Browsing Category
Top Stories
ଏଣିକି ଜଙ୍ଗଲ ନିଆଁ ଜଗିବ AI କ୍ୟାମେରା
ଭୁବନେଶ୍ୱର: ଏଣିକି ଜଙ୍ଗଲ ନିଆଁ ଜଗିବ ଏଆଇ କ୍ୟାମେରା । ଏଥିପାଇଁ ଶିମିଳିପାଳରେ ଲାଗିଛି ୫ଟି ଏଆଇ କ୍ୟାମେରା । ଏହିସବୁ କ୍ୟାମେରା ପାଇଲଟ ପ୍ରୋଜେକ୍ଟ ଭାବରେ ଲଗାଯାଇଛି । ରାଉରକେଲା ବନାଞ୍ଚଳରେ ୪ଟି ଏଆଇ କ୍ୟାମେରା…
ଆଧାରକାର୍ଡ ନାମରେ ବୃଦ୍ଧାଙ୍କଠାରୁ ଲୁଟିନେଲେ ୨୦ କୋଟି, ରୁହନ୍ତ ସତର୍କ
ନୂଆଦିଲ୍ଲୀ: ଆଧାରକାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ । ବର୍ତ୍ତମାନ ଏହାକୁ ନେଇ ସାଇବର ଠକେଇ ହେବାର ମାମଲା ସାମ୍ନାକୁ ଆସିଛି । ଜଣେ ବୃଦ୍ଧ ମହିଳାଙ୍କଠାରୁ ୨୦ କୋଟି ଟଙ୍କା ଠକିନେଇଛନ୍ତି ଦୁର୍ବୃତ୍ତ । ମୁମ୍ବାଇର ଜଣେ ୮୬…
ଓଡ଼ିଶାରେ 8 ମାସରେ ୨୦୦୬୦ଟି ନିଖୋଜ ମାମଲା, ୭୦୪୮ ଜଣଙ୍କୁ ଠାବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉତ୍ତର । ଗତ ଆଠ ମାସରେ ରାଜ୍ୟରେ ୨୦,୦୦୦ ରୁ ଅଧିକ ନିଖୋଜ ମାମଲା ପଞ୍ଜିକୃତ ହୋଇଛି । ଯାହା ମଧ୍ୟରୁ ୭,୦୪୮ ଟି ସମାଧାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ…
କିପରି କଟିବ 2025? ଦୋଳବେଦିରେ ପଢ଼ା ହେଲା ପାଞ୍ଜି, ଦେଖାଯିବ ଆର୍ଥିକ ମାନ୍ଦାବସ୍ଥା ବଢିବ ଚୋରି
ଭୁବନେଶ୍ବର: ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ଅବସରରେ ପାଞ୍ଜି ପାଠ କରାଯାଇଛି । ଆସନ୍ତା ଓଡ଼ିଆ ବର୍ଷ କପରି କଟିବ ସେନେଇ ଜ୍ୟୋତିଷଙ୍କ ଦ୍ବାରା ପାଞ୍ଜି ପାଠ କରାଯାଇଛି । ପାଞ୍ଜି ପାଠ ମୁତାବକ, ଏସମ୍ବତ୍ସରର ନାମ କାଳ ।…
ରାଜ୍ୟରେ ବଢିବାରେ ଲାଗିଛି HIV ରୋଗୀଙ୍କ ସଂଖ୍ୟା, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ଏଚଆଇଭିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଓଡ଼ିଶାରେ ଏଚଆଇଭି ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ୨୦୨୧ ମସିହାରେ ୨୩୪୧ ଜଣ ଏଚଆଇଭି ରୋଗୀ ଚିହ୍ନଟ ହୋଇଥିଲେ ।
ସେହିଭଳି ୨୦୨୨…
ଅଢ଼େଇ ହଜାରରୁ ଅଧିକ ଗ୍ରାବମାସୀ ଉଠାଇ ପାରୁନାହାନ୍ତି ମୋବାଇଲ ସେବାର ଲାଭ, ଲିଖିତ ଉତ୍ତର ରଖିଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ବର: ମୋବାଇଲ ସେବା ନେଇ ବିଧାନସଭାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉତ୍ତର । ରାଜ୍ୟରେ ୨୬୦୩ ଗାଁରେ ନାହିଁ ମୋବାଇଲ ସେବା । ଯଦି ଦେଖିବା ଆଜିର ଡିଜିଟାଲ ଯୁଗରେ ମଧ୍ୟ ଅଢେଇ…
ଓରି କଲେ ବଡ଼ କାଣ୍ଡ: ବୈଷ୍ଣୋ ଦେବୀ ବେସ୍ କ୍ୟାମ୍ପରେ ମଦ୍ୟପାନ କରିଥିବା ଅଭିଯୋଗ, ୮ଜଣଙ୍କ ବିରୋଧରେ ମାମଲା ରୁଜୁ
ମୁମ୍ବାଇ: କାଟ୍ରା ପହଞ୍ଚିଥିବା ବଲିଉଡ ସେଲିବ୍ରିଟି ଓରିଙ୍କ ବିରୋଧରେ କାଟ୍ରା ପୋଲିସ ମାମଲା ରୁଜୁ କରିଛି । ଓରି ଓ ୭ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି । ସେ ବୈଷ୍ଣୋ ଦେବୀ ମନ୍ଦିର ନିକଟରେ ମଦ୍ୟପାନ କରିଥିବା ଅଭିଯୋଗ…
ପଞ୍ଚଭୂତରେ ଲୀନ ହେଲେ ରମାକାନ୍ତ ରଥ, ମୁଖାଗ୍ନି ଦେଲେ ପୁଅ ପିନାକୀ
ଭୁବନେଶ୍ବର: ମହାକବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁରୀ ସ୍ବର୍ଗଦ୍ବାରରେ ରମାକାନ୍ତ ରଥ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ।
ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ…
ପିଲାଙ୍କ ମେଦକୁ ନେଇ ଚିନ୍ତାରେ ସରକାର! ମଧ୍ୟାହ୍ନ ଭୋଜନରେ କମିବ ତେଲ-ଲୁଣ
ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି । ଚିନ୍ତାରେ ସରକାର । ଦେଶର ପିଲାଙ୍କଠାରେ ମୋଟାପଣ ଦେଖିବାକୁ ମିଳିଛି । ଛୋଟ ଛୁଆ ଅଧିକ ମୋଟା ହୋଇଯାଉଥିବା ବେଳେ ଏନେଇ ନିଷ୍ପତ୍ତି କରିଛନ୍ତି କେନ୍ଦ୍ର…
ଏ କେଉଁ ପ୍ରକାର ସଙ୍କେତ..ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି
ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପତିତପାବନ ବାନାରେ ଦେଖିବାକୁ ମିଳିଥିଲା ଅଲୌକିକ ଦୃଶ୍ୟ । ଶ୍ରୀମନ୍ଦିରରେ ପଡ଼ିଲା ଶୂନ୍ୟ ଗଣ୍ଠି । ଆଜି ସକାଳୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଶୂନ୍ୟରେ ପତିତପାବନରେ ଗଣ୍ଠି ପଡିଲେ…