Browsing Category

Top Stories

ଏଣିକି ପୋଷଣ କେନ୍ଦ୍ରରେ ମିଳିବ ରାସନ, କେନ୍ଦ୍ର ଓ ରାଜ୍ୟ ଉଭୟ ଦେବେ ସବ୍‍ସିଡି

ଭୁବନେଶ୍ୱର : ରାଜ୍ୟରେ ଥିବା ପୋଷଣ କେନ୍ଦ୍ରଗୁଡ଼ିକରେ ସବ୍‍ସିଡିରେ ରାସନ ମିଳିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଦିଲ୍ଲୀ, ଗୁଜୁରାଟ ଢାଞ୍ଚାରେ ଖୁବ୍‍ ଶୀଘ୍ର ପୋଷଣ କେନ୍ଦ୍ର ଖୋଲାଯିବ ।…

“ମୋର ଯୋଗ୍ୟତା ନାହିଁ ବୋଲି ଭାବିଲି, ଗଲିନି”: ଜୟନାରାୟଣ

ଭୁବନେଶ୍ୱର: ଶାହାଙ୍କ ଗସ୍ତ ନେଇ ପ୍ରସ୍ତୁତି ବୈଠକରେ ଜୟନାରାୟଣ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ କ୍ଷୋଭ ଝାଡ଼ିଲେ ବରିଷ୍ଠ ନେତା ଜୟନାରାୟଣ। ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ବଡ଼…

ସାବଧାନ! ମହିଳାମାନେ ଆବଶ୍ୟକତା ଠୁ ଅଧିକ ଖାଉଛନ୍ତି କି? ହୋଇପାରେ ଏହି ବଡ଼ ସମସ୍ୟା

ନୂଆଦିଲ୍ଲୀ: ଅତ୍ୟଧିକ ଖାଇବା କେବଳ ମେଦବହୁଳତା ନୁହେଁ ବରଂ ଅନେକ ବିପଦଜନକ ରୋଗର କାରଣ ହୋଇପାରେ । ପ୍ରତିଦିନ ଅତ୍ୟଧିକ ଖାଇବା ଦ୍ଵାରା ଶିଶୁ ଗର୍ଭଧାରଣରେ ସମସ୍ୟା ହୋଇପାରେ । ପ୍ରକୃତରେ, ଅତ୍ୟଧିକ ଖାଦ୍ୟ ଖାଇବା…

ନାଇଟ କ୍ଲବରେ ଚାଲିଥିଲା ଲାଇଭ ଶୋ, ହଠାତ୍ ନିଆଁ ଲାଗିବାରୁ 51ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ଉତ୍ତର ମାସିଡୋନିଆର କୋସାନିରେ ଥିବା ଲୋକପ୍ରିୟ ପଲ୍ସ ନାଇଟ୍ କ୍ଲବରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅତି କମରେ 51 ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି ।…

୧ ଲିଟର କ୍ଷୀର ପାଇଁ ରକ୍ତପାତ, ଗୁଳି ବାଜି ଚାଲିଗଲା ଦୁଇ ଜଣଙ୍କ ପ୍ରାଣ

ନୂଆଦିଲ୍ଲୀ: ବିହାରରେ ଅପରାଧୀମାନେ ପୋଲିସକୁ ସବୁବେଳେ ଚ୍ୟାଲେଞ୍ଜ କରୁଛନ୍ତି। ଏଥର ଅପରାଧୀମାନେ ଦୁଗ୍ଧ ପାଇଁ ହତ୍ୟା କରିଛନ୍ତି। ୧ ଲିଟର କ୍ଷୀର ପାଇଁ ଭୋଜପୁର ଜିଲ୍ଲାର ଆରାରେ ଏହି ଦୁଇ ଜଣଙ୍କୁ ହତ୍ୟା କରାଯାଇଛି।…

୯୧ ବର୍ଷରେ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ପରଲୋକ, ‘ଶ୍ରୀରାଧା’ କବି ଭାବରେ ହୋଇଥିଲେ ପରିଚିତ

ଭୁବନେଶ୍ୱର: ପଦ୍ମଭୂଷଣ ରମାକାନ୍ତ ରଥଙ୍କ ପରଲୋକ ଘଟିଛି । ୯୧ ବର୍ଷ ବୟସରେ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି ରମାକାନ୍ତ । ‘ଶ୍ରୀରାଧା’ କବି ଭାବରେ ସେ ଖୁବ୍ ପରିଚିତ ଥିଲେ । ୧୯୩୪ ମସିହାରେ କଟକରେ ସେ ଜନ୍ମଗ୍ରହଣ…

ମରିଗଲା ଭାରତର ଆଉ ଏକ ଶତ୍ରୁ: ତୀର୍ଥଯାତ୍ରୀ ବସ୍ ଉପରେ କରିଥିଲା ଆକ୍ରମଣ, ଏବେ ପାକିସ୍ତାନରେ ମିଳିଲା ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନରୁ ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେଠାରେ ଭାରତର ଆଉ ଜଣେ ଶତ୍ରୁ ନିହତ ହୋଇଛି । ତାର ନାମ ଅବୁ କତାଲ ସିଂଘି, ଯିଏ ଲସ୍କର-ଏ-ତୈବାର ଜଣେ ବଡ଼ ଆତଙ୍କବାଦୀ ହାଫିଜ୍ ସୟିଦର ବହୁତ…

ଗୋଲ୍ଡ ସ୍ମଗଲିଂ ମାମଲାରେ କର୍ଣ୍ଣାଟକ ସରକାରଙ୍କ ବଡ଼ ଆକ୍ସନ, ରାନ୍ୟାଙ୍କ ବାପାଙ୍କୁ ଛୁଟିରେ ପଠାଇଲେ

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରାନ୍ୟା ରାଓଙ୍କ ବାପା ଡିଜିପି ରାମଚନ୍ଦ୍ର ରାଓଙ୍କ ଉପରେ ନଜର ରଖାଯାଇଛି । କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ତଦନ୍ତ ପରେ ତାଙ୍କୁ…

JIO ଆଣିଲା ସବୁଠୁ ଶସ୍ତା ପ୍ଲାନ, ମାତ୍ର 75 ଟଙ୍କାରେ…

ନୂଆଦିଲ୍ଲୀ: ହୋଲିରେ ଜିଓ ଏକ ଖୁସି ଖବର ଆଣିଛି ।  ଏକ ପପୁାଲାର ରିଚାର୍ଜ ପ୍ଲାନ ଆଣିଛି । 75ଟଙ୍କାରେ ଏକ ରିଚାର୍ଜ ପ୍ଲାନ ଆଣିଛି । ଏହାର ଭାଲିଡିଟି 23 ଦିନ ଦେଇଛି । ଜିଓର ପୋର୍ଟଫୋଲିଓରେ ଅନେକ ରିଚାର୍ଜ ପ୍ଲାନ…

ଧୋନି IPLର ୧ ନମ୍ବର କ୍ୟାପଟେନ୍, ଏହି ତାଲିକାର ଦ୍ଵିତୀୟ ସ୍ଥାନରେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ମାର୍ଚ୍ଚ 22 ରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2025 ଆରମ୍ଭ ହେବ। ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ 10 ଟି ଫ୍ରାଞ୍ଚାଇଜ୍ ଆଗାମୀ ସିଜନ୍ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।…