Browsing Category
Top Stories
ଯୁବପିଢିଙ୍କ ଇଣ୍ଟରନେଟ୍ ବ୍ୟବହାର ଉପରେ ଲାଗିବ ରୋକ୍! ସୋସିଆଲ ମିଡିଆ ସମୟ ନିର୍ଦ୍ଧାରିତ କରିବେ ସରକାର
ନୂଆଦିଲ୍ଲୀ: ଚୀନ୍ରେ ଯୁବପିଢ଼ିଙ୍କ ଦ୍ୱାରା ବୃଦ୍ଧି ପାଉଥିବା ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ସରକାର କଠୋର ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛନ୍ତି । ଚୀନ୍ ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ…
ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧, ଅଗଷ୍ଟରେ ମିଳିବ ୧୫ ହଜାର ଟଙ୍କା
ଭୁବନେଶ୍ୱର: ସୁଭଦ୍ରା ଟଙ୍କା ଚଳିତ ମାସ ୮ ତାରିଖରେ ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ମିଳିସାରିଛି। ଯେଉଁମାନେ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ପାଇ ନଥିଲେ ସେମାନଙ୍କୁ ରାଜ୍ୟ ସରକାର ଏକାଥରକେ ଦୁଇଟି କିସ୍ତିର ଟଙ୍କା…
17 ମାର୍ଚ୍ଚରୁ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ! ଆସିବାକୁ ଯାଉଛି ଭଲ ସମୟ
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ବଦଳିବ ଏହି ରାଶିର ଭାଗ୍ୟ । ଆସିବ ଭଲ ସମୟ । ମାର୍ଚ୍ଚର ନୂଆ ସପ୍ତାହ କାଲିଠୁ ଆରମ୍ଭ ହେବାକୁ ଯାଉଛି । ଏହି ସପ୍ତାହ 17 ମାର୍ଚ୍ଚରୁ 23 ମାର୍ଚ୍ଚ ଯାଏଁ ରହିବ । ଜ୍ୟୋତିଷ ଶାସ୍ତ୍ର…
ପଦ୍ମ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ ଆରମ୍ଭ, ଜାଣନ୍ତୁ କିପରି କରିବେ ?
ନୂଆଦିଲ୍ଲୀ : ପଦ୍ମ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ ଶନିବାର ଠାରୁ ଆରମ୍ଭ ହୋଇଛି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ୩୧ ଜୁଲାଇ, ୨୦୨୫। ଅନଲାଇନରେ କେବଳ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ…
ରକ୍ତରଞ୍ଜିତ ହେଲା ରଙ୍ଗ ପର୍ବ, ହୋଲିରେ ୭ଜଣଙ୍କୁ ହତ୍ୟା, ସାମ୍ନାକୁ ଆସିଲା ରିପୋର୍ଟ
ଭୁବନେଶ୍ୱର: ଗତକାଲି ଅର୍ଥାତ ମାର୍ଚ୍ଚ ୧୫ ତାରିଖରେ ସାରା ରାଜ୍ୟରେ ହୋଲି ଉତ୍ସବ ପାଳନ ହେଉଥିଲା। ହେଲେ ଏହି ପର୍ବରେ ରାଜ୍ୟରେ ୭ଜଣଙ୍କୁ ହତ୍ୟା କରାଯାଇଛି। ଏ ନେଇ ତଥ୍ୟ ସାମ୍ନାକୁ ଆସିଛି। ଭୁବନେଶ୍ୱରରେ ଗତକାଲି ୨…
ବଢ଼ିଲା ବ୍ୟାଙ୍କ ଅଫ୍ ବରୋଦା ମ୍ୟାନେଜର ନିଯୁକ୍ତି ରେଜିଷ୍ଟ୍ରେସନର ଲାଷ୍ଟ୍ ଡେଟ୍: ଏହି ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ
ନୂଆଦିଲ୍ଲୀ: ମ୍ୟାନେଜର ପଦବୀ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖକୁ ବୃଦ୍ଧି କରିଛି ବ୍ୟାଙ୍କ ଅଫ୍ ବରୋଦା । ନୂଆ ତାରିଖ ଅନୁଯାୟୀ, ଏବେ ଆବେଦନ ଫର୍ମଗୁଡ଼ିକ ୨୧ ମାର୍ଚ୍ଚ ୨୦୨୫…
ମହିଳା ପ୍ରିମିୟର ଲିଗ୍ ୨୦୨୫: ଚାମ୍ପିୟନ ହେଲା ମୁମ୍ୱାଇ ଇଣ୍ଡିଆନ୍ସ
ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ ୨୦୨୫ର ମୁମ୍ୱାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଛି। ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ରନରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଡବ୍ଳୁପିଏଲ୍ ଚାମ୍ପିୟନ ହୋଇଛି ମୁମ୍ୱାଇ ଟିମ୍ ।…
AC ବିସ୍ଫୋରଣ ହେବାରୁ ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ, ଏହାକୁ ବ୍ୟବହାର କରିବା ସମୟରେ କରନ୍ତୁନି ଏହି ଭୁଲ
ଆଜିକାଲି ସହରାଞ୍ଚଳ ଘରେ ମଧ୍ୟ ଏସି ବ୍ୟବହାର ଅତି ସାଧାରଣ କଥା । ଗରମରୁ ରାକ୍ଷା ପାଇବା ପାଇଁ ଲୋକମାନେ ଦିନ ରାତି ଏସି ଅନ୍ କରି ରଖୁଛନ୍ତି । କିନ୍ତଆପଣ ଜାଣିଛନ୍ତି କି, ଏସି ସହିତ ଏକ ଛୋଟ ଭୁଲ୍ ଆପଣଙ୍କ ପାଇଁ ଘାତକ…
ଅଧ୍ୟୟନରେ ଖୁଲାସା, RNA ଟିକା ଦ୍ୱାରା ହେବ ଅଗ୍ନାଶୟ କର୍କଟର ଚିକିତ୍ସା!
ନୂଆଦିଲ୍ଲୀ: ଆମ ପେଟର ପଛପଟେ ଥିବା ଏକ ମାଛ ଆକୃତିର ଅଙ୍ଗ ହେଉଛି ଅଗ୍ନାଶୟ । ଏହା ଇନସୁଲିନ୍ ରିଲିଜ କରିବା ସହିତ ରକ୍ତରେ ଶର୍କରାକୁ ନିୟନ୍ତ୍ରଣରେ ରଖେ । ଯେତେବେଳେ ପାନକ୍ରିୟାଟିକ୍ କର୍କଟ ହୁଏ, ଏହାର କାର୍ଯ୍ୟ…
ସ୍କୁଲରେ ସବୁଠାରୁ ଆଗରେ କାହିଁକି ପହଞ୍ଚୁଥିଲେ ପିଏମ ମୋଦୀ? ପୋଡକାଷ୍ଟରେ କହିଲେ କାରଣ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ପ୍ରସିଦ୍ଧ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ମଧ୍ୟରେ 3 ଘଣ୍ଟାର ଏକ ଲମ୍ବା ପୋଡକାଷ୍ଟକୁ ରିଲିଜ କରାଯାଇଛି। ଏହି ପୋଡକାଷ୍ଟରେ ପିଏମ ମୋଦୀ ଖୋଲାଖୋଲି…