର ଏହି ସହର, ଜାଣନ୍ତୁ କାହିଁକି
ସୁନ୍ଦରଗଡ଼,(ଓଡ଼ିଶା ଭାସ୍କର): କରୋନା କାଳରେ ରୋଗୀଙ୍କ ଚିକିତ୍ସା ପାଇଁ ମେଡିକାଲରେ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ରାଜ୍ୟର ୨ୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା ଦେଇଛି…
ଆଜି ରାଜ୍ୟରେ ୧୦୯୬ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
ଭିଜିଲାନ୍ସ ଜାଲରେ ଫସିଲେ ବରିଷ୍ଠ କିରାଣି
ବଲାଙ୍ଗିର,(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ବରିଷ୍ଠ କିରାଣି । ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକର ବରିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ବରିଷ୍ଠ କିରାଣି ରବୀନ୍ଦ୍ର ମହାନ୍ତିଙ୍କ ୩ଟି…
ଜଳିଗଲା ବୁର୍ଲାର ନିଶିଗନ୍ଧା ହଲ୍
ସମ୍ବଲପୁର,(ଓଡ଼ିଶା ଭାସ୍କର): ସମ୍ବଲପୁର ବୁର୍ଲା ଆନନ୍ଦବିହାରରେ ଘଟିଛି ଅଘଟଣ । ଆନନ୍ଦ ବିହାରରେ ଥିବା ଷ୍ଟାଫ୍ କ୍ୱାର୍ଟର କଲୋନୀରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ମିଳିଥିବା ସୂଚନା ମୁତାବକ, କଲୋନୀର ନିଶିଗନ୍ଧା ହଲରେ…
ବୈଜ୍ଞାନିକଙ୍କ ଚେତାବନୀ- ‘ଡେଲ୍ଟା ଭାରିଆଣ୍ଟ ଦେଖାଇବ ପ୍ରଚଣ୍ଡ ରୂପ, ଅଧିକ ବିଗିଡ଼ିପାରେ ସ୍ଥିତି’
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ଶେଷ ହେଉଥିବା ବେଳେ ଖୁବଶୀଘ୍ର ଆସିବାକୁ ଯାଉଛି ସମ୍ଭାବ୍ୟ ତୃତୀୟ ଲହର । ଏହାରି ମଧ୍ୟରେ ଆମେରିକାର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ‘କରୋନାର ଡେଲ୍ଟା ଭାରିଆଣ୍ଟ କାରଣରୁ ବିଶ୍ୱର…
ବର୍ଷା କାରଣରୁ ଶୀଘ୍ର ବନ୍ଦ ହେଲା ତୃତୀୟ ଦିନର ଖେଳ, ଲୋକେଶ ଓ ଜାଡେଜାଙ୍କ ଅର୍ଦ୍ଧଶତକରେ ସୁବିଧାଜନକ ସ୍ଥିତିରେ ଭାରତ
ଓଡ଼ିଶା ଭାସ୍କର ବ୍ୟୁରୋ: ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଘରୋଇ ଇଂଲଣ୍ଡଠୁ ସୁବିଧାଜନକ ସ୍ଥିତିରେ ରହିଛି। ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନର ଖେଳ…
କରୋନା ବିରୋଧୀ ଯୁଦ୍ଧରେ ବଡ଼ ସଫଳତା, ଦେଶରେ ୨୦୩ ଦିନରେ ଦିଆଗଲା ୫୦ କୋଟି ଟିକା ଡୋଜ୍
ନୂଆଦିଲ୍ଳୀ: କରୋନା ବିରୋଧୀ ଯୁଦ୍ଧରେ ଦେଶ ଏକ ବଡ଼ ସଫଳତା ହାସଲ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୫୦ କୋଟି ଡୋଜ କରୋନା ଟିକା ଦିଆଯାଉଛି । ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଶୁକ୍ରବାର ଏହା ଘୋଷଣା…
ପ୍ରକାଶ ପାଇଲା JEE Main 2021 ରେଜଲ୍ଟ, ଏମିତି ଦେଖିପାରିବେ ଫଳାଫଳ
ନୂଆଦିଲ୍ଲୀ: ଶୁକ୍ରବାର ନାସନାଲ ଟେଷ୍ଟିଂ ଏଜେନ୍ସି (NTA) ଜେଇଇ ମେନ ୨୦୨୧ ପରୀକ୍ଷାର ଫଳାଫଳ ଘୋଷଣା କରିଛି । ପ୍ରାୟ ୭ଲକ୍ଷ ପରୀକ୍ଷାର୍ଥୀ ଚଳିତ ବର୍ଷ ଜେଇଇ ମେନ ପରୀକ୍ଷା ଦେଇଥିଲେ । ଜୁଲାଇ ୨୦, ୨୨, ୨୫ ଏବଂ ୨୭ରେ…
ସ୍ୱାମୀ ଲାଞ୍ଚୁଆକୁ ସ୍ତ୍ରୀଙ୍କ ‘ପଲିସି’ ଗୁମର, ସାହୁ ଦମ୍ପତି ବଡ଼ ଚାଲବାଜ୍…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏସଏସସି ଘୋଟାଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ଚାକିରି ପ୍ରଲୋଭନ ଦେଖାଇ ଲାଞ୍ଚ କାରବାରରେ ଧରାପଡ଼ିଥିବା ବିରଞ୍ଚି ସାହୁଙ୍କ ଆଉ ଏକ କାରନାମା ଧରାପଡ଼ିଛି । ଆଉ ତାଙ୍କ ଲାଞ୍ଚ…
ନଟିଂହାମ ଟେଷ୍ଟ; ଭାରତ ୨୭୮ ରନରେ ଅଲଆଉଟ
ନଟିଂହାମ ଟେଷ୍ଟ: ଭାରତ ପ୍ରଥମ ଇନିଂସରେ ୨୭୮ ରନରେ ଅଲଆଉଟ । ଓପନର ରାହୁଲ ଓ ଅଲରାଉଣ୍ଡର ଜାଡେଜାଙ୍କ ଅର୍ଦ୍ଧଶତକୀୟ ଇନିଂସ । ରବିନସନଙ୍କୁ ସର୍ବାଧିକ ୫, ଆଣ୍ଡରସନଙ୍କୁ ୪ଟି ୱିକେଟ । ପ୍ରଥମ ଇନିଂସରେ ଭାରତ,…
